ରାଶି ଅନୁସାରେ ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଭାଗ୍ୟଶାଳୀ

ଆପଣ ଆପଣଙ୍କୁ ଯେତେବି ଆଧୁନିକ ଚିନ୍ତାଧାରା ବ୍ୟକ୍ତି ବୋଲି କୁହନ୍ତୁ କିନ୍ତୁ ଗୋଟେ କଥା ସତ ଆପଣଙ୍କୁ ମାନିବାକୁ ହେବ କୌଣସି ବି କାମକୁ ପୁରା କରିବା ପାଇଁ ଭାଗ୍ୟ ଏକ ମୁଖ୍ୟ ଭୂମିକା ନେଇଥାଏ । ଏହି ଭାଗ୍ୟ ଆମକୁ କେତବେଳେ ଧନୀ କରିଥାଏ ତ ଆଉ କେତବେଳେ ଆମକୁ ମୃତ୍ୟୁ ମୁହଁରୁ ରକ୍ଷା କରିଥାଏ । ସବୁ ବ୍ୟକ୍ତି ଚାହାନ୍ତି କି ତାଙ୍କ କିସ୍ମତର କବାଟ ତାଙ୍କ ପାଇଁ ସବୁବେଳେ ଖୋଲା ଥାଉ ।

ଏହି କଥାକୁ ଆଖିରେ ରଖୀ ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ କିଛି ଏମିତି ରଙ୍ଗ କହିବୁ ଯାହା ଆପଣଙ୍କ ପାଇଁ ଅଧିକ ଭାଗ୍ୟଶାଳୀ ସାବ୍ୟସ୍ତ ହେବ ।

ଆପଣ ଯେବେ କିଛି ବିଶେଷ କାମ କରିବେ ତାହେଲେ ଏହି ରଙ୍ଗକୁ ଆପଣଙ୍କ ଶରୀରରେ ଧାରଣ ନିହାତି କରିବେ ।

ରାଶି ଆନୁସାରେ ଜାଣନ୍ତୁ ଆପଣଙ୍କର ଶୁଭ ରଙ୍ଗ

ମେଷ ରାଶି

ଏହି ରାଶିର ଲୋକମାନଙ୍କ ପାଇଁ ଲାଲ ରଙ୍ଗ ଶୁଭ ହୋଇଥାଏ । ଆପଣ ଯେବେ କୌଣସି ନୂଆ କାମ କରିବାକୁ ଯାଉଛନ୍ତି ତାହେଲେ ଏହି ରଙ୍ଗର କପଡା ପିନ୍ଧିଯାଅନ୍ତୁ । ଏମିତି କାଲେ ଆପଣଙ୍କର ସେହି ନୂଆ କାମ ସବୁଲେବେ ଭଲେରେ ଚାଲିବ ।

ବୃଷ ରାଶି

ଏହି ରାଶି ପାଇଁ ସବୁଜ ଏବଂ ନୀଳ ରଙ୍ଗ ଶୁଭ ହୋଇଥାଏ । ଆପଣ ଯେତବେଳେ ପଇସା କମାଇବା ପାଇଁ କିଛି ନୂଆ ବାଟା ଖୋଜୁଛନ୍ତି ତେବେ ଏହି ରଙ୍ଗର କପଡା ପିନ୍ଧନ୍ତୁ । ଏହା ଆପଣଙ୍କର ବନ୍ଦ ଥିବା ଭାଗ୍ୟ ଖୋଲିଦେବ ।

ମିଥୁନ ରାଶି

ଏହି ରାଶିର ଲୋକ ଯେତବେଳେ କୌଣସି ଜବ ପାଇଁ ଇନ୍ଟାରଭିଉ ଦେବାକୁ ଯାଉଛନ୍ତି ସେତବେଳେ ନିଜ ହାତରେ ଗୋଲାପି ରଙ୍ଗର ପଥର ଥିବା ମୁଦିକୁ ନିଜ ହାତରେ ନିହାତି ପିନ୍ଧନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ କାମ ଜଲ୍ଦି ହୋଇଯାଇଥାଏ ।

କର୍କଟ

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଜାମୁ ରଙ୍ଗ ବହୁତ ଶୁଭ ହୋଇଥାଏ । ଏହି ରଙ୍ଗର କପଡା ପିନ୍ଧିଳେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ସିଂହ ରାଶି

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନାରଙ୍ଗି ରଙ୍ଗ ବହୁତ ଭଲ ହୋଇଥାଏ । ସେମାନେ ଯଦି ଏହି ରାଙ୍ଗର କପଡା ପିନ୍ଧିବେ କି ରହୁଥିବା ଘରେ ଏହି ରଙ୍ଗ ଦେବେ ସେମାନଙ୍କ ପାଇ ବହୁତ ଭଲ ହେବ ।

କନ୍ୟା ରାଶି

ଏହି ରାଶି ଲୋକମାନଙ୍କ ପାଇଁ ମେରୁନ ରଙ୍ଗ ଅଧିକ ଶୁଭ ହୋଇଥାଏ । ଏହି ରଙ୍ଗ ଆପଣଙ୍କର ସୁରକ୍ଷା କରିଥାଏ ।

ତୁଳା ରାଶି

ଏହି ରାଶିର ଲୋକମାନଙ୍କ ପାଇଁ ଗୋଲ୍ଡେନ ରଙ୍ଗ ବହୁତ ଲକି ହୋଇଥାଏ । ଯେତବେଳେ ବି ଆପଣ ଧନ ସମ୍ବଧିତ କିଛି କାମ କରିବେ ତାହେଲେ ଏହି ରଙ୍ଗର ବସ୍ତୁ ଆପଣ ନିଜ ପାଖରେ ରଖିବେ ।

ବିଛା ରାଶି

ଏହି ରାଶିର ଲୋକଙ୍କ ପାଇଁ ଧଳା ରଙ୍ଗ ଶୁଭ ହୋଇଥାଏ । ଏହି ରଙ୍ଗ ସବୁ ସମୟରେ ଆପଣଙ୍କ ଭାଗ୍ୟକୁ ଦିଗୁଣ କରିଥାଏ ।

ଧନୁ ରାଶି

ଏହି ରାଶି ଲୋକଙ୍କ ପାଇଁ ଲାଲ ରଙ୍ଗ ବହୁତ ଭଲ ହୋଇଥାଏ । ଏହି ରଙ୍ଗର ପ୍ରଯୋଗରେ ଆପଣଙ୍କର ଅଟକି ଥିବା କାମକୁ ଆପଣ ଶେଷ କରିପାରିବେ ।

ମକର ରାଶି

କଳା ରଙ୍ଗ ଏହି ରାଶିର ଲୋକଙ୍କୁ ସବୁବେଳେ ଖରାପ ନଜରରୁ ରକ୍ଷା କରିଥାଏ ।

କୁମ୍ଭ ରାଶି

ମାଟିଆ ରଙ୍ଗ ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ ଲାଭ ପହଞ୍ଚାଏ । ସବୁ କାମରେ ଆପଣଙ୍କୁ ଜିତାଇ ଥାଏ ।

ମୀନ ରାଶି

ଏହି ରାଶିର ଲୋକଙ୍କ ପାଇଁ ଗ୍ରେ ରଙ୍ଗ ବହୁତ ଶୁଭ ହୋଇଥାଏ । ଏହି ରଙ୍ଗ ଦୁଖଃକୁ ଦୂର କରି ଖୁସି ଆଣିଥାଏ ।

Leave a Reply

Your email address will not be published. Required fields are marked *