ଘର ପାଖରେ ଖେଳୁଥିଲା ୪ ବର୍ଷର ଛୋଟ ଝିଅ କୁ ତେଲାଇ ନେଇ ଗଲା ପଥଲୋଜି ର ପରିଚାଳକ ଏବଂ ତା ପରେ…

କିଛି ଦିନ ପୂର୍ବରୁ ଅପରାଧର ଏକ ଘଟଣା ବିହାରର ପୂର୍ଣୟା ରେ ସାମ୍ନାକୁ ଆସିଛି । ଏହି ଘଟଣାରେ ଦୁଇଜଣ ନାବାଳିକା ଙ୍କୁ ବଳାତ୍କାର କରାଯାଇଛି । ମିଳିଥିବା ଖବର ଅନୁଯାଇ ଘଟଣାର ଜଣେ ଦୋଷିକୁ ଲୋକମାନେ ଧରି ନେଇଛନ୍ତି ଏବଂ ତାକୁ ବହୁତ ମାଡ ମାରିଛନ୍ତି । ତାପରେ ମଧ୍ୟ ତାକୁ ପୋଲିସି ପାଖରେ ଦେଇ ଦେଇଛନ୍ତି । ତେବେ ସମ୍ପୁର୍ଣ୍ଣ ଖବର ଜାଣି ଆପଣ ବିଶ୍ଵାସ କରି ପରିବେନି କି କେହି ଏମିତି ବି କରିପାରେ ।

ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

ମିଳିଥିବା ଖବର ଅନୁସାରେ ,ଏହି ଘଟଣା ସଦର ଥାନା କ୍ଷେତ୍ରର ରାମବାଗ ର ଅଟେ ଯେଉଁଠି ୨୪ ବୟସର ଜଣେ ଲାବ୍ରୋଟୋରି ପରିଚାଳକ ୪ ବର୍ଷର ବାଳିକାକୁ ବଳାତ୍କାର କରିଛି । ଘଟଣା ରୁ ଜଣାପଡିଛି କି ବାଳିକାଟି ନିଜ ଘର ପାଖରେ ଖେଳୁଥିଲା ସେତବେଳେ ସନ୍ଧ୍ୟା ପାଖାପାଖି ୪ଟା ବାଜିଥିଲା ଲବ୍ରୋଟୋରି ପରିଚାଳକ ବାଳିକା କୁ ତେଲାଇ ଲାବ୍ରୋଟୋରି କୁ ନେଇଗଲା ଯେଉଁଠାରେ ସେ ବାଳିକାକୁ ବଳାତ୍କାର କଲା ।

ଘଟଣା ବିଷୟରେ ଆଗକୁ କୁହାଯାଇଛି କି ଯେତବେଳେ ଲୋକମାନେ ବାଳିକାକୁ ଖୋଜିବାକୁ ଲାଗିଲେ ଦେଖିଲେ କି ଲହୁଲୁହାଣ ଅବସ୍ତାରେ କାନ୍ଦୁଅଛି । ଲୋକମାନେ ବାଳିକାକୁ ପଚରା ପଚାରି କରିବାରୁ ବାଳିକା ନିଜ ବାପା ମାଆ ଙ୍କୁ ସବୁ କିଛି କହିଦେଲା । ଯେତବେଳେ ଖବର ପ୍ରକାଶ ପାଇଲା ସେଠାରେ ଲୋକମାନଙ୍କର ଭିଡ ଆରମ୍ଭ ହେଲା ଏବଂ ଲୋକମାନେ ଦୋଷିକୁ ଧରି ବହୁତ ବାଡେଇଲେ । ପରେ ତାକୁ ସଦର ଥାନା ପୋଲିସି କୁ ଦେଇଦେଲେ ।

ସେଇ ଝିଅଟି ତା ବାପା ମା’ଙ୍କ ଆଗରେ ସବୁ କହୁଥୁବା ବେଳେ ତାର ଅବସ୍ତା ବହୁତ ଖରାପ ଥିଲା ତ ତାକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆ ଗଲା, ପରେ ପୁଲିସ ମଧ୍ୟ ତାର ବୟାନ ନେଇ ଦୋଷିକୁ ଜେଲ ନେଇ ଛନ୍ତି ଏବଂ ଏବେ ତା ଉପରେ କେସ ଚାଲିଛି । ଛୋଟ ଝିଅଟି ତାର କୁନି କୁନି କଥାରେ ଥଙ୍ଗେଇ ଥଙ୍ଗେଇ କିଛି କହୁଥାଏ ଯାହା ବୁଝିବା ଏତେ ସହଜ ନଥିଲା, କାହିଁକି ନା ସେ ବହୁତ ଡଋ ଯାଇଥିଲା ଯେ ତା ସହ କଣ ହାଉଛି । ସେ କିଛି ଜାଣି ପାରୁ ନଥିଲା ଖାଲି ତା ମା’ କୁ କହୁଥାଏ କି ମା’ ମତେ କାଟୁଛି । ସେ ଅଙ୍କଲ ବହୁତ ଖରାପ ମତେ ବହୁତ ମାରିଲେ ।

Leave a Reply

Your email address will not be published. Required fields are marked *