ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଏହି କଥା ପ୍ରାୟତଃ ସମସ୍ତେ ଜାଣିଛନ୍ତି । ତେବେ ଗହମ ଆମ ଶରୀର ପାଇଁ ବହୁତ ପୋଶତିକ ଖାଦ୍ଯ ଅଟେ ଏହା ପାଇଁ ପୁରା ଦେଶ ଲୋକେ ଗୋଟେ ଟାଇମ ରୁଟି ନିଶ୍ଚିନ୍ତ ସେବନ କରନ୍ତି । ତେବେ ବର୍ତମାନ ସମୟରେ ସମସ୍ତେ ଗହମ ସହ ଅନ୍ୟ ବହୁତ କିଛି ଜିନିଷ ମିଶାଇ ଛତୁଆ କରି ଖାଇବାକୁ ପସନ୍ଦ କରନ୍ତି ଏହା ବହୁତ ସୁଆଦିଆ ହବା ସହ ପ୍ରୋଟିନ ଯୁକ୍ତ ହୋଇଥାଏ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ କହିବାକୁ ଯାଉଛୁ ଯାହା ଗହମ ସହ ପେଶିଲେ ବା ରଖିଲେ ଆପପଣଙ୍କ ଘର ଉପରେ ମାତା ଲକ୍ଷ୍ମୀଙ୍କ କୃପା ହୋଇଥାଏ ଓ ଆପଣଙ୍କ ଘରେ ଧନ ବର୍ଷା ହୋଇଥାଏ । ଆଜିକା ସମୟରେ ଯାହା ପ୍ପାଖରେ ଧନ ନାହିଁ ତାର କିଛି ସମ୍ମାନ ମଧ୍ୟ ନାହିଁ ।

ଆଜିକା ସମୟରେ ପ୍ରାୟତଃ ଘରେ ପ୍ଯାକେଟ ଅଟା ଖାଇବା ପସନ୍ଦ କରନ୍ତି, ଏମିତିକା କରିବା ଭଲ ନୁହ ଯଦି ଆପପଣଙ୍କ ପାଖରେ କୌଣସି ପ୍ରକାର ସାଧନ ନାହିଁ ତେବେ ଚଳିବ କିନ୍ତୁ ଯଦି ଆପଣ ଗହମ ଅଟା ପେଶୀ ଆଣି ପାରିବେ ତେବେ ଗହମ ନିଜେ ସଫା କରି ପ୍ପେସୀ ଖାଇବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ଧନୀ ହବାର ଉପାୟ ବିଷୟରେ କହିବାକୁ ଯାଉଛୁ ଆପଣ ଯେତେବେଳେ ବି ଅଟା ପେଷିବା ପାଇଁ ଦିଅନ୍ତୁ ସେଥିରେ ୧୧ଟି ତୁଲସୀ ପତ୍ର ସହ ଦୁଇଟି କେସର ପ୍ପାକାୟ ପେଷିବାକୁ ଦିଅନ୍ତୁ, ଏହି କାମ ଆପଣ ସୋମବାର ଦିନ ବା ଶନିବାର ଦିନ କରି ପାରିବେ ।

ତେବେ ମନେ ରଖନ୍ତୁ ଆପନାଙ୍କୁ ଶନିବାର ଦିନ ଗହମରେ ୧୦୦ ଗ୍ରାମ କଳା ବୁଟ ପକାଇ ପେଷିବାକୁ ଦବାକୁ ହବ ଯଦି ତଥାପି ଆପାନଙ୍କ ଜୀବନରେ ପରିବର୍ତନ ରହୁ ନାହିଁ ଓ ଆପପଣଙ୍କ ଆର୍ଥିକ ସମସ୍ଯା ଖରାପ ହୋଇ ଚାଲିଛି ତେବେ ଆପଣଙ୍କୁ ଶନିବାର ଦିନ ସୋରିଷ ତେଲରେ ଚିପୁଡା ହୋଇଥିବା ରୁଟି କଳା କୁକୁରକୁ ଖାଇବାକୁ ଦବାକୁ ହବ । ଦେଖିବେ ଏହି କାର୍ଯ୍ୟ ପରେ ଅପଣାଙ୍କ ଘର ସ୍ଥିତି ବଦଳିବାକୁ ଲାଗିବ ଓ ଆପଣାଙ୍କ ଜୀବନରେ ଧନ ସୁଖ ଅବଶ୍ୟ ଆସିବ ।

୧. ସଂଶୟା ସମୟରେ ଶୋଇବା, ପଢିବା ଓ ଖାଇବା ୩ଟି ଜିନିଷ ନିଷେଧ ଅଟେ, ଆପପଣଙ୍କୁ ନିଜ ଧ୍ୟାନ ନିଜେ ରଖିବାକୁ ହବ ଏହି ଛୋଟ ଛୋଟ କଥା ମାଢି ଆପଣଙ୍କ ଧନ ଓ ଆପଣଙ୍କ ମଝିରେ କାନ୍ଥ ଭଳି ହୋଇଥାଏ ।
୨. ରାତିରେ ଶୋଇବା ବେଳେ ହାତ ଗୋଡ ଧୋଇ ଶୋଇବା ଉଚିତ କିନ୍ତୁ ମନେ ରଖନ୍ତୁ ଓଦା ଗୋଡ ଶୋଇବା ଉଚିତ ନୁହ ।
୩. ଆପଣଙ୍କୁ ଯେବେ ବି ଭୋଜନ କରିବାର ହୁଏ ତେବେ ପୂର୍ବ ନଚେତ ଉତ୍ତର ମୁଖ କରି ଖାଇବା ଉଚିତ ଏହା ଶୁଭ ଦିଗ ଅଟନ୍ତି ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।