ବଲୀଉଡ ହେଉ ଅବା ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ମାନଙ୍କ ବୋଲ୍ଡ ଅନ୍ଦାଜ ଦର୍ଶକ ମାନାଙ୍କୁ ବହୁତ ପସନ୍ଦ ଆସିଥାଏ, ତେବେ ବଲୀଉଡ ବା ଟିଭି ଜଗତ ଏମିତି ଗୋଟେ ଦୁନିଆ ଯେଉଁଠି ସମସ୍ତେ ନିଜ ଇଛା ଅନୁଯାଇ ଡ୍ରେସ ପିନ୍ଧି ଥାନ୍ତି କିନ୍ତୁ ଆଜୀବି କିଛି ଏମିତିକା ଅଭିନେତ୍ରୀ ଅଛନ୍ତି ଯିଏ ଛୋଟ ଡ୍ରେସ ପିନ୍ଧିବା ପସନ୍ଦ କରନ୍ତି ନାହିଁ ତଥାପି ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ଓ ବଡ ବଡ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଟକ୍କର ଦେଇଛନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ଟିଭି ଇଣ୍ଡଷ୍ଟ୍ରି ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଛୋଟ ଡ୍ରେସ ଆଜିକା ସମୟରେ ପିନ୍ଧିବା ପସନ୍ଦ କରନ୍ତି ନାହିଁ ତଥାପି ବହୁତ ଫେମସ ଅଛନ୍ତି ।

୧. ଦିବ୍ୟାଙ୍କା ତ୍ରିପାଠୀ :
ଆପଣ ମାନେ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ବହୁତ ଗୁଡେ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ଦେଖିଥିବେ ତେବେ ସିରିଏଲରେ ହେଉ ବା ନିଜି ଜୀବନରେ ଦିବ୍ୟାଙ୍କା କେବେ ଛୋଟ କପଡା ପିନ୍ଧିବାର ଦେଖା ଯାଇ ନାହାନ୍ତି । ତାଙ୍କର ବହୁତ ସିରିଏଲ ବହୁତ ପ୍ରସିଦ୍ଧ ହୋଇଥିଲା ଯେମିତିକି କସମ ସେ, ମୋହୋବତେ ଏହି ସିରିଏଲରେ ଦିବ୍ୟାଙ୍କା ବହୁ ଭାବରେ ବହୁତ ଭଲ କାମ କରିଥିଲେ ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ ।

୨. ଦୀପିକା କକଡ :
ଆପଣ ମାନେ ଦୀପିକାଙ୍କୁ ଶଶୁରାଲ ସୀମରକା ରେ କାମ କରୁଥିବାର ଦେଖିଥିବେ ତାଙ୍କ ଅଭିନୟ ଓ ସୁନ୍ଦରତା ବହୁତ ଦର୍ଶକ ମାନାଙ୍କ ମନ କିଣିଥିଲା କିନ୍ତୁ ତାଙ୍କ ଡ୍ରେସ ପିନ୍ଧିବା ଷ୍ଟାଇଲ ସମସ୍ତଙ୍କୁ ପସନ୍ଦ ଅଟେ ସେ କେବେ ଛୋଟ କପଡା ପିନ୍ଧିବା ପସନ୍ଦ କରନ୍ତି ନାହିଁ, ସେ ବାହାରେ ମଧ୍ୟ କମ ଡ୍ରେସ ପିନ୍ଧି ଯିବା ପସନ୍ଦ କରନ୍ତିନି ।

୩.ପରିଧି :
ପରିଧିଙ୍କୁ କିଏ ଅବା ଜାଣି ନାହିଁ ପରିଧିଙ୍କ ସିରିଏଲ “ଯୋଦ୍ଧା ଅକବର” ପ୍ପୁରା ଦେଶରେ ପ୍ରଚଳିତ ହୋଇଥିଲା ଏହି ସିରିଏଲକୁ ସବୁ ଭାଷାରେ ପରିଣତ କରା ଯାଇଥିଲା ତାଙ୍କ ଅଭିନୟ ଓ ସୁନ୍ଦରତା ଦେଖି ସମସ୍ତେ ଆଶ୍ଚର୍ଯ୍ୟରେ ଥିଲେ । ତେବେ ଗୋଟେ ଇଣ୍ଟରଭ୍ୟୁରେ ପରିଧି କହିଥିଲେ ତାଙ୍କୁ ଛୋଟ ଡ୍ରେସ ପିନ୍ଧିବା ପ୍ପାସନ୍ଦ ନୁହ । ଏହା ଛଡା ବର୍ତମାନ ପରିଧି ପଟିଆଲା ବେବ ସିରିଏଲରେ କାମ କରୁଛନ୍ତି ଓ ଶେଠୀ ମଧ୍ୟ ସେ ଛୋଟ ଡ୍ରେସ ପିନ୍ଧୁ ନାହାନ୍ତି ।
୪. ଅଲିସା ପନୱର :
ଇସ୍କ ମେ ମର ଜାୱା ସିରିଏଲରେ ଅଲିଶାଙ୍କ ଅଭିନୟ ଆପଣ ମାନେ ଦେଖିବାକୁ ପାଇଥିବେ । ତାଙ୍କ ଅଭିନୟ ଦର୍ଶକ ମାନାଙ୍କୁ ଯେତେ ପସନ୍ଦ ତାଙ୍କ ଡ୍ରେସଇଂ ଷ୍ଟାଇଲ ମଧ୍ୟ ସେତିକି ପସନ୍ଦ ସେ ଛୋଟ ଡ୍ରେସ ପିନ୍ଧିବା ପସନ୍ଦ କରନ୍ତି ନାହିଁ ।
୫.କୃତିକା ସିଙ୍ଗର :
କୃତିକା ସିଙ୍ଗର ଝାନ୍ସିକି ରାନୀ ସିରିଏଲ ଦ୍ଵାରା ନିଜ ଅଭିନୟ ଦୁନିଆ ଆରମ୍ଭ କରିଥିଲେ ଏହା ପରେ ତାଙ୍କୁ କସମ ସିରିଏଲରେ ଦେଖା ଯାଇଥିଲା ଓ ତା ପରେ ପୁନର ବିବାହ ଭଳି ସିରିଏଲରେ ତାଙ୍କ ଅଭିନୟ ଦେଖି ଲୋକ ତାଙ୍କୁ ବହୁତ ଭଲ ପାଇଥିଲେ । ତେବେ ଆପଣଙ୍କୁ ଆମେ କହି ରଖୁଛୁ ଯେ କୃତିକାଙ୍କୁ କମ ବା ଛୋଟ ଡ୍ରେସ ପିନ୍ଧିବା ଜମା ବି ପସନ୍ଦ ନୁହ ।