ମାରିଲେ ତାକୁ ବଞ୍ଚିଯାଏ, ନମାରିଲେ ସେ ମରିଯାଏ ? ଏହା ସହ ଆହୁରି 17Gk Questions & Answers

ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ ।

ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ । ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି । ଆଜି ଆପଣଙ୍କ ପାଇଁ ପ୍ରଶ୍ନ, ପ୍ରଶ୍ନର ଉତ୍ତର ଯଦି ଜଣା ଅଛି କିମ୍ବା  ବୁଝିପାରୁନଥିଲେ । ତେବେ କମେଣ୍ଟରେ କୁହନ୍ତୁ ।

ପ୍ରଶ୍ନ :- ମୁଁ ସବୁଜ, ମୋର ଛୁଆ କଳା । ମୋତେ ଛାଡି, ମୋ ଛୁଆକୁ ଖା ?

ଉତ୍ତର – ଗୁଜୁରାତି

ପ୍ରଶ୍ନ :- ସେଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ ପସନ୍ଦ କରନ୍ତି ନହିଁ ?

ଉତ୍ତର – ମାଡ

ପ୍ରଶ୍ନ :- ଗୋଟେ ନାରୀର ଦୁଇଟି ବାଳକ । ଗୋଟେ ପରେ ଗୋଟେ ଠିଆ ହେଲେ, ଉଚତା ହୁଅଇ ତାଙ୍କ ସମାନ ?

ଉତ୍ତର – ଶଗଡ ଚକ

ପ୍ରଶ୍ନ :- ମାରିଲେ ତାକୁ ବଞ୍ଚିଯାଏ, ନମାରିଲେ ସେ ମରିଯାଏ ?

ଉତ୍ତର – ଛାଇ

ପ୍ରଶ୍ନ :- ମିଳେ ନହିଁ ସେ ବଗିଚାରେ ସେ, ହେଲେ ସେ ଅଧା ଫୁଲ ଅଧା ଫଳ,ସେ କଳା ହେଲେବି ମିଠା ଥରୁଟେ ଖାଇଲେ ଲୋକ ଭୁଲନ୍ତିନୀ ତାକୁ । ସେ କିଏ ?

ଉତ୍ତର – ଗୋଲାପ ଜାମୁ

ପ୍ରଶ୍ନ :- ଶୋଇବା ପାଇଁ ପଲଙ୍କ ନହିଁ, ନା ତାର ଥାଏ ମହଲ, ଗୋଟେ ଟଙ୍କାବୀ ପାଖରେ ନଥାଇ ବୋଲାଏସେ ରାଜା ?କିଏ ସେ ?

ଶେଷରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର କମେଣ୍ଟରେ ଲେଖି ଜଣାନ୍ତୁ ।

ପ୍ରଶ୍ନ :- କାହାକୁ ଦାନ କାଲେ ନିଜର ବୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?

ଉତ୍ତର – ଜ୍ଞାନ କିମ୍ବା ବିଦ୍ୟା

ପ୍ରଶ୍ନ :- ଖାଇଲେ କିଏ ମରେ ?

ଉତ୍ତର – ଭୋକ

ପ୍ରଶ୍ନ :- ପବନ ଖାଇଲେ କିଏ ମରିଯାଇଥାଏ ?

ଉତ୍ତର – ଝାଳ

ପ୍ରଶ୍ନ :- କାହାକୁ ଟାଣିଲେ ଛୋଟ ହୁଏ ?

ଉତ୍ତର – ବିଡି କିମ୍ବା ସିଗାରେଟ

ପ୍ରଶ୍ନ :- ମୁଁ ସବୁଠାରେ ମାତ୍ର କେହି ଧରିପାରନ୍ତି ନାହିଁ ?

ଉତ୍ତର – ପବନ

ପ୍ରଶ୍ନ :- ପଥର ହେଲେବି ସେ ପାଣି, ତାହା କଣ ?

ଉତ୍ତର – ବରଫା ଏବଂ କୂଅ ପଥର

ପ୍ରଶ୍ନ :-କାହାର ଦନ୍ତ ଅଛି କିନ୍ତୁ ସେ କାମୁଡି ପାରେନି ?

ଉତ୍ତର – ପାନିଆ

ପ୍ରଶ୍ନ :-  କାହାର ଆଖି ଅଛି କିନ୍ତୁ ସେ ଦେଖିପାରେ ନାହିଁ ?

ଉତ୍ତର – ନଡିଆ

ପ୍ରଶ୍ନ :- ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ ?

ଉତ୍ତର – ମଥାରେ ସିନ୍ଦୁର ଦେବା

ପ୍ରଶ୍ନ :- କେଉଁ ବହି ଯାହା କେବେ ଛପା ଯାଇନହିଁ ?

ଉତ୍ତର – ଫେସ ବୁକ

ପ୍ରଶ୍ନ :- କେଉଁ ଜାଗାରେ ଜଣେ ଚାହିଲେବି ଘୁଙ୍ଗୁଡି ମାରି ପାରିବ ନହିଁ ?

ଉତ୍ତର – ମହାକାଶରେ

ପ୍ରଶ୍ନ :- ସେ କେଉଁ ଜିନିଷ ଆମେ ନ ଚାହିଁଲେବି ଆସିଥାଏ ?

ଉତ୍ତର – ମୃତ୍ୟୁ

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *