ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ ।
ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ । ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି । ଆଜି ଆପଣଙ୍କ ପାଇଁ ପ୍ରଶ୍ନ, ପ୍ରଶ୍ନର ଉତ୍ତର ଯଦି ଜଣା ଅଛି କିମ୍ବା ବୁଝିପାରୁନଥିଲେ । ତେବେ କମେଣ୍ଟରେ କୁହନ୍ତୁ ।
ପ୍ରଶ୍ନ :- ମୁଁ ସବୁଜ, ମୋର ଛୁଆ କଳା । ମୋତେ ଛାଡି, ମୋ ଛୁଆକୁ ଖା ?
ଉତ୍ତର – ଗୁଜୁରାତି
ପ୍ରଶ୍ନ :- ସେଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ ପସନ୍ଦ କରନ୍ତି ନହିଁ ?
ଉତ୍ତର – ମାଡ
ପ୍ରଶ୍ନ :- ଗୋଟେ ନାରୀର ଦୁଇଟି ବାଳକ । ଗୋଟେ ପରେ ଗୋଟେ ଠିଆ ହେଲେ, ଉଚତା ହୁଅଇ ତାଙ୍କ ସମାନ ?
ଉତ୍ତର – ଶଗଡ ଚକ
ପ୍ରଶ୍ନ :- ମାରିଲେ ତାକୁ ବଞ୍ଚିଯାଏ, ନମାରିଲେ ସେ ମରିଯାଏ ?
ଉତ୍ତର – ଛାଇ
ପ୍ରଶ୍ନ :- ମିଳେ ନହିଁ ସେ ବଗିଚାରେ ସେ, ହେଲେ ସେ ଅଧା ଫୁଲ ଅଧା ଫଳ,ସେ କଳା ହେଲେବି ମିଠା ଥରୁଟେ ଖାଇଲେ ଲୋକ ଭୁଲନ୍ତିନୀ ତାକୁ । ସେ କିଏ ?
ଉତ୍ତର – ଗୋଲାପ ଜାମୁ
ପ୍ରଶ୍ନ :- ଶୋଇବା ପାଇଁ ପଲଙ୍କ ନହିଁ, ନା ତାର ଥାଏ ମହଲ, ଗୋଟେ ଟଙ୍କାବୀ ପାଖରେ ନଥାଇ ବୋଲାଏସେ ରାଜା ?କିଏ ସେ ?
ଶେଷରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର କମେଣ୍ଟରେ ଲେଖି ଜଣାନ୍ତୁ ।
ପ୍ରଶ୍ନ :- କାହାକୁ ଦାନ କାଲେ ନିଜର ବୃଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?
ଉତ୍ତର – ଜ୍ଞାନ କିମ୍ବା ବିଦ୍ୟା
ପ୍ରଶ୍ନ :- ଖାଇଲେ କିଏ ମରେ ?
ଉତ୍ତର – ଭୋକ
ପ୍ରଶ୍ନ :- ପବନ ଖାଇଲେ କିଏ ମରିଯାଇଥାଏ ?
ଉତ୍ତର – ଝାଳ
ପ୍ରଶ୍ନ :- କାହାକୁ ଟାଣିଲେ ଛୋଟ ହୁଏ ?
ଉତ୍ତର – ବିଡି କିମ୍ବା ସିଗାରେଟ
ପ୍ରଶ୍ନ :- ମୁଁ ସବୁଠାରେ ମାତ୍ର କେହି ଧରିପାରନ୍ତି ନାହିଁ ?
ଉତ୍ତର – ପବନ
ପ୍ରଶ୍ନ :- ପଥର ହେଲେବି ସେ ପାଣି, ତାହା କଣ ?
ଉତ୍ତର – ବରଫା ଏବଂ କୂଅ ପଥର
ପ୍ରଶ୍ନ :-କାହାର ଦନ୍ତ ଅଛି କିନ୍ତୁ ସେ କାମୁଡି ପାରେନି ?
ଉତ୍ତର – ପାନିଆ
ପ୍ରଶ୍ନ :- କାହାର ଆଖି ଅଛି କିନ୍ତୁ ସେ ଦେଖିପାରେ ନାହିଁ ?
ଉତ୍ତର – ନଡିଆ
ପ୍ରଶ୍ନ :- ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରନ୍ତି ଏବଂ ନାରୀମାନେ ସବୁଦିନ ?
ଉତ୍ତର – ମଥାରେ ସିନ୍ଦୁର ଦେବା
ପ୍ରଶ୍ନ :- କେଉଁ ବହି ଯାହା କେବେ ଛପା ଯାଇନହିଁ ?
ଉତ୍ତର – ଫେସ ବୁକ
ପ୍ରଶ୍ନ :- କେଉଁ ଜାଗାରେ ଜଣେ ଚାହିଲେବି ଘୁଙ୍ଗୁଡି ମାରି ପାରିବ ନହିଁ ?
ଉତ୍ତର – ମହାକାଶରେ
ପ୍ରଶ୍ନ :- ସେ କେଉଁ ଜିନିଷ ଆମେ ନ ଚାହିଁଲେବି ଆସିଥାଏ ?
ଉତ୍ତର – ମୃତ୍ୟୁ
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।