ବାୟୁ ଛାଡିବା ଖରାପ ଅଭ୍ୟାସ ନା ଭଲ ଅଭ୍ୟାସ, ଜାଣନ୍ତୁ- Acharya Balkrishna

ଆଜି ଆମେ ଆଲୋଚନା କରିବା ପ୍ରତିଦିନ କରୁଥିବା ଏମିତି ଏକ ଜିନିଷ ବିଷୟରେ ଯାହା ସବୁଦିନେ ହୋଇଥାଏ ଆମ ସହିତ, କିନ୍ତୁ ଲାଜରେ ଆମେ କାହା ସହିତ ସେହି କଥା ସେୟାର କରିନଥାଉ । ଏହା ହେଲା ବାୟୁ ଛାଡିବା ମାନେ ପାଡିବା । ଏହି ଶବ୍ଦ ଆପଣଙ୍କୁ ପସନ୍ଦ ଲାଗିନପରେ, କିନ୍ତୁ ହାକୁଡି ଭଳି ବାୟୁ ଯେଉଁ ଭଳି ବାହାରକୁ ବାହାରି ଥାଏ ତାକୁ ସାଧାରଣ ମଣିଷର ଭାଷାକୁ ଛାଡି ଆଉ କଣ କୁହାଯାଏ ଯଦି ଆପଣଙ୍କୁ ଜଣା ଅଛି କମେଣ୍ଟ  କରି କୁହନ୍ତୁ ।

ପାଡିବା ଖରାପ ଅଭ୍ୟାସ କି :-

ଏମିତି ଲୋକ କୁହନ୍ତି । ଛୋଟ ବେଳୁ ଆପଣମାନଙ୍କୁ ଶିଖାଇ ଦିଆଯାଇଚିକି ଏହା ଖରାପ ଅଟେ ଆପଣ ମାନିଯାଇଛନ୍ତିକି ଏହା ଖରାପ ଅଟେ । ଏମିତି ପିଢୀ ପରେ ପିଢୀ ହୋଇଛି । ( ସେଥିପାଇଁ ଆଜି ପର୍ଯ୍ୟନ୍ତ କୌଣସି ମହାପୁରୁଷ ର ଜୀବନରେ ତାଙ୍କ ଗୁରୁତ୍ବପୂର୍ଣ କାମ ଛଡା ତାଙ୍କର ପାଡିବାର କଥା ଶୁଣିବାକୁ ମିଳିନୀ ) । ସେଥିପାଇଁ ଆପଣ ମାନି ନେଇଛନ୍ତିକି ଏହା ଖରାପ ଅଟେ । କିନ୍ତୁ ସତ ପୁରା ଓଲଟା ଅଟେ । ପାଡିବା ଭଲ ସ୍ୱାସ୍ଥ୍ୟର ଲକ୍ଷଣ ଅଟେ । ଏହା ଜଣାଇଥାଏକି ଆପଣ ଅଧିକ ମାତ୍ରାରେ ଫାଇବାର ଖାଉଛନ୍ତି ଓ ଆପଣଙ୍କ ଶରୀରରେ ପାଚକ ବ୍ୟକ୍ଟେରିଆର ସଂଖ୍ୟା ଅଧିକ ରହିଛି ।

ପାଡ କଣ ହୋଇଥାଏ :-

ଏହା ବାୟୁ ହୋଇଥାଏ, ଆପଣ ଖାଉ ଖାଉ ବାହାରି ଯାଏ ବା ଅଲଗା କାରଣରୁ ଫୁସଫୁସ କୁ ନଯାଇ ପେଟକୁ ଚାଲି ଯାଉଛି । ଆପଣ ଖାଉଥିବା ଖାଇବା ଯେବେ ପଚନ ହୋଇ ଅନ୍ତରେ ପହଞ୍ଚିଥାଏ, ତ ସେଥିରେ ବ୍ୟାକ୍ଟେରିଆ କାମକରିବାରେ ଲାଗିଥାନ୍ତି । ଏହି ବ୍ୟକ୍ଟେରିଆ ହାନିକରକ ହୋଇନଥାନ୍ତି, ସେ ଷ୍ଟାର୍ଚ ଓ ସକ୍କରକୁ ପଚନ କରିଥାନ୍ତି ଯାହା ଆମ ଶରୀର ସହଜରେ ପଚନ କରିପାରେ ନାହିଁ । ଏହି ସମୟରେବୀ ଗ୍ୟାସ ବାହାରିଥାଏ । ସାଧାରଣତଃ ଏହି ପ୍ରକ୍ରିୟାରେ ଦୁଇରୁ ଛଅ କପ ପର୍ଯ୍ୟନ୍ତ ବାୟୁ ତିଆରି  ହୋଇଥାଏ । ଏବେ ଗ୍ୟାସ ଶରୀର ଭିତରକୁ ଜୀବ ଓ ପୁଣି ତିଆରି ହେବ ଓ ବାହାରକୁ ଆସେ ।

ବିନା ଗନ୍ଧ ବାଲା ପାଡ:-

କେବେ କେବେ ଶରୀର କେବଳ ସେଇ ବାୟୁ ନିଷ୍କାସିତ କରିଥାଏ, ଯାହା ଖାଉ ଖାଉ ଶରୀରରେ ଚାଲିଯାଇଥାଏ । ତ ସେଥିରେ ହାଇଡ୍ରୋଜେନ ସଲଫାଇଡ ନଥାଏ । ସେଥିପାଇଁ ଏହିଭଳି ପାଡରେ ଗନ୍ଧ ନଥାଏ । ଏହା ହାକୁଡି ଭଳି ହୋଇଥାଏ, ଖାଲି ଶରୀରର ଆରପାଖରେ ବାହାରି ଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *