ବିନା ପଇସା ଖର୍ଚ କରି ଘରେ ବସି କମେଇ ପାରିବେ ପୁଳା ପୁଳା ଟଙ୍କା, ଆସନ୍ତୁ ଜାଣିବା କଣ ରହିଛି ଉପାୟ ।

ଯେତେ ବେଳେ କୈଣସି ଲୋକ ଚାକିରୀ କରିଥାଏ ତେବେ ତା ସହିତ ସବୁ କିଛି ସଠିକ୍ ଚାଲିଥାଏ । ଏହା ଆପଣ ବି ଜାଣିଛନ୍ତି । କିନ୍ତୁ ଏହା ସହିତ ହଠାତ୍ ମାତ୍ରେ କୈଣସି କାରଣ ହେତୁ ତାଙ୍କୁ ଚାକିରୀ ଛାଡିବା ପାଇଁ ପଡିବା ବା ଚାକିରୀ ରୁ ବାହାର କରି ଦିଆଯାଏ ତ ଆପଣ କଣ କରିବେ କେବେ ଭାବିଛନ୍ତି କି । କେବେ ଆପଣ ଏହି ବିଷୟ ରେ ଭାବିଛନ୍ତି କି । ନାହିଁ । ବାସ ସେହିଥି ପାଇଁ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ଆପଣ ଘରେ ବସି ବସି କିପରି ଭାବେ ବହୁତ ପଇସା କମେଇ ପାରିବେ । ତେବେ ଆସନ୍ତୁ ଜଣିବା ।

ଯେପରି କି ଆପଣ ମାନେ ଜାଣିଛନ୍ତି କି ଆଜିକା କ୍ଷେତ୍ରରେ ଟଙ୍କା ଯାହା ପାଖରେ ନାହିଁ ସେ ଏହି ଦୁନିଆଁ ରେ କିଛି ଦିନ ବି ତିଷ୍ଟି ପାରିବା ବହୁତ କଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା କି କିପରି ଭାବେ ଆମେ ଘରେ ବସି ବସି ପଇସା କମେଇ ପାରିବା ।

ପ୍ରଥମେ ଆସୁଛି ଇୟୁଟ୍ୟୁବ । ଆପଣ ମାନେ ଚାହାଁଲେ ଇୟୁଟ୍ୟୁବ ମାଧ୍ୟମ ରେ ଘରେ ବସି ବସି ବହୁତ ପଇସା କମେଇ ପାରିବେ । ଆଜି କାଲି ର ସମୟ ରେ ଯେକୈଣସି ବି ବ୍ୟକ୍ତି ଇୟୁଟ୍ୟୁବ ଚଲାଇ ବାରେ ଲାଗିଛନ୍ତି । ଆପଣଙ୍କୁ ବାସ ଇୟୁଟ୍ୟୁବ ସହିତ ମିଶି ପାର୍ଟନର ହେବା ପାଇଁ ପଡିବ । ଓ ତାହା ସହିତ ଆପଣ କିଛି ବିଷୟ ବସ୍ତୁ ଉପରେ ନୁଆ ନୁଆ ଭିଡିଓ ତିଆରି କରି ଆପଲୋଡ କରି ବହୁତ ବହୁତ ପଇସା କମାଇ ପାରିବେ । କିନ୍ତୁ ଇୟୁଟ୍ୟୁବ ର କିଛି କଣ୍ଡିସନ ବି ଆପଣଙ୍କୁ ମାନିବା ପାଇଁ ପଡିବ ।

ଅନଲାଇନ ରେ କାମ କରି । ଆପଣ ଚାହିଁଲେ ଅନଲାଇନ ରେ ଏପରି ବହୁତ କାମ ରହିଛି ଯେଉଁମାନେ କି ତାଙ୍କର କାମ ଅନୁସାରେ ଆପଣଙ୍କୁ ବହୁତ ପଇସା ଦେଇଥାନ୍ତି । ଯେପରି ବହି ଲେଖିବା , ଓ ଟାଇପ କରିବା ପରି ବହୁତ କାମ ରହିଛି ଯେଉଁଥିରେ ଆପଣ ପଇସା କମେଇ ପାରିବେ ।

ତୃତୀୟ ରେ ରହିଛି ବ୍ଲଗିଂ କରିବା । ଆପଣ ଅନଲାଇନ ରେ ଗୋଟିଏ ୱେବସାଇଟ କିଣି ନିଜ ଅନୁସାରେ ବହୁତ ପ୍ରକାରର ଖବର ଦେଇ ପଇସା ଘରକୁ ଆଣି ପାରିବେ ।

Leave a Reply

Your email address will not be published. Required fields are marked *