ବ୍ୟକ୍ତିର ଭଲ ସମୟ ଆସିବା ପୂର୍ବରୁ ମା’ ଲକ୍ଷ୍ମୀ ଦେଇଥାନ୍ତି ଏଭଳି ୭ ଟି ସଙ୍କେତ – ଏବେ ହିଁ ଜାଣି ରଖନ୍ତୁ

ଭଗବାନଙ୍କ ଦ୍ୱାରା ବନା ହୋଇଥିବା ଏହି ପ୍ରକୃତିରେ କିଛି ଅଛି, ଓ ସେଥିରେ ଆମର ଭଲ ସମୟ ଓ ଖରାପ ସମୟ ବି ରହିଥାଏ । ଯେବେ ବ୍ୟକ୍ତିର ଭଲ ସମୟ ଆରମ୍ଭ ହୋଇଯାଏ , ତେବେ ଭଗବାନ ତାକୁ କିଛି ଭଲ ସଙ୍କେତ ଦେଇଥାନ୍ତି , ଏବଂ ଖରାପ ସମୟରେ ମଧ୍ୟ କିଛି ସଂକେତ ମିଳିଥାଏ, ଆଜି ଆମେ ଆପଣଙ୍କୁ ଆପଣଙ୍କ ଭାଲ ସମୟ ଆସିବା ଆଗରୁ ମିଳୁଥିବା ସଂକେତ ବିଷୟରେ କିଛି କହିବୁ-

Image Courtesy: Google

1 – ଯଦି ଅନାବଶ୍ୟକ ରୁପେ ଖର୍ଚ୍ଚ ବଢିଚାଲିଛି ଓ ଅଚାନକ ଆପଣଙ୍କ ଖର୍ଚ୍ଚ ହେବା କମିଯାଏ , ଆପଣଙ୍କ ବ୍ୟାଙ୍କରେ ଧନ ସଂଞ୍ଚୟ ହେବାରେ ସଫଳତା ମିଳେ, ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଶୁଭ ସମୟ ଆରମ୍ଭ ହୋଇଯାଇଛି ।

2 –  ଯେବେ ଆପଣ ସକାଳୁ ଉଠି ଦର୍ପଣ କୁ ଦେଖିବେ ସେତେବେଳେ କିଛି ପରିବର୍ତ୍ତନ ଦେଖାଦେବ , ଆପଣ ଜାଣିପାରିବେ କି ଆପଣଙ୍କ ଭଲ ସମୟ ଆରମ୍ଭ ହେବାର ଅଛି ।

3 – ପଶୁ ପକ୍ଷୀ ଦ୍ୱାରା ଆମକୁ ଶୁଭ ସଙ୍କେତ ପ୍ରାପ୍ତି ହୋଇଥାଏ , ଯେପରି ମାଙ୍କଡ ଯଦି ଆମ୍ବର ଟାକୁଆ ଛାତରେ ପକାଇଦିଏ କିମ୍ବା ବିଲେଇ ତାର ଛୁଆକୁ ଜନ୍ମ ଦିଏ କିମ୍ବା ପକ୍ଷୀ କେଉଁ ରୁପା ଜିନିଷଟି ଆପଣଙ୍କ ଛାତରେ ଛାଡିଦିଏ , ତେବେ ଏହା ବହୁତ ହିଁ ଭଲ ସମୟ ହୋଇଥାଏ , ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧିପାଏ ।

Image Courtesy: Google

4 –  ଯଦି ଅଚାନକ ସକାଳ ସମୟରେ ନିଜ ସଂମ୍ପର୍କୀୟଙ୍କ ସହ କିମ୍ବା ଯାହାଠାରୁ ପଇସା ଆଣିବାକୁ ଯାଉଛନ୍ତି , ତେବେ ବୁଝିଯାଆନ୍ତୁ କି ଆପଣଙ୍କ ଶୁଭ ସମୟ ଆସିଯିବାର ଅଛି ।

5 –  ଯେବେ ଆପଣ ସକାଳୁ ଘରୁ ବାହାରନ୍ତି , ଆପଣ ସାମନାରେ ପାଣି କିମ୍ବା କ୍ଷିର ଭରା ବାସନ ନେଇକରି ଯିବେ , ତେବେ ଏହା ବହୁତ ଶୁଭ ଫଳ ଦେଇଥାଏ ।

Image Courtesy: Google

6- ପ୍ରାତଃ କାଳରେ କେଉଁ ବାଳକ ହସୁଥିବା ଚେହେରା ନେଇ ପାଖକୁ ଆସେ ତେବେ ବୁଝିଯାଆନ୍ତୁ କି ସେହି ଦିନ ଆପଣଙ୍କୁ ସଫଳତା ଆଣିଦେବ ।

7-  ଶରୀରର ଡାହାଣ ଅଙ୍ଗ ଯଦି ଥରି ଉଠେ ତେବେ ଏହା ଶୁଭ ବୋଲି ମାନିଥାନ୍ତି , ଡାହାଣ ଗାଲ, ବାହୁ, ହାତ ଥରି ଉଠିବା ବ୍ୟକ୍ତିର ସୁଖ ସମୃଦ୍ଧି ଆଡକୁ ଇଶାରା ଦେଇଥାଏ , ଯେଉଁଥିରେ ଆସୁଥିବା ସମୟରେ ଭଲ ଫଳ ପ୍ରାପ୍ତି ହେବ । ତେବେ ଯଦି ଆପଣଙ୍କୁ ବି ମିଳୁଛି ଏହିଭଳି କିଛି ସଂକେତ ତେବେ ବୁଝି ଯାଆନ୍ତୁ ଆପଣଙ୍କ ସମୟ ଭଲ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *