ଘିଅ ଦୀପରେ ଗୋଲ ମରୀଚ ପକାଇ ଜଳାନ୍ତୁ ଓ ତା ପରେ ଦେଖନ୍ତୁ ଚମତ୍କାର

ଆମ ଭାରତ ସନାତନ ଧର୍ମରେ ଲେଖା ହୋଇଥିବା ଶାସ୍ତ୍ରକୁ ମାନ୍ୟତା ଦେଇଥାଏ । ତେବେ ଶାସ୍ତ୍ର ଅନୁଯାଇ ମଣିଷ ଜୀବନରେ ସେତେବେଳେ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ ଯେତେ ବେଳେ ତାଙ୍କ ଗ୍ରହ ନକ୍ଷତ୍ର କେବେ ସଠିକରେ ନଥାନ୍ତି ବା ଶନି ଆଉ ସୂର୍ଯ୍ୟ ସଠିକ ସ୍ଥାନରେ ବାସ କରନ୍ତି ନାହିଁ । ତେବେ କଣ ଆପଣ ଜାଣିଛନ୍ତି ଯେ ଅଗ୍ନି ଆମ ଜୀବନରେ ଆସୁଥିବା ସବୁ ନକାରାତ୍ମକ ପ୍ରଭାବକୁ ସମାପ୍ତ କରିଥାଏ ।

ଆଉ ଅଗ୍ନି କେମିତି ଏହା କରିଥାଏ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖିବେ ସୂର୍ଯ୍ୟ ଦେବ ଏକମାତ୍ର ସାକ୍ଷାତ ଦେବତା ଅଟନ୍ତି ଯାହାକୁ ଆମେ ଦର୍ଶନ କରି ପାରିଥାଉ ସେଥିପାଇଁ ସୂର୍ଯ୍ୟ ଦେବଙ୍କୁ ସବୁଦିନ ଜଳ ଅର୍ପଣ କରିବା ଶୁଭ ହୋଇଥାଏ ।

ଶାସ୍ତ୍ରରେ ଗୋଟେ କାହାଣୀ ଅଛି ମହାନ ରିଷି ଯଜ୍ଞ କରୁଥିଲେ ଆଉ ଆହୁତି ପରେ ଅଗ୍ନି ଦେବଙ୍କୁ ଆବାହନ କରିଥିଲେ ଯାହା ପରେ ଅଗ୍ନି ଦେବ ପ୍ରକଟ ହୋଇ ଋଷିଙ୍କ ଅନୁରୋଧ ସ୍ଵୀକାର କରିଥିଲେ । ତେବେ ନିଜ ମନ ଇଛା ପୂର୍ଣ ହେଲା ପରେ ରିଷି ଭଗବାନ ଅଗ୍ନି ଦେବଙ୍କୁ ପଚାରିଲେ ଭଗବାନ ସତ ଯୁଗରେ ଆପଣ ନିଜେ ପ୍ରକଟ ହୋଇ ଆମ ସବୁ ଦୁଃଖ ନିବାରଣ କରୁଛନ୍ତି ତେବେ କଳିଯୁଗରେ ଆପଣ ପ୍ରକଟ ହୋଇ ପାରିବେ ନାହିଁ ତେବେ ମଣିଷ କଲ୍ୟାଣ ବଞ୍ଚିତ ରହି ଜୀବ କି ?

ତେବେ ଏହି କଥା ସୂନୀ ଅଗ୍ନି ଦେବଙ୍କ ଦୁଇ ସ୍ତ୍ରୀ ପ୍ରକଟ ହୋଇ କହିଲେ ନା ଋଷିବର କଳିଯୁଗରେ ଦୀପ ଦ୍ଵାରା ବି ଲୋକ ଆମ ଆଶୀର୍ବାଦ ପାଇବେ କେବଳ କିଛି ଉପାୟ ଦ୍ଵାରା ସେ ଇଜ ଜୀବନ ସବୁ ସମସ୍ୟାରୁ ମୁକ୍ତି ପାଇବେ । ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଆସିଥିବା ବଡ ରୁ ବଡ ସମସ୍ୟା ଦୂର ହୋଇଯିବ ।

୧. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଯେଉଁ ଘରେ ମଣିଷ ମନ ଶାନ୍ତି ପାଇ ନଥାଏ ବା ତାକୁ ଏହା ଅନୁଭବ ହୋଇଥାଏ ଯେ କଳା ଜାଦୁ ହୋଇଛି । ସେହି ଘର ଲୋକଙ୍କ ମନ ମସି ନଥାଏ ଆଉ ସବୁ କଥାରେ ଅଶାନ୍ତି ହୋଇଥାଏ ତେବେ କଳା ଜାଦୁ ନଷ୍ଟ କରିବା ପାଇଁ ଆଉ ଘରେ ସକାରାତ୍ମକ ଊର୍ଜା ଆଣିବା ପାଇଁ ଆପଣଙ୍କୁ ଭଗବାନ ପାଖରେ ଗାଈ ଘିଅ ଦୀପ ଲଗାଇବା ଉଚିତ ଆଉ ସେଥିରେ କିଛି ଗୋଲ ମରୀଚ ପକାଇ ପୋଡିଦବା ଉଚିତ ହୋଇଥାଏ ।

୨. ଯଦି ଆପଣଙ୍କୁ ଏହା ଅନୁଭବ ହେଉଛି ଯେ ଶନିଙ୍କ ପ୍ରଭାବ ଆପଣଙ୍କ ଉପରେ ରହୁଛି ତେବେ ଆପଣଙ୍କୁ ଶନି ମନ୍ଦିର ଯିବା ଉଚିତ ଏହା ଛଡା ନିଜ ଘରେ ଘିଅ ଦୀପ ଲଗାଇ ସେଥିରେ କିଛି କର୍ପୁର ଆଉ ଗୁଜୁରାତି ପକାଇ ପୋଡି ଦିଅନ୍ତୁ ଆଉ ଘର ସାରା ବୁଲେଇ ଆଣନ୍ତୁ ଯାହା ଦ୍ଵାରା ତା ସୁଗନ୍ଧ ପୁରା ଘରେ ମାଡି ଯାଉ ଆଉ ନକରାତ୍ମକ ଊର୍ଜା ଘରୁ ବାହାରି ଯାଉ ।

୩. ଯଦି ଆପଣଙ୍କୁ ଏହା ଲାଗୁଛି ଯେ ଆପଣଙ୍କ ଘର ଉପରେ ଖରାପ ନଜର କାହାର ପଡିଛି ତେବେ ଆପଣଙ୍କୁ ଘିଅ ଦୀପରେ କଳା ଜୀରା ପକାଇ ଭଗବାନଙ୍କ ପୂଜା କରିବା ଆବଶ୍ୟକ ଶୁଭ ଫଳ ମିଳିବ ଆଉ ନଜର ଦୋଷ କଟିଯିବ ।

Leave a Reply

Your email address will not be published. Required fields are marked *