ଗୋଟେ ଝିଅ ଶୌଚାଳୟରୁ ଶେୟାର କଲା ଏମିତି କିଛି ଫୋଟୋ, ଯାହା ସାରା ଦେଶରେ କରିଦେଲା ଚହଳ

ଆମେରିକାର ନ୍ୟୁୟର୍କ ସ୍ତିତ ଏକ ପବରେ ହିନ୍ଦୁ ଦେବୀ ଦେବତାଙ୍କ ଅପମାନର ଖବର ଆସୁଛି ! ହାଉସ ଅଫ ଏସ ପବର ଥିବା ଭିଆଇପି ଶୌଚାଳୟରେ ଦେବୀ ଦେବତାଙ୍କ ଫୋଟୋ ଲଗାଇକି ହିନ୍ଦୁ ଧର୍ମର ମଜାକ ଉଡା ଯାଇଛି ! ଭାରତୀୟ ମହିଳା ଅଙ୍କିତା ମିଶ୍ର ପବରେ ଯେତେବେଳେ ଏହିଭଳି ଅପ୍ପତିଜନକ କରୁ କାର୍ଯ୍ୟ ଦେଖିଲେ, ସେ ଏକ୍ସନ ନେଇ ପବକୁ ଏକ ଇମେଲ ଦେଲେ ! ମେଲ ର ଜବାବ ଆସିଲା ଆଉ ପବ ଵାଲା କ୍ଷମା ମାଗିଲେ ! ଏହା ସହ ଦେବୀ ଦେବତାଙ୍କ ଫୋଟୋ କାଢ଼ିବାକୁ କଥା ଦେଇଥିଲେ !

ବିଭିନ୍ନ ମିଡ଼ିଆ ରିପୋର୍ଟ ଅନୁସାରେ ପବ କାନ୍ଥରେ ଭଗବାନ ଗଣେଶ, ସରସ୍ବତୀ, କାଳୀ, ଏବଂ ଶିବଙ୍କ ଫୋଟୋ ଲାଗିଥିଲା ! ଦେବୀ ଦେବତାଙ୍କ ଫୋଟୋ ଦେଖିବାପରେ ଏହି ମହିଳା ଜଣଙ୍କ ଇମେଲ ଜରିଆରେ ପବ ସହ ନିଜ ଆପତ୍ତି ଅଭିଯୋଗ କରିଥିଲେ ! ମହିଳାଙ୍କ ଇମେଲ ମିଳିବ ପରେ ପବ ରେ ହଂଗାମା ହୋଇଗଲା ! ପବ ପ୍ରଶାସନ ନିଜ ଭୁଲ ସ୍ୱୀକାର କରି ନିଜ ବୟାନ ରଖିଥିଲେ ଆଉ କହିଥିଲେ ଭାରତୀୟ ସଂସ୍କୃତିକୁ ବୁଝିବାରେ ଭୁଲ ହୋଇଯାଇଛି !

ପବ ଜଲ୍ଦିହିଁ ଦେବୀ ଦେବତାଙ୍କ ଫୋଟୋ କାନ୍ଥରୁ ହାତେଇବାକୁ କଥା ଦେଇଛନ୍ତି ! ମିଡ଼ିଆ ରିପୋର୍ଟ ଅନୁସାରେ ଆମେରିକାରେ ଅହିୟା ରହୁଥିବା ଅଙ୍କିତା ଯେବେ ନ୍ୟୁୟର୍କ ସ୍ତିତ “ହଉସ ଅଫ ୟସ ” ପଛରେ ହୋଇଥିବା ପବ ପ୍ରାଇଭେଟ ଏବଂ ଅଲିଶାନ ଶୌଚାଳୟ ଗଲେ, ତାପରେ ସେ ଦେବୀ ଦେବତାଙ୍କ ଫୋଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ! ପ୍ରଥମେ ତ ତାଙ୍କୁ ଲାଗିଥିଲା ଏହା ଶୌଚାଳୟ ନୁହେ କାରଣ ସେଠି ଭଗବାନ ଶିବ, ଗଣେଶ, ମାଆ ସରସ୍ବତୀ, ମା କାଳୀ, ଚିତ୍ର ହୋଇଥିଲା ! ଏତିକି ନୁହେ ଟଏଲେଟ ପେପେରରେ ଶିବଙ୍କ ଚିତ୍ର ପେଣ୍ଟିଙ୍ଗ ହୋଇଥିଲା !

ଅଙ୍କିତା କହିଲେ ଏହା ସବୁ ତାଙ୍କୁ ବହୁତ ଦୁଖାଦେଲା ! ସେ ପବ କୁ ଇମେଲ ଲେଖିକି ଏହାକୁ ତୀବ୍ର ନିନ୍ଦା କରିଥିଲେ ! ଅଙ୍କିତା କହିଲେ କି ଯେତେବେଳେ ସେ ଟଏଲେଟ ପହଁଚିଲେ ତାପରେ ଚାରିଆଡେ କାନ୍ଥରେ ହିନ୍ଦୁ ଦେବା ଦେବୀ ଦେବତାଙ୍କ ଚିତ୍ର ଅଂକାହୋଇଥିଲା ଯାହା ବହୁତ ଦୁଃଖ ଦେଇଥିଲା ! ଅଙ୍କିତା କହିଥିଲେ ଏହା କୌଣସି ମନ୍ଦିର ନୁହେ ! ଏଠାରେ ମଣିଷ ଜୋତା ପିଂଧିକି ଆସନ୍ତି ଆଉ ପରିସ୍ରା କରନ୍ତି !

Leave a Reply

Your email address will not be published. Required fields are marked *