ଜେଲ୍ ରେ କାଳିଆ ଭଜନ ବୋଲୁଛି Gopal, ତା’ର ଗୀତ ଶୁଣି ସ୍ତବ୍ଧ ହେଇ ଯାଉଛନ୍ତି ଜେଲର ମାନେ… ଦେଖନ୍ତୁ Video

ବନ୍ଧୁଗଣ ନବ ଦାସ ହ-ତ୍ୟା-କା-ଣ୍ଡର ମୁଖ୍ୟ ଅ-ଭି-ଯୁ-କ୍ତ ଗୋପାଳ ଦାସ ଏବେ ଜେଲ ରେ ଅଛି । ନାର୍କୋ ଟେଷ୍ଟ ପରେ ଗୋପାଳକୁ ଗୁଜୁରାଟରୁ ସିଧା ଝାରସୁଗୁଡା ଅଣା ଯାଇଥିଲା । ସେଠାରେ ତାର ବୟାନ ରେକର୍ଡ କରା ଯାଇ ସିଧା ଚୋଦ୍ଵାର ଜେଲ ପଠା ଯାଇଥିଲା । ଜେଲ ଭିତରେ ଥାଇ ଗୋପାଳ କୁଆଡେ ଭଜନ ବୋଲୁଛି । କେତେବେଳେ ଆହେ ନୀଳ ଶୈଳ ବୋଲୁଛି ତ କେତେବେଳେ ଏ ଜୀବନ ଯୌ-ବ-ନ ସବୁ ପରା ତୁମ ଦାନ ବୋଲୁଛି ।

ତେବେ ଗୋପାଳ ମୁହଁରୁ ଭଜନ ଶୁଣି ସ୍ତବ୍ଦ ହୋଇ ରହି ଯାଉଛନ୍ତି ସେଠାରେ ନିଯୋଜିତ ଥିବା ଜେଲର ୱାର୍ଡର ମାନେ । ଆଉ ଗୋପାଳଙ୍କର ଭକ୍ତି ଭାବ ଦେଖି ସେମାନଙ୍କର ମନ ବି ତରଳି ଉଠୁଛି । ଚୋଦ୍ଵାର ମଣ୍ଡଳ କାରାଗାରରେ ଗୋପାଳ ତାର ସେହି ପୁରୁଣା ଅଭ୍ୟାସକୁ ଜାରି ରଖିଛି ଅର୍ଥାତ ଇଶ୍ଵର ଭକ୍ତି ।

ଯେତେବେଳେ ଝାରସୁଗୁଡାରେ ଗୋପାଳ ଥିଲା ସେତେବେଳେ ତାକୁ ଜାଣି ଥିବା ଚିହ୍ନି ଥିବା ସମସ୍ତ ଲୋକ କୁହନ୍ତି ଗୋପାଳ ଜଣେ ଇଶ୍ଵର ଭକ୍ତି ଭାବ ଲୋକ ଥିଲା । ସେ ପ୍ରତି ଦିନ ଜଗନ୍ନାଥ ମନ୍ଦିର କୁ ଯାଇ ଆଉ ମୁଣ୍ଡିଆ ମାରୁଥିଲା । ଏଭଳି କି ଗାନ୍ଧୀ ନଗର ଫାଣ୍ଡିରେ ଯେତେବେଳେ ପୂଜକ ଆସି ପୂଜା କରୁଥିଲେ ସେତେବେଳେ ଗୋପାଳ ହାତ ଯୋଡି ଛିଡା ହୋଇ ରହୁଥିଲେ । ଆଉ ସବୁବେଳେ ଇଶ୍ଵରଙ୍କୁ ପ୍ରାର୍ଥନା କରୁଥିଲେ ।

ବଡ ଖୁସି ମିଞ୍ଜାସିଆ ଆଉ ହସକୁରା ଲୋକ ଥିଲେ ଗୋପାଳ ଦାସ । କେବଳ ସେତିକି ନୁହେଁ ଯିଏ ବି ଆସୁଥିଲେ ତାଙ୍କ ତାଙ୍କୁ ଚାହା ପାଣି ପଚାରିବା ସହ ସହ କଥା ବାର୍ତ୍ତା ମଧ୍ୟ ହେଉ ଥିଲେ ଗୋପାଳ । ଗୋପାଳ ନିଜ ମନ ଖୁସି କରିବା ପାଇଁ ଭଜନ ଗାଈ ଇଶ୍ଵର ଙ୍କୁ ଧ୍ୟାନ କରୁଛନ୍ତି । ଜୀବନରେ ଅଛି ଅନେକ ସାରା ଝଡ ଝଞ୍ଜା ଜୀବନରେ ଅଛି ଅନେକ ସାରା କଷ୍ଟ ।

ଆଉ ସେହି ଭାବ ସାଗର ରୁ ପାରି କରିବେ ଏକମାତ୍ର ଶ୍ରୀ କୃଷ୍ଣ ସେହି ଭଗବାନ । ଆଉ ଯାହାଙ୍କ ଶରଣାପନ୍ନ ଏବେ ଗୋପାଳ । ତାର ଭଜନ ତାର ଜଣାଣ ମାଧ୍ୟମ ରେ ସେ ଜଗନ୍ନାଥ ଙ୍କୁ ଭଜୁଛି । ଆଉ ତାହା ସହ କଏଦୀ ମାନେ ମଧ୍ୟ ତାର ଭଜନ ଶୁଣୁଥିବା ଶୁଣିବାକୁ ମିଳୁଛି । ଯଦିଓ ଅତି ଜୋର ରେ ନୁହେଁ ମନରେ ଗୁଣୁଗୁଣୁ କରି ଭଜନ ଗାଉଛି ଗୋପାଳ । ଆଉ ଭଜନ ମାଧ୍ୟମରେ ଡାକୁଛି ଜଗତର ନାଥ ଜଗନ୍ନାଥଙ୍କୁ ।

କେବେ ଦୁଖର ଭଜନ ତ ଆଉ କେବେ ଖୁଶିର ଭଜନ । କେବେ ନିଜକୁ ଅଭାଗା କହୁଛି ତ କେବେ ସବୁଠାରୁ ବଡ ଭକ୍ତ କହୁଛି ଆଉ କେବେ କହୁଛି ତୁମ ବିନା ମୋର ଅସ୍ତିତ୍ଵ ହିଁ ନାହି । ତାର ଭଜନାରେ ଲୁଚି ରହିଛି ଭାବନା ଆଉ ଯାହାକୁ ପରିପ୍ରକାଶ କରୁଛି ଗୋପାଳ । ଆଉ ତା ସହ ଗାଉଛି ଚକାଡୋଳା ଙ୍କ ଭଜନ । ଯାହା ଶୁଣିବା ପରେ ସେଲ ପାଖରେ ଥିବା କର୍ମଚାରୀ ଅଟକି ଯାଉଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *