ଗୋଟେ ବର୍ଷରେ ହିଁ ତିନୋଟି ଛୁଆର ମା ହେଲେ Bollywoodର ଏହି ସୁନ୍ଦରୀ ଅଭିନେତ୍ରୀ

ମୀରା ରାଜପୁତଙ୍କୁ ପ୍ରାୟ ବହୁତ ଖବର ଆସିଥାଏ । ସେ ୨୦ ବର୍ଷରେ ଦୁଇଟି ଛୁଆଙ୍କ ମା ବନିଥିଲେ, ଏହାକୁ ନେଇ କଥା ଉଠିଥିଲା ମୀରା ରାଜପୁତ ନିଜ କ୍ୟାରିଅର ଉପରେ କାହିଁକି ଧ୍ୟାନ ଦେଉ ନାହାନ୍ତି । ବଡ ସେଲିବ୍ରେଟିର ପତ୍ନୀ ହେବାପରେ ସମସ୍ତେ ଆଗକୁ ଆସିବା ପାଇଁ ଚାହାନ୍ତି ଓ ନିଜ ଭବିଷ୍ୟତକୁ ଆଗକୁ ବଢାଇବା ପାଇଁ ଚାହିଁ ଥାନ୍ତି ।

କିନ୍ତୁ ମୀରା ତାଙ୍କ କ୍ୟାରିଅରରୁ ବେସୀ ଧ୍ୟାନ ଦେଉଛନ୍ତି ଘର ପରିବାର ଉପରେ ସେଥିପାଇଁ ଲଗାତର ତାଙ୍କ ଉପରେ ବହୁତ ପ୍ରଶ୍ନ ଉଠୁଥିଲା । ଆଜି ଆମେ କହିବୁ ଏମିତି ଅଭିନେତ୍ରୀଙ୍କ ବିଷୟରେ ଯିଏ ଗୋଟେ ବର୍ଷରେ ତିନୋଟି ଛୁଆର ମା ହୋଇଛନ୍ତି ।

ଏଥିରେ ବ୍ୟସ୍ତ ହେବାର କିଛି ନହିଁ କାରଣ ସେ ଗୋଟେ ଛୁଆକୁ ଆଡ଼ୋପ୍ଟ କରିଛନ୍ତି ଓ ଦୁଇଟି ଛୁଆ ସେରୋଗେସୀରେ କରିଛନ୍ତି । ଏହି ଅଭିନେତ୍ରୀ ହେଉଛନ୍ତି ସାନି ଲିଓନ । ସେ ୨୦୧୮ରେ ଜୁନରେ ସୂଚନା ଦେଇଥିଲେ ଓ ଇଂଷ୍ଟାରେ ଗୋଟେ ପରିବାରରେ ଫୋଟ ସେୟାର କରିଥିଲେ । ସେଇ ପୋଷ୍ଟରେ ଲେଖିଥିଲେ ପତି ଡେନିଏଲ ୱେବର, ନିଶା କୌର ୱେବର, ଅସେର ସିଂହ ୱେବର ଓ ନୋହ ସିଂହ ୱେବର । ସନି ଏହା ଲେଖିଲେ କି, ଭଗବାନଙ୍କ ଆଶୀର୍ବାଦରୁ ଆମ ପରିବାର ପୁରା ହୋଇଛି ‘ ।

ସନି ଲିଓନିର ପୁରା ପରିବାର ଫୋଟ ଦେଖି ସମସ୍ତେ ବହୁତ ଖୁସି ହୋଇଥିଲେ , ତାଙ୍କୁ ମଧ୍ୟ ସମସ୍ତେ ଶୁଭ କାମନା ଦେଇଥିଲେ ।  ଫୋଟରେ ବହୁତ କିଛି ଲେଖିଥିଲେ ସନି ଲିଓନି ।  ସେ ଲେଖିଥିଲେ ଭଗବାନ ଆମ ପାଇଁ ଗୋଟେ ଭଲ ଯୋଜନା ବନାଇଥିଲେ ଓ ଆମକୁ ଭଲ ପରିବାର ଦେଲେ । ଆମେ ଏବେ ଏହି ତିନୋଟି ଛୁଆଙ୍କର ମାତା ପିତା ହୋଇସାରିଛୁ । ଏହା ଆମ ପାଇଁ ବହୁତ ଖୁଶିର କଥା ଅଟେ, ଯାହା ମୁଁ ସମସ୍ତଙ୍କ ସହିତ ସେୟାର କରିବାକୁ ଚାହୁଁଥିଲି ।

ଏବେ ସନି ନିଜ ଛୁଆ ମାନଙ୍କ ସହିତ ବହୁତ ସୋସିଆଲ ମିଡିଆରେ ଆକ୍ଟିବ ରହୁଛନ୍ତି । ବାପା ମାଙ୍କ ସହିତ ଛୁଆ ମାନଙ୍କ ଫୋଟ ବହୁତ ସାମନାକୁ ଆସୁଛି । ଏବେ ସନି ସ୍ପିଲ୍ଟ ଭିଲାରେ ଦେଖାଦେଇଛନ୍ତି ଓ ଦବାଙ୍ଗ ୩ ମଧ୍ୟ ଗୋଟେ ଆଇଟମ ସଙ୍ଗରେ ମଧ୍ୟ ନଜର ଆସିବେ । ସେ ବହୁତ ସାଉଥ ଫିଲ୍ମରେ ମଧ୍ୟ ନଜର ଆସିବାରେ ଦେଖାଯାଉଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *