ମହିଳା ମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ ନାହିଁ ଏହି କାମ

ନାରୀ ମାନେ ଶୋଇବା ପୂର୍ବରୁ ରାତିରେ କୌଣସି ପ୍ରକାର ତେଲ ଲଗେଇବା କଥା ନୁହେଁ । ଏହି ସମୟ ନକରାତ୍ମକ ଶକ୍ତି ମାନଙ୍କର ସମୟ ହୋଇଥାଏ, ଏହି ସମୟରେ ଶରୀରରେ ତେଲର ବ୍ୟବହାର  କରିବା ଦ୍ଵାରା  ବୃହସ୍ପତି ଗ୍ରହ ଅଶାନ୍ତ ହୋଇଥାଏ ।

ଜନ୍ମ କୁଣ୍ଡଳୀର ଗ୍ରହ ବୃହସ୍ପତି ଏକ ମୁଖ୍ୟ ଗ୍ରହ, ଯାହାଙ୍କର ଅଶାନ୍ତ ହେବା ମାତ୍ରେ  ଆପଣଙ୍କ ଜୀବନରେ ରହିଥିବା ପ୍ରତେକ ଖୁସି ଆପଣଙ୍କ ଠାରୁ ଦୂରେଇ ଯାଇଥାଏ । ଦିତୀୟରେ ରାତି ସମୟରେ  ଘରର ମହିଳା ନିଜେ ସେବନ କରିବା କି ଆଉ କାହାକୁ ସେବନ କରିବାକୁ ଦେବା ନିଷେଧ ଅଟେ ।

ରାତିରେ ରୁଟି ସହିତ ଦହି କି କ୍ଷୀର ଖାଇବାକୁ ପସନ୍ଦ କରିଥାଉ କିନ୍ତୁ ଏପରି କରିବା ଦ୍ଵାରା ଘରର ବସ୍ତୁ ବିଗିଡି ଯାଇଥାଏ । ଯାହାକି ଘର ଅଭାବ ଓ କରଜକୁ  ବୃଦ୍ଧି କରିଥାଏ । ତୃତୀୟରେ ସ୍ତ୍ରୀ ମାନଙ୍କୁ ରାତିରେ ଶୋଇବା ପୂର୍ବରୁ ମହିଳାମାନେ ଦେହରୁ ଅଳଙ୍କାର କାଢିବା ଅନୁଚିତ ବୋଲି କୁହାଯାଇଛି । ଶାସ୍ତ୍ରରେ ସ୍ତ୍ରୀର ଅଳଙ୍କାରକୁ ଶୁଭ ବୋଲି କୁହାଯାଇଛି । ସ୍ତ୍ରୀ ଧାରଣ କରିଥିବା ଅଳଙ୍କାରକୁ ଶରୀରରୁ କାଢିଲେ ସ୍ତ୍ରୀକୁ ଅପବିତ୍ର କରାଇଥାଏ । ଏପରି କରିବା ଦ୍ଵାରା ସ୍ତ୍ରୀ ନିଜର ସନମାନ ହାନୀର କାରଣ ହୋଇଥାଏ ।

ଅନ୍ୟଠୁ ଅବମାନିତ କାରଣ ହେବା ନିଜ ପାଇଁ ହିଁ ହୋଇଥାଏ । ଚତୁର୍ଥରେ କୌଣସି ମହିଳା ବା ସ୍ତ୍ରୀ ଶୋଇବା ସମୟରେ ନିଜ ଶରୀରରେ ଶୁଗନ୍ଧିତ ଦ୍ରବ୍ୟ କି ଫୁଲର ବ୍ୟବହାର କରନ୍ତୁ ନାହିଁ । ରାତ୍ରି ସମୟରେ ବହୁତ ନକରାତ୍ମକ ଶକ୍ତି ସେ ଜିନିଷକୁ ପ୍ରଭାବିତ କରିଥାନ୍ତି । ଏମିତି ଶୁଗନ୍ଧିତ ଜିନିଷ ବ୍ୟବହାର କରିବାରେ କାହା ସହିତ ବଶୀଭୂତ ହେବାର ଆଶଙ୍କା ରହିଥାଏ । ଆଉଗୋଟେ କଥା ହେଲା ରାତିରେ କିଛି ଅଇଁଠା ବାସନ ଘରେ ରଖନ୍ତୁ ନାହିଁ  ଏପରି କରିବା ଦ୍ଵାରା ଘର ମଧ୍ୟରେ ମାତା ଲକ୍ଷ୍ମୀ ଅଶାନ୍ତି ହୁଅନ୍ତି ଓ ସେହି ଘରେ ମାତା ଲକ୍ଷ୍ମୀ ବସ କରନ୍ତି ନାହିଁ । ଯାହା ଫଳରେ ଧାନ ହାନୀର ସମସ୍ଯା ଓ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ।

କୌଣସି ସ୍ତ୍ରୀ ରାତିରେ ସମ୍ପୂର୍ଣ ନଗ୍ନ ଓ କେସ ଖୋଲା ରଖି ଶୋଇବା ଅନୁଚିତ ହୋଇଥାଏ । ଏହାର ପ୍ରଭାବ ସେମାନଙ୍କ ପାଇଁ ବହୁତ ଭୟଙ୍କର ହୋଇଥାଏ । ଏହିଭଳି ନଗ୍ନ ହୋଇକି ସୋଇଲେକି କେସ ଖୋଲିକି ସୋଇଲେ ଭୁତ ପ୍ରେତ ମାନଙ୍କ ନଜର ରହିଥାଏ । ମଧ୍ୟ ରାତ୍ରି ବା ସକାଳର ପ୍ରଥମ ପ୍ରହର ଏହି ଦୁଇଟି ସମୟ ଶୁଭ ଓ ଅଶୁଭ ହୋଇଥାଏ । ଏହି ସମୟରେ ଶାରୀରିକ ସମସ୍ଯା ରଖିଲେ ସ୍ତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ଓ ସମସ୍ୟା ଆଣିଥାଏ । ସେଥିଲାଗି ଭୁଲରେ ମଧ୍ୟ ଏମିତି କାମ କରିବା ଅନୁଚିତ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *