ବାଛନ୍ତୁ ନିଜ ପସନ୍ଦର ଗୋଟେ ଫୁଲ ଓ ନିଜ ବିଷୟରେ ଜାଣନ୍ତୁ ଗୋଟେ ନୂଆ କଥା

ଫୁଲ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵପୂର୍ଣ ହୋଇଥାଏ, ବିନା ଫୁଲରେ କୌଣସି ଶୁଭ କାର୍ଯ୍ୟ ହୋଇ ପାରେ ନାହିଁ, ତେବେ ପ୍ରତିଦିନ ପୂଜାରେ ଫୁଲ ବିନା ପୂଜା ଅଧା ଲାଗିଥାଏ । ଫୁଲ ସମସ୍ତଙ୍କ ଜୀବନରେ ରଙ୍ଗ ଭରି ଦେଇଥାଏ, ଫୁଲ ଦ୍ଵାରା ରଙ୍ଗ ମଧ୍ୟ ଉତ୍ପାଦନ କରା ଯାଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଫୁଲ ଦେଖିବା ପାଇଁ ଯେତେ ସୁନ୍ଦର ହୋଇଥାଏ ଏହାର ଶାସ୍ତ୍ରରେ ମଧ୍ୟ ଉଲେଖ ଅଛି, ଫୁଲ ଆପଣାଙ୍କ ଜୀବନ ବିଷୟରେ ବହୁତ କିଛି ବିଶେଷ କହିଥାଏ ।

ଆଜି ଆମେ ଆପଣଙ୍କୁ ୬ଟି ଫୁଲ ଦେଖେଇବୁ ଯାହା ଭିତରୁ ଆପନାଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଓ ଆପଣଙ୍କ ପସନ୍ଦ ଅନୁଯାଇ ଆମେ ଆପଣଙ୍କୁ ଆପଣଙ୍କ ସ୍ଵଭାବ ବିଷୟରେ ଗୋଟେ ନୂଆ କଥା କହିବୁ, ତେବେ ଆସନ୍ତୁ ଆରମ୍ଭ କରିବା ।

 

Image Courtesy: Google

୧. ଯଦି ଆପଣ ପ୍ରଥମ ଫୁଲ ପସନ୍ଦ କରିଛନ୍ତି ତେବେ ଆମେ ଆପପଣଙ୍କୁ ଏହା ଜଣେଇବା ପାଇଁ ଚାହୁଁଛୁ ଯେ ଆପଣଙ୍କ ଆଖ ପାଖ ଲୋକ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ଓ ସମସ୍ତେ ଆପଣଙ୍କ ବିଷୟରେ ଭଲ ଚିନ୍ତାଧାରା ରଖନ୍ତି । ଏହାର ଅର୍ଥ ଆପଣ ସାଙ୍ଗ ଓ ସମ୍ପର୍କ ବହୁତ ଭଲ ନିଭେଇ ଥାନ୍ତି, ଆପଣଙ୍କ ଜୀବନରେ ଆପଣଙ୍କ ପାଖରେ ବହୁତ ଲୋକ ରହିବେ କାହିଁକିନା ଆପଣ ସମ୍ପର୍କକୁ ବୁଝିପାରିଛନ୍ତି ।

୨. ଯଦି ଆପଣ ଦ୍ଵିତୀୟ ଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ସଂସ୍କାର ଓ ସ୍ଵଭାବ ଦ୍ଵାରା ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଥାନ୍ତି ଓ ଆପଣଙ୍କ ଭିତରେ ଊର୍ଜା ପ୍ରବାହ ବହୁତ ଅଛି ଯାହା ଅନ୍ୟ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଆପଣଙ୍କୁ କୌଣସି ପ୍ରକାର ଡର ନଥାଏ କାହିଁକିନା ଆପଣ କୌଣସି ପ୍ରକାର ଭୁଲ କରନ୍ତି ନାହିଁ ।

Image Courtesy: Google

୩. ଯଦି ଆପଣ ତୃତୀୟ ଫୁଲ ପସନ୍ଦ କରିଛନ୍ତି ତେବେ ଆପଣ ବାହାରୁ ଅଲଗା ଓ ଭିତରୁ ଅଲଗା ବ୍ୟକ୍ତି ଅଟନ୍ତି । ଆପଣ ଭଲ ଲୋକଙ୍କ ପାଇଁ ଭଲ ଅଟନ୍ତି ଓ ଖରାପ ଲୋକଙ୍କ ପାଇଁ ଭଲ ଉତ୍ତର ଦବା ଜାଣିଛନ୍ତି ।

୪. ଯଦି ଆପଣ ଚତୁର୍ଥ ଫୁଲ ପସନ୍ଦ କରିଛନ୍ତି ତେବେ ଏହା ଯାନୀ ରଖନ୍ତୁ ଯେ ଆପଣ କେବେ ଅନ୍ୟାୟ ସାହି ପାରନ୍ତି ନାହିଁ, ଆପଣଙ୍କ ଭିତରେ ଅନ୍ୟାୟ ଦେଖି ନିଆ ଲାଗିଥାଏ, ଆପଣ ଅନ୍ୟ ଲୋକଙ୍କୁ ଆକର୍ଷିତ କରିବାର କ୍ଷମତା ରଖନ୍ତି, ଆପଣଙ୍କ ଜୀବନରେ କିଛି ନୂଆ ହବାକୁ ଯାଉଛି ।

Image Courtesy: Google

୫. ଯଦି ଆପଣ ପଞ୍ଚମ ଫୁଲ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ମନ ବହୁତ ସୁନ୍ଦର ଅଟେ ଆପଣ ସମସ୍ତଙ୍କ ବିଷୟରେ ଭଲ ଚିନ୍ତା ଧାରା ରଖନ୍ତି, ଏହି କାରଣ ପାଇଁ ଲୋକ ଆପଣଙ୍କ ଲାଭ ଉଠାନ୍ତି ଯାହା ଫଳ ସ୍ୱରୂପ ଆପଣଙ୍କୁ କଷ୍ଟ ହୋଇଥାଏ, ତେବେ ଲୋକଙ୍କୁ ଚିହ୍ନିବା ଆବଶ୍ୟକ ଅଟେ ।

୬. ଯଦି ଆପାନ ଷଷ୍ଠ ଫୁଲ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ପରିଶ୍ରମ କରି ସଫଳତା ପାଇବା ପସନ୍ଦ ହୋଇଥାଏ, ଆପଣଙ୍କୁ କାହା ଉପରେ ନିର୍ଭର କରିବା ପସନ୍ଦ ହୋଇନଥାଏ, ଆପଣଙ୍କୁ ନିଜ ଜୀବନ ନିଜ ଅନୁସାରେ ରଖିବା ପସନ୍ଦ ଅଟେ କାହା ପାଇଁ ବଦଳିବା ଆପଣଙ୍କୁ ପସନ୍ଦ ନୁହଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *