ଝିଅର ପ୍ରଶଂସା ରେ କହି ଦିଅନ୍ତୁ ଏହି 3ଟି କଥା- ଝିଅ ଆପଣଙ୍କୁ ନିଜେ ପଟେଇବ

ବହୁତ ଲୋକ ଭୁଲ କଣ କରିଥାନ୍ତି ସେ କିଛି ଏମିତି ଜିନିଷ ଉପରେ ପ୍ରଶଂସା କରିଥାନ୍ତି ଯେଉଁଥିରେ ସେ ଝିଅର କଣ୍ଟ୍ରୋଲ ନଥାଏ । ତାର ଆଖି କି ଶରୀର ବହୁତ ଭଲ ଅଛି ସିଏତ ବନେଇନି ନା ଓ ତା ଉପରେ ତାର କିଛି କଣ୍ଟ୍ରୋଲ ନଥାଏ । ଯଦି ଆପଣ ତାର ଶରୀରର ତାରିଫ କରିଥାନ୍ତି । ତାର ଆଖିକୁ ତାରିଫ କରିଥାନ୍ତି ଏହି ଜିନିଷ ଅଧିକ ଆଫେକ୍ଟ କରିନଥାଏ ।

ବାକି ସବୁ ଲୋକ ଏଇ ତାରିଫ ହିଁ କରୁଛନ୍ତି । କିଛି ଏମିତି ତାରିଫ କର ଯେଉଁଥିରେ ତାର କଣ୍ଟ୍ରୋଲ ଥିବ । ଏହିସବୁ ଜିନିଷ ଉପରେ ତାର କଣ୍ଟ୍ରୋଲ ନାହିଁ । ଯେମିତିକି ତମେ ବହୁତ ହମ୍ବଲ ଅଟ, ଓ ତୁମର କଥା କହିବାର ଶୈଳୀ ବହୁତ ଭଲ ଅଟେ । ଆପଣଙ୍କ ଭିତରେ ବିଲକୁଲବି ଆଟିଟ୍ୟୁଡ ନାହିଁ ।

Image Courtesy: Google

ଯଦି ଆପଣ ଏହି କଥା ତାକୁ କହିଦେବ ନା ତାପରେ ଶେ ଯେତେବୀ ରାଗିଥାଉ ଆପଣଙ୍କ ସହିତ ବହୁତ ଭଲରେ କଥା ହେବ । ତାକୁ ଜଣା ଅଛିକି ତୁମେ ତାର ବହୁତ ଭଲ ପ୍ରଶଂସା କରିଛ ବୋଲି । ସେ କେବେ ବି ଚାହିଁବନି  ଆପଣ ଯେଉଁ ତାରିଫ କରିଛନ୍ତି ତା ବିଷୟରେ ସେଇ ମତ ଆପଣଙ୍କ ବଦଳି ଯାଉ ।

Image Courtesy: Google

ଯେବେ ଆପଣ ତାର ପ୍ରଶଂସା କରୁଛନ୍ତି ସେହି ସମୟରେ ଏମିତି କିଛି ପ୍ରଶଂସା କରିବେ ଯେମିତି ସେ ଆଜି ପର୍ଯ୍ୟନ୍ତ ଶୁଣି ନଥିବ ମାନେ ଅଲଗା ଲୋକଙ୍କ ଠାରୁ କିଛି ବହୁତ ଅଲଗା । ଆମେ କିଛି ସିକ୍ରେଟ କମ୍ପ୍ଲିମେଣ୍ଟ ଶେୟାର କରିବାକୁ ଯାଉଛୁ ଯେମିତିକି ଏମିତି କିଛି କଥା ଥିବ ସେ ବହୁତ ବାର ରିପିଟ କରୁଥିବ ତାକୁ ନୋଟିସ କରନ୍ତୁ  ।

Image Courtesy: Google

ଆପଣ ସେଟାକୁ ନୋଟିସ କରି କହିପାରିବେକୀ ତୁମ ମୁହଁରେ ଏହି କଥାଟି ବହୁତ କ୍ୟୁଟ ଲାଗୁଛି । ଝିଅଟି ପ୍ରଥମରେ ଜାଣିପାରିବକି ଆପଣ ବହୁତ ନୋଟିସ କରୁଛନ୍ତି ଓ ଦ୍ଵିତୀୟ କଥା ସେ ଯେତେବେଳେ ଏହି କଥା ଜାଣିବ ଯେ ତାର ଏହି କଥାଟି ବହୁତ ଭଲ ଲାଗୁଛି କହିଲା ବେଳେ ସେ ବହୁତ ଭଲ ଫିଲ କରିବ । ଓ ଆପଣଙ୍କୁ ଏଥିରେ ଫାଇଦା ହୋଇପାରେ ।

Image Courtesy: Google

ଯେତେବେଳେ ଆପଣ କାହାର ପ୍ରଶଂସା କରୁଛନ୍ତି ଦେଖିବେକି ଆପଣଙ୍କ ତା ସହିତ ସମ୍ପର୍କ କଣ ଅଟେ । ଯଦି କାହାକୁ ପ୍ରଥମ ଥର ଦେଖା କରୁଛନ୍ତି ତାକୁ ବେସୀ ପ୍ରଶଂସା କରନ୍ତୁ ନାହିଁ । ଯଦି ସିଏ ତୁମର ସାଙ୍ଗ ହୋଇସାରିଛି ଏମିତି କିଛି ପ୍ରଶଂସା କରିପାରିବେ ଯେଉଁଟା ଆପଣ ଆରମ୍ଭରୁ ଦେଇପାରିନଥିଲେ ।

Image Courtesy: Google

ଯଦି ସେ ଆପଣଙ୍କର ଭଲ ସାଙ୍ଗ ହୋଇସାରିଛି ଆପଣ ତାକୁ ସେକ୍ସି କହିପାରିବେ । ଯଦି ଆପଣ ପ୍ରଥମରୁ କହିବେ ତାକୁ ଖରାପ ଲାଗି ପାରେ । ଯେବେ ସେ ଆପଣଙ୍କ ଗର୍ଲ ଫ୍ରେନ୍ଡ ବନିଯିବ ଆପଣ ତାକୁ କିଛିବି କମ୍ପ୍ଲିମେଣ୍ଟ ଦେଇପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *