ଜୀବନ ରକ୍ଷକ ଓସ୍ତ, ପତ୍ରରୁ ନେଇ ଛାଲ ପର୍ଯ୍ୟନ୍ତ ଏହା ହେଉଛି ୧୦ ଟି ଫାଇଦା- Swami Ramdev

ଏମିତି ଗଛଲତା ଯାହାର ପ୍ରୟୋଗ ଦ୍ଵାରା ଶରୀର ନିରୋଗ ରହିଥାଏ । ପ୍ରକୃତି ମଣିଷ ଜୀବନର ଗୋଟିଏ ଗୁରୁତ୍ଵପୂର୍ଣ ଭାଗ ଅଟେ । ଆଜି ଆମେ ଓସ୍ତ ଗଛ ବିଷୟରେ କହିବୁକୀ ଯାହାକି ମଣିଷର ପ୍ରାଣବାୟୁ ବୋଲି କୁହାଯାଏ । ଆୟୁରବେଦର ସୁଶ୍ରୁତ ସଂହିତା ଓ ଚରକ ସଂହିତାରେ ଓସ୍ତର ଔଷଧୀୟ ଗୁଣ ବିଷୟରେ କୁହାଯାଇଛି । ଓସ୍ତର ଅଲଗା ଅଲଗା ଭାଗ ଯେମିତିକି ପତ୍ର, ଛାଲର ବ୍ୟବହାର ଦ୍ଵାରା ଜ୍ଵର, ଆସ୍ଥମା, ଖାସି, ମୁହଁ ସହିତ ଜଡିତ ବହୁତ ସମସ୍ୟାରୁ ମୁକ୍ତି ମିଳିପାରିବ ।

ଜାଣନ୍ତୁ ଓସ୍ତ ବୃକ୍ଷର ଓ ପତ୍ରର ଔଷଧୀୟ ଗୁଣ :

Image Courtesy: Google

ଓସ୍ତ ପତ୍ର ଚିନ୍ତରୁ ମୁକ୍ତି ଦେଇଥାଏ ।

ଓସ୍ତଗଛ ଦ୍ଵାରା ଆଖିର ସବୁ ସମସ୍ୟା ଦୂର ହୋଇଥାଏ ।

ଓସ୍ତ ପତ୍ରକୁ ସୂର୍ଯ୍ୟ କିରଣରେ ଶୁଖାଇ ମିଶ୍ରି ସହିତ ଏହାର କାଢା ବନାଇ ପିଇବା ଦ୍ଵାରା ଥଣ୍ଡା କାସ ଦୂର ହୋଇଥାଏ ।

ଭୋକ ବଢାଇବା ପାଇଁ ଓସ୍ତପତ୍ରର ପ୍ରୟୋଗ କରନ୍ତୁ ।

ଶାରୀରିକ ଦୁର୍ବଳତା ଦୂର କରିଥାଏ ।

Image Courtesy: Google

ଥଣ୍ଡା କାସ ହେଲେ ଓସ୍ତ ପତ୍ରରୁ ଭଲ ଫାଇଦା ମିଳିଥାଏ । ଓସ୍ତ ଗଛର ଛାଲର ଭିତର ଭାଗ ବାହାରକରି ଖରାରେ ଶୁଖାଇ ଦିଅ । ଶୁଖିଯାଇଥିବା ଭାଗର ଚୁରନ ବନେଇକି ଖାଇବା ଦ୍ଵାରା ନିଶ୍ଵାସ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ । ଓସ୍ତ ପତ୍ରର ବ୍ୟବହାର କବ୍ଗ ଓ ଗ୍ୟାସର ସମସ୍ୟାରେ ଔଷଧି ଭଳି କରାଯାଏ ।

Image Courtesy: Google

ଏହାକୁ ପିତା ନାଶକ ମଧ୍ୟ କୁହାଯାଏ, ସେଥିପାଇଁ ପେଟ ଜନିତ ସମସ୍ୟାରେ ଏହାର ପ୍ରୟୋଗ ଲାଭଦାୟକ ହୋଇଥାଏ । ଚର୍ମରେ ହେଉଥିବା ସମସ୍ୟା ଯେମିତି ଦାଗ, କାଛୁ, କୁଣ୍ଡିଆ ପାଇଁ ଓସ୍ତଗଛର କଅଁଳ ପତ୍ର ଖାଇବା କି କଢା ବନେଇକି ପିଇବା ଦ୍ଵାରା ଲାଭ ହୋଇଥାଏ ।

Image Courtesy: Google

ବଥ ଭଳି କିଛି ସମସ୍ୟା ହେଲେ ଓସ୍ତଗଛର ଛାଲକୁ ଘୋରି ଲଗେଇବା ଦ୍ଵାରା ଫାଇଦା ମିଳିଥାଏ ।ଚର୍ମର ରଙ୍ଗ ଗୋରା କରିବା ପାଇଁ ପିପଲ ଛାଲର ଲେପ ବା ଏହି ପତ୍ରର ପ୍ରୟୋଗ କରାଯାଇ ପାରିବ । ଏହା ଚର୍ମର ଢିଲା ପଣକୁ ଦୂର କରିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *