1 ସେକେଣ୍ଡ ରେ ଜାଣନ୍ତୁ ଆପଣ ଗର୍ଭବତି ଅଛନ୍ତି ବା ନାହାନ୍ତି- Pregnancy Tips

ଗର୍ଭବତି ହବା ସବୁ ସ୍ତ୍ରୀ ମାନଙ୍କର ଇଚ୍ଛା ହୋଇଥାଏ, ସବୁ ସ୍ତ୍ରୀ ମାନେ ବିବାହ ପରେ ସନ୍ତାନ ପ୍ରାପ୍ତି ପାଈଁ ଈଛା କରନ୍ତି । ତେବେ ଯାହାର ମାସିକ ଧର୍ମ ରେ ଅସୁବିଧା ହୋଇନଥାଏ ଓ ସଠିକ୍ ସମୟରେ ସବୁକିଛି ହୋଇଥାଏ ତାଙ୍କର ଗର୍ଭ ଧାରଣ କରିବା ପାଇଁ କିଛି ଅସୁବିଧା ହୁଏ ନାହିଁ । ଆଜି ଆମେ ଆପଣଙ୍କୁ ମହିଳାଙ୍କ ଗର୍ଭ ଧାରଣ କରିବା ସ୍ଥାନ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ବହୁତ୍ କମ ଲୋକ ଜାଣିଥାନ୍ତି ।

ମହିଳାଙ୍କୁ ସକାଳେ ଉଠି ଗାଧେଇବା ପରେ ଏହି ଉପାୟ କରିବା ଆବଶ୍ୟକ ଅଟେ କାହିଁକିନା ଏହି ସମୟରେ ଆପଣଙ୍କ ପୁରା ଶରୀର ସଫା ରହିଥାଏ ଆଉ ଗୋଟେ କଥା ଧ୍ୟାନରେ ରଖନ୍ତୁ ଆପଣଙ୍କୁ ନିଜ ହାତ ନଖ କାଟିବାକୁ ହବ କାହିଁକିନା ହାତ ଭିତରକୁ ପୁରେଇବା ଦ୍ବାରା ଇନଫେକସନ ଡର ଥାଏ ଏହା ଛଡ଼ା କଟିଯିବର ମଧ୍ୟ ଆସଂକା ହୋଇଥାଏ ।

ମହିଳାଙ୍କୁ ନିଜର ଗର୍ଭ ବିଷୟରେ ଜାଣିବା ବହୁତ୍ ଆବଶ୍ୟକ ନଚେତ୍ ଆପଣ କିଛି ଏମିତି କାମ କରିଥାନ୍ତି ଯାହା ଦ୍ୱାରା ଗର୍ଭ ନଷ୍ଟ ହୋଇଥାଏ ଆଉ ଆପଣଙ୍କୁ ଜଣା ମଧ୍ୟ ପଡ଼ିନଥାଏ । ଯେତେବେଳେ ଆମେ ଗର୍ଭ ଧାରଣ କରିଛୁ ବା ନାହିଁ ଏହା ବିଷୟରେ ଚିନ୍ତା କରିଥାଉ ସେହି ସମୟରେ ଆମକୁ କିଛି କଥା ଉପରେ ଧ୍ୟାନ ରଖିବା ଉଚିତ୍ ପ୍ରଥମ କଥା ଆମକୁ ନିଜ ଶରୀର ପରିବର୍ତ୍ତନ ଉପରେ ଧ୍ୟାନ ଦବା ଉଚିତ୍ ।

ଓ ଏହା ଛଡ଼ା ଆଜି ଆମେ ଆପଣଙ୍କୁ ଯାହା କହିବୁ ତାହା ମଧ୍ୟ କରିବା ଉଚିତ୍ । ଆପଣଙ୍କୁ ଗାଧେଇବା ପରେ ନିଜ ମଝି ଆଙ୍ଗୁଳି ବା ଦୁଇ ଆଙ୍ଗୁଳି ନେଇ ତଳ ରାସ୍ତା ରେ ପୁରେଇ ବାକୁ ହବ ଓ ସର୍ଭିକ୍ସ କୁ ଛୁଇଁବାକୁ ହବ ତେବେ ଅଲଗା ଅଲଗା ସମୟରେ ଏହା ଅଲଗା ଅଲଗା ସ୍ଥିତିରେ ରହିଥାଏ ।

ତେବେ ଆପଣଙ୍କୁ ଏହା ଛୁଇଁକରି ଅନୁଭବ କରିବାକୁ ହବ, ଆପଣଙ୍କୁ ମାସିକ ଧର୍ମ ଛଡା ଅନ୍ୟ ଦିନ ମାନଙ୍କରେ ଏହି କାମ ନିଶ୍ଚିନ୍ତ କରିବାକୁ ହବ ଯାହା ଦ୍ବାରା ଆପଣ ଫରକ୍ ଜାଣି ପାରିବେ । ଯେତେବେଳେ ଓଭଲ୍ୟୁସନ୍ ସମୟ ଆସୁଥାଏ ଆପଣଙ୍କୁ ସର୍ଭିକ୍ସ୍ ଅନୁଭବ ହବ ନାହଁ କାହିଁକିନା ଏହା ପୁରା ଆପଣଙ୍କ ଗର୍ଭାଶୟ ସହ ଲାଗିଯିବ ଓ କନ୍ସିଭ କରିବା ପାଇଁ ରାସ୍ତା ଛାଡିବ ।

ଯଦି ଆପଣଙ୍କୁ କନ୍ସିଭ ହୋଇଥାଏ ତେବେ ଆପଣଙ୍କ ସର୍ଦ୍ଭିକ୍ସ ବହୁତ୍ ନରମ ଲାଗିବ ପୁରା ପାଚିଲା ଫଳ ଭଳିଆ କିନ୍ତୁ ଯଦି କନ୍ସିଭ ହୋଇନଥିବ ତେବେ ଆପଣଙ୍କୁ ସର୍ଭିକ୍ସ ନାକର ହାଡୁଆ ଅଂଶ ଭଳି ଅନୁଭବ ହବ ଏବେ ଏହା ପୂର୍ଣ୍ଣ ରୂପରେ ଆପଣଙ୍କ ଉପରେ ଅଛି ଆପଣ କଣ ଅନୁଭବ କରୁଛନ୍ତି ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *