ଜୀବନର ଶେଷ ମ୍ହୁର୍ତ୍ତ ଆସିବାର ସଙ୍କେତ ଦେଉଥିବା ୫ ଟି ଅଶୁଭ ସ୍ଵପ୍ନ, ଏବଂ ସେଥିରୁ ବଞ୍ଚିବାର ଉପାୟ- Swapna Shastra

ସଂସାରର ପ୍ରତେକ ବ୍ୟକ୍ତିକୁ ସ୍ଵପ୍ନ ଆସିଥାଏ । ଦେଖାଯାଏକି ଏହା ବହୁତ ସାମାନ୍ଯ କଥା ଅଟେ । ଯେବେ କୌଣସି ବ୍ୟକ୍ତିକୁ କୌଣସି ବିଶେଷ ପ୍ରକାର ସ୍ଵପ୍ନ ଆସିଥାଏ । ବୁଝିଯିବା ଦରକାର କଥା କିଛି ଅଲଗା ଅଛି ବୋଲି । ଅଗ୍ନି ପୁରାଣରେ ସ୍ଵପ୍ନ ବିଷୟରେ ବହୁତ ପ୍ରକାର ଜିନିଷ ଜ୍ଞାନ ବିଷୟରେ କହିଥାଏ । ଯେଉଁ ସ୍ଵପ୍ନ ରାତିର ଅନ୍ତିମ ପ୍ରହର ମାନେ ସକାଳ ପ୍ରହରେ ଦେଖାହୋଇଥାଏ ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି  ଘଟଣା ସମ୍ବନ୍ଧରେ  ଅବଗତ କରାଇ ଥାଏ ।

ଏହାଛଡା କିଛି ସ୍ଵପ୍ନ ଜୀବନ ସମ୍ବନ୍ଧରେ କିଛି ସଙ୍କେତ ମଧ୍ୟ ଦେଇଥାଏ । ଯଦି କୌଣସି ବ୍ୟକ୍ତି ଏମିତି ସ୍ଵପ୍ନ ଦେଖିଥାଏ ତାକୁ ସେଥିରୁ ବଞ୍ଚିବା ପାଇଁ କେଉଁ ଉପାୟ କରିବା ଦରକାର ଆସନ୍ତୁ ଜାଣିବା ।

ଇଷ୍ଟଦେବ :- ଯିଏ ତାଙ୍କର ଇଷ୍ଟଦେବାକୁ ସ୍ଵପ୍ନରେ ଜଳୁଥିବା ଦେଖନ୍ତି । ତ ବୁଝି ଯାଆନ୍ତୁ ସେହି ବ୍ଯକ୍ତିର ଜୀବନ କିଛି ଦିନରେ ଯାଇପାରେ । ଏହା ତାର ଶେଷ ସମୟର ସଂକେତ ହୋଇଥାଏ ।

ଲଣ୍ଡା ହେବା :- ଆମ ହିନ୍ଦୁ ଧର୍ମରେ ବହୁତ ଅବସରରେ ଲଣ୍ଡା ହୋଇଥାନ୍ତି ଯାହାଦୁଇଟି ଶୁଭ ଓ ଅଶୁଭର ଉଦେଶ୍ୟର ପୁର୍ତି କରିଥାଏ । ଯେବେ କୌଣସି ବ୍ୟକ୍ତି ଏମିତି ସ୍ଵପ୍ନ ଦେଖିଥାଏକି ଯେଉଁଠି ବାଜା ବାଜୁଛି ଓ ଲୋକ ଲଣ୍ଡା ହେଉଛନ୍ତି  । ତାକୁ ବୁଝିଯିବା ଦରକାରକି ପରିବାରରେ କୌଣସି ବୃଦ୍ଧଙ୍କର ଜୀବନ ଯାଇପାରେ ।


ଯାତ୍ରା :- ସମସ୍ତ ଲୋକ ଯାତ୍ରାରେ ଯାଇଥାନ୍ତି ଓ ଭଲରେ ଯାଇ ଭଲରେ ଫେରିବାର ଆଶା ରଖିଥାନ୍ତି । ଯଦି ଆମେ ସ୍ଵପ୍ନରେ କୌଣସି ଯାତ୍ରା କରିବାର ସ୍ଵପ୍ନ ଦେଖିଥାନ୍ତି । ବୁଝିଯିବା ଦରକାରକି ଏହା ଏକ ଅଶୁଭ ସଙ୍କେତ ହୋଇଥାଏ । ଓ ତାକୁ ଚେଷ୍ଟା କରି ସେଇ ଯାତ୍ରା ଯୋଗକୁ ଟାଳି ଦେବା କଥା । ସ୍ଵପ୍ନ ଶାସ୍ତ୍ରରେ କୁହାଯାଇଛି ଯେଉଁ ଲୋକ ସ୍ଵପ୍ନରେ ଯାତ୍ରା କରିଥାଏ , ସେ ବାସ୍ତବିକ ଯାତ୍ରାରେ ଯାଇଥାଏ । ଯାତ୍ରା ସମୟରେ ତାର ଜୀବନ ଯାଇପାରେ ।


ଭୟଙ୍କର ସ୍ଵପ୍ନ :- ନିଦରେ ପ୍ରାୟ ଆମେ ସମସ୍ତେ ସ୍ଵପ୍ନ ଦେଖିଥାଉ । ଯଦି କୌଣସି ବ୍ୟକ୍ତି ଜୀବନ ସହିତ ଜଡିତ ଲଗାତର ସ୍ଵପ୍ନ ଦେଖିଥାଏ । ତେବେ ସେହି ବ୍ୟକ୍ତିକୁ ବୁଝି ଜୀବା ଦରକାରକି ଏହି ସ୍ଥିତି ସାମାନ୍ଯ ନୁହେଁ  । ଯଦି ସମୟ ପୂର୍ବରୁ ଏହାର କୌଣସି ଉପାୟ ନକରିବା ଗୋଟେ ବର୍ଷ ଭିତରେ ତାର ଜୀବନ ଯାଇପାରେ ।


ହସିବା ବା  ନାଚିବା :-  ଜୀବନରେ ହସିବା ଓ ନାଚିବା ବହୁତ ସାଧରଣ କଥା ହୋଇଥାଏ । ପ୍ରତେକ ବ୍ୟକ୍ତି ଏମିତି ଜୀବନ ବଞ୍ଚିବାକୁ ଚାହିଁ ଥାନ୍ତି ।  ଯଦି କୌଣସି ବ୍ୟକ୍ତି ନିଜକୁ ନାଚୁଥିବାର କି ହସିବାର ଦେଖିଥାଏ ତ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହି ସ୍ଵପ୍ନ ଏହା ସଙ୍କେତ ଦେଇଥାଏ କି ବହୁତ ଜଲ୍ଦି ସେଇ ବ୍ଯକ୍ତିର କାହା ହାତରେ ଜୀବନ ଯାଇପାରେ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *