ଗୁପଚୁପ ଖାଇବା ପରେ ଶୋଇବାକୁ ଯାଇଥିଲେ ଯୁବକ, ସକାଳେ ସେଜ ଉପରେ ମିଳିଲେ ଏମିତି ଅବସ୍ଥାରେ- ଦେଖିକରି ଘରଲୋକେ ଚିତ୍କାର କରି ଉଠିଲେ

ଗୁପଚୁପକୁ କିଛି ଲୋକେ ପାନୀ ପତାସେ ବୋଲି କୁହନ୍ତି, ସବୁଲୋକଙ୍କର ଏହା ହେଉଛି ପ୍ରିୟ ଖାଦ୍ୟ କୁହାଯାଏ, ଗରିବ ହୁଅ କିମ୍ଵା ବଡଲୋକ ସମସ୍ତଙ୍କର ଏହା ହେଉଛି ପସନ୍ଦ, ଯେତେବେଳେ ବି ଆମେ ରାସ୍ତା ବଜାର ଯାଇଥାଉ ଯଦି ଆମ ନଜର ରେ ଗୁପଚୁପ ର ଠେଲା ଦେଖାଯାଏ ସଙ୍ଗେ ସଙ୍ଗେ ସବୁ ଲୋକଙ୍କ ମୁହଁରେ ପାଣି ଆସିଯାଏ ଆଉ ତାପରେ ତାଙ୍କ ମନ ଗୁପଚୁପ ଖାଇବାକୁ ଲୋଭ ହୋଇଯାଏ, କିନ୍ତୁ ଦିଲ୍ଲୀର ଜଣେ ଯୁବକକୁ ଗୁପଚୁପ ଖାଇବାରୁ ଏତେ ମହଙ୍ଗା ପଡ଼ିଲା କି ତାର ମୁଲ୍ୟ ତାର ଜୀବନ ଦେବାକୁ ପଡ଼ିଲା ।

ଆସନ୍ତୁ ପୁରା ବିସ୍ତାର ରୂପେ ଜାଣିବା ଘଟଣା କଣ

ସୂଚନା ଅନୁସାରେ ଏହି ପୁରା ଘଟଣା ପୂର୍ବି ଦେଲ୍ଲୀ ର ମାନ୍ଦ୍ୱଳି ସ୍ଥାନ ର ଅଟେ । ଏହି ସ୍ଥାନରେ ରହୁଥିବା ଜଣେ ଯୁବକ ରାଜବୀର ରାଥୋଡ ଏଇ କିଛି ଦିନ ତଳେ ଗୁପଚୁପ ଖାଇବାକୁ ଯାଇଥିଲା । ଏହି ଗୁପଚୁପ ର ଠେଲା ଏହି ସ୍ଥାନରେ ଥିଲା । ଏହି ଗତ ଶନିବାର ୩୧ ବର୍ଷର ରାଜବୀର ଗୁପଚୁପ ଖାଉଥିଲା ତେବେ ତାର ଝଗଡ଼ା ରାସ୍ତା ରେ ରହୁଥିବା ଇମ୍ତିଆଜ ର ସାଙ୍ଗରେ ହେଇଯାଇଥିଲା ଏହି ଦୁହିଁଙ୍କ ଭିତରେ ଝଗଡ଼ା କିଛି ଜୋରେ ବଢ଼ିଯାଇଥିଲା, ବହୁତ୍ ଶୀଘ୍ର ଏହି ଝଗଡ଼ା ମାରପିଟ୍ ରୂପ ନେଇଥିଲା ।

ଇମ୍ତିଆଜ ତାର କିଛି ସାଙ୍ଗ ମାନକୁ ଫୋନେକରି ଡାକିଥିଲା ଆଉ ରାଜବୀର କୁ ବହୁତ୍ ମାଡ଼ ମାରିଥିଲେ । ଏମିତି କୁହା ଯାଉଛି କି ଝଗଡ଼ା ର ସମୟ ରେ ଇମ୍ତିଆଜ ଆଉ ରାଜବୀର ଦୁହେଁ ମଦ ନିଶାରେ ଥିଲେ । ଯେବେ ଇମ୍ତିଆଜ ଆଉ ତା ସାଙ୍ଗ ରାଜବୀର କୁ ମାରିଥିଲେ ତ ଆଖା ପାଖର ଲୋକେ ମଝିରେ ଆସି ବଞ୍ଚାଇବାକୁ ଯାଇଥିଲେ ଆଉ ଦୁହିଁଙ୍କ ବୁଝାମଣା କରାଇଥିଲେ । ବୁଝାମଣା ପରେ ରାଜବୀର ଖଣ୍ଡିଆଖାବରା ଅବସ୍ଥାରେ ହିଁ ଘରକୁ ପଳାଇଥିଲା । ଏହି ଉଦ୍ଦେଶ୍ୟ ଥିଲା କି ଏହାର ସୂଚନା ସେହି ସମୟରେ ପୋଲିସ୍ କୁ ବି ଦିଆ ଯାଇନଥିଲା ।

ମାଡ଼ ଖାଇକି ଆସିଲା ପରେ ରାଜ୍ବିର୍ ଖଟରେ ସୋଇପଡିଥିଲା ତାପରଦିନ ରବିବାର ସକାଳେ ୯ ଟା ବେଳେ ତାର ପରିବାର ଲୋକେ ତାକୁ ଉଠାଇବାକୁ ଗଲେ ଯେତେବେଳେ ସିଏ ଵେଚେତା ଅବସ୍ଥାରେ ପଡ଼ିଥିଲା । ତାର ମୃତ୍ୟ ହେଇସାରିଥିଲା ଏମିତି ଅବସ୍ଥାରେ ଦେଖି ସମସ୍ତେ ଚିତ୍କାର କରିଉଠିଲେ ଘର ଲୋକେ ତାକୁ ତାଙ୍କ ଆଖପାଖ ର ଲାଲ୍ ବାହାଦୁର ଶାସ୍ତ୍ରୀ ହସ୍ପିଟାଲ୍ ନେଇ ଯାଇଥିଲେ ଯଉଠି ଡକ୍ଟର ତାଙ୍କୁ ମୂର୍ତ୍ୟ ଘୋଷିତ କରିଥିଲେ ।

ରଜୀର୍ ଭାଇଁଙ୍କ କହିବା କଥା କି ତାର ଭାଇ ର ମୁର୍ତ୍ୟ ଇମ୍ତିଆଜ ଆଉ ତା ସାଙ୍ଗମାନଙ୍କ ଦ୍ବାରା ମାଡ଼ ମାରିବା ପାଇଁ ହେଇଥିଲା । ତାଙ୍କ କହିବା ମୁତାବକ ମାଡ଼ ମାରିବା ପରେ ରାଜବୀର କୁ ବହୁତ ଅଧିକ ଆଘାତ ଆସିଥିଲା ଜ୍ଜାହାଦ୍ୱର ତାର ତାପରଦିନ ମୂର୍ତ୍ୟ ହେଇଥିଲା ଭାଇ ଏମିତି ବି କହିଲା ସେହି ରାତି ଯେତେବେଳେ ରାଜବୀର ଘରକୁ ଆସିଥିଲା ୧୧-୧୨ ବାଜି ଯାଇଥିଲା ଏଥିପାଇଁ ସେମାନେ ଭାବିଲେ କି ତାକୁ ହସ୍ପିଟାଲ୍ ଚିକିତ୍ସା ପାଇ ସକାଳୁ ନେବେ ବୋଲି । କିନ୍ତୁ ସେ ପର୍ଯ୍ୟନ୍ତ ବହୁତ ଡେରି ହୋଇଯାଇଥିଲା ଓ ରାଜବୀର ଦୁନିଆ ଛାଡି ଚାଲି ଯାଇଥିଲା ।

Leave a Reply

Your email address will not be published. Required fields are marked *