୯୦ ଦଶକର ଏହି ଗ୍ଲାମରସ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ- ଆଜିକାଲି କରୁଛନ୍ତି ଏହି କାମ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଅଭିନୟ ଦ୍ଵାରା ଲୋକଙ୍କ ମନ କିଣି ଦେଇ ଛନ୍ତି, ଆଜି ଆମେ ଆପଣଙ୍କୁ ୯୦ ଦଶକ ପ୍ରସିଦ୍ଧ ଅଭିନେତ୍ରୀ ବିଷୟରେ କହିବାକୁ ଯାଉଛୁ । ସେହି ଅଭିନେତ୍ରୀ ଅମିତାବ ବଚନ, ଅନିଲ କପୁର ଏବଂ ଗୋବିନ୍ଦା ଭଳି ବଡ ବଡ ଅଭିନେତାଙ୍କ ସହ ଫିଲ୍ମ କରିଥିଲେ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଅଭିନେତ୍ରୀ ପାଠ ରେ ଦୁର୍ବଳ ଥିଲେ ଏବଂ ୧୦ଥର ମେଟ୍ରିକ ଫେଲ ଅଛନ୍ତି ।

ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛି ସେ ଅନ୍ୟ କେହି ନୁହ ଶିଲ୍ପା ଶିରୋଦକର ଅଟନ୍ତି ।

ଶିଲ୍ପା ନିଜ ପ୍ରଥମ ଚଳଚିତ୍ର ମିଥୁନ ସର ସହ କରିଥିଲେ ନିଜ ଅଭିନୟ ପାଇଁ ସେ ଲୋକଙ୍କ ମଧ୍ୟ ରେ ବହୁତ ଶୀଘ୍ର ପ୍ରସିଦ୍ଧ ହୋଇ ଯାଇ ଥିଲେ । ସେହି ସମୟରେ ଶିଲ୍ପାଙ୍କୁ ମାଧୁରୀ ଦୀକ୍ଷିତ ସହ ତୁଳନା କରା ଯାଉଥିଲା, ଯଦି ଆମେ ଏହା କହୁ ଯେ ଶିଲ୍ପା ସେହି ସମୟ ସବୁ ବଡ ଅଭିନେତାଙ୍କ ସହ କାମ କରିଛନ୍ତି ତେବେ ଏହା କହିବା ଭୁଲ ହବ ନାହିଁ ।

ଶିଲ୍ପା ୧୯୮୯ ବର୍ଷ ରେ ନିଜ କେରିୟର ଆରମ୍ଭ କରିଥିଲେ, କିନ୍ତୁ ୧୯୯୦ ରେ ଆସିଥିବା ଚଳଚିତ୍ର “କିଶନ କହ୍ନେୟା”ରେ ସଫଳତା ପ୍ରାପ୍ତ ହେଲା ଏହି ଚଳଚିତ୍ର ପରେ ଲୋକ ତାଙ୍କୁ ଚିହ୍ନିବା ଆରମ୍ଭ କଲେ । ଏହା ପରେ ସେ ଚଳଚିତ୍ର ଦୁନିଆ ରେ ବହୁତ ନା ପାଇଲେ ଓ ଲୋକଙ୍କ ଭଲ ପାଇବା ମଧ୍ୟ ଯାହା ପରେ ସେ ବହୁତ ପ୍ରସିଦ୍ଧ ହୋଇ ଯାଇଥିଲେ । ଏହା ପରେ ୨୦୦୦ ରେ ସେ ୟୁକେ ବ୍ୟାଙ୍କର ଅପରେଶ ରଞ୍ଜିତ ସହ ବିବାହ କରିଥିଲେ । ବିବାହ ପରେ ଶିଲ୍ପା ସ୍ଵାମୀ ସହ ୟୁକେ ରେ ରହୁଥିଲେ, ଏହା ପରେ ୨୦୦୩ ରେ ତାଙ୍କ ଗୋଟେ ଝିଅ ହେଲେ ଝିଅ ନା ଅନୁଷ୍କା ଅଟେ ।

ଏହା ପରେ ଶିଲ୍ପା ନିଜ ଝିଅ ଓ ପରିବାର ଦେଖିବାରେ ଲାଗି ଗଲେ ଚଳଚିତ୍ର ଦୁନିଆ ଠାରୁ ବହୁତ ଅଲଗା ଥିଲେ, ୨୦୧୩ରେ ଶିଲ୍ପା ସିରିୟଲ ରେ ଆସିଲେ ତାଙ୍କ ପ୍ରଥମ ସିରିୟଲ ଥିଲା “ଏକ ମୁଠି ଆସମାନ” ଥିଲା ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।

ବହୁତ କମ ଲୋକ ଏହା ଜାଣନ୍ତି ଯେ ବଲୀଉଡ ପ୍ରସିଦ୍ଧ ଅଭିନେତ୍ରୀ ନମ୍ରତା ଶିରୋଦକର ଶିଳ୍ପାଙ୍କ ସାନ ଭଉଣୀ ଅଟନ୍ତି । ତେବେ ଆପଣଙ୍କୁ ଆମେ ଏହା କହିବା ପାଇଁ ଚାହୁଁ ଯେ ନମ୍ରତା ପ୍ରସିଦ୍ଧ ସାଉଥ ଅଭିନେତା ମହେଶ ବାବୁଙ୍କ ସ୍ତ୍ରୀ ଅଟନ୍ତି ।

Leave a Reply

Your email address will not be published. Required fields are marked *