ଗୁରୁବାର ଲୁଣର ଏହି ଉପାୟ ଆପଣଙ୍କୁ ବନେଇଦିଏ କୋଟିପତି, ଆଜି ହିଁ କରିକି ଦେଖନ୍ତୁ

ବନ୍ଧୁଗଣ ଆମେ ଲୁଣକୁ ସାଧାରଣତ ରୋଷେଇରେ ବ୍ୟବହାର କରିଥାଉ । ପୁରୁଣା ସମୟରୁ ଲୁଣର ବ୍ୟବହାର ହୋଇଆସୁଛି । ଲୁଣକୁ ଭୋଜନରେ ବ୍ୟବହାର ହେବା ସହ ଏହା କୋଟିପତି ହେବାରେ ସହାୟକ ହୋଇଥାଏ । ଲୁଣର ମାତ୍ରା ଶରୀରରୁ କମ ହୋଇଗଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ମାନାଯାଏ କି ଲୁଣ ଧନୀ କରିବା ସହ ଚମତ୍କାରୀ ଭାବେ ଧନବାନ କରାଇଥାଏ । ଲୁଣକୁ ନେଇ କିଛି ଏମିତି ଉପାୟ ରହିଛି ଯାହାର ପ୍ରୟୋଗ କରିଲେ ମଣିଷର ନିଜର ଗରିବାକୁ ଦୂର କରିଥାଏ ।

ଆଜି ଆମେ ଆପଣଙ୍କୁ ଗୁରୁବାର ଦିନ ଲୁଣର କେଉଁ ସବୁ ଉପାୟ କରିଲେ ବ୍ୟକ୍ତି କୋଟିପତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଏଥିପାଇଁ ୫୦ ଗ୍ରାମ ଚାଉଳ, ନାଲି ଲଙ୍କା, ୧୦୦ ଗ୍ରାମ ମୁଗ ଡାଲି, ଗୋଟେ ପ୍ଯାକେଟ ଲୁଣ, ୧୦୦ ଗ୍ରାମ ଲୁଣ, ପାଣି ବୋତଲକୁ ଏକତ୍ରିତ କରି କୌଣସି ମହିଳା ବା ପୁରୁଷଙ୍କୁ ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ ଓ ମା ଲକ୍ଷ୍ମୀଙ୍କ ଆଗମନ ଗୃହକୁ ହେବ । ଏହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

ଏହି ଉପାୟ କରିଲେ ଧନର ବୃଦ୍ଧି ହେବା ସହ ଯାହା ବି ସମସ୍ଯା ରହିଥାଏ ତାହା ଦୂର ହେବ । ଲୁଣକୁ ଚନ୍ଦ୍ର ଓ ଶୁକ୍ର ଗ୍ରହଙ୍କର ପ୍ରତିନିଧି ମାନା ଯାଇଥାଏ । ଲୁଣକୁ ଷ୍ଟିଲ ବା ଲୁହା ପାତ୍ରରେ ରଖୁଛନ୍ତି ଏହା ଚନ୍ଦ୍ର ଓ ଶନିଙ୍କ ମିଳନ ହୋଇଥାଏ ଯାହା ଘାତକ ସିଦ୍ଧ ହୋଇଥାଏ । ଏପରିକି ଆପଣ କାଙ୍ଗାଳ ମଧ୍ୟ ହୋଇପାରନ୍ତି । ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହି । ଲୁଣକୁ କାଚ ପାତ୍ରରେ ରଖିବା ଉଚିତ । ଖାଦ୍ୟ ଖାଇବା ସମୟରେ ଲୁଣକୁ ତଳେ ପକାଇବା ଉଚିତ ନୁହେଁ ଏହା ଖରାପ ହୋଇଥାଏ ।

ଉଧାର ରେ ଆଣି କେବେ ବି କାହାର ଲୁଣ ଆଣି ଖାଇବା ଅନୁଚିତ ହୋଇଥାଏ । ଯଦି ଆପଣ କାହାର ଲୁଣ ଖାଇ ଭୁଲି ଯାଇଛନ୍ତି ତେବେ ଶନିଦେବଙ୍କ ସାମନା କରିବାକୁ ପଡିପାରେ । ସନ୍ଧ୍ୟା ସମୟରେ କାହା ଠାରୁ ଲୁଣ ଦେବା ବା ନେବା ଅନୁଚିତ । ଏମିତି କରିଲେ ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ । ଲୁଣରେ ମିଶ୍ରିତ ପାଣିରେ ଘରେ ପୋଛା ଲଗାଇଲେ ଭଲ ହୋଇଥାଏ । ଏମିତି କରିଲେ ଅଲକ୍ଷ୍ମୀଙ୍କ ବାସ ହୋଇଥାଏ । ତନ୍ତ୍ର, ମନ୍ତ୍ର, ନଜର ଦୋଷ ମାତ୍ର ଏହି ଉପାୟକୁ କରିବା ଦ୍ଵାରା ଦୁଇ ମିନିଟରେ ଦୂର ହେବ ।

ଏଥିପାଇଁ ଅଳ୍ପ ଲୁଣ, ଅଟା, ଶୁଖିଲାଲଙ୍କା, ଗୋଟେ ଖଣ୍ଡ କୋଇଲା, ହଳଦି ନିଅନ୍ତୁ । ଏହି ସବ ଜିନିଷକୁ ଗୋଟେ ଜାଗାରେ ବାନ୍ଧି କାଗଜରେ ବାନ୍ଧି ଦିଅନ୍ତୁ । ଯାହାକୁ ନଜର ଲାଗି ଯାଇଛି ତା ଉପରେ ୭ ଥର ଘୂରାନ୍ତୁ । ଏହାକୁ ଚୁପଚାପ ନିଆଁ ରେ ଜଳାଇ ଦିଅନ୍ତୁ । ଏହି ଉପାୟଟି କରିବା ଦ୍ଵାରା ସବୁ ନଜର ଦୋଷ ଦୂର ହୋଇଯିବ । ଏହା ସହ ଧନର ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *