ଗୁରୁବାର 1 ଜୁଲାଇ 2021- ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି 2 ଟି ରାଶିଙ୍କୁ ମିଳିବ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ଅସୁବିଧା କିଛି କମ ହୋଇପାରେ । ଆପନ୍ନକ କୌଣସି କାମ ମଧ୍ୟ ପୂରା ହେବ । ଧନ ଲାଭର ବଡ ଅବସର ମିଳିବ । ଆପଣଙ୍କର କୌଣସି ଖାସ କାମ ପୁରା ହେବ । ଆଜି ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ । ଆପଣଙ୍କ ଉପରେ ଅଧିକ ଦାୟିତ୍ଵ ମଧ୍ୟ ଆସିପାରେ । କାର୍ଯ୍ୟରେ ଯାସ ମିଳିବ ।

ବୃଷ :- ପ୍ରତି ଦ୍ବନ୍ଦୀ ସକ୍ରିୟ ରହିବେ । କାର୍ଯ୍ୟ କ୍ଷେତ୍ରର ସବୁ ସମସ୍ଯା ଦୂର ହେବ । ଆପଣଙ୍କୁ ପରୀକ୍ଷା ସମ୍ବନ୍ଧୀୟ କିଛି ଶୁଭ ସମାଚାର ମିଳିବ । ଘରେ ଖୁଶିର ମାହୋଲ ରହିବ । ଆଜି ନୂଆ ଲୋଙ୍କ ସହିତ ମିତ୍ର ହୋଇପାରନ୍ତି । ଆଜି ଆପଣଙ୍କୁ ନିଜ ଉଗ୍ର ସ୍ଵଭାବ ଉପରେ ନିୟତ୍ରଣ ରଖିବାକୁ ହେବ ନହେଲେ ଲୋକ ଆପଣଙ୍କ ଠାରୁ ଦୂରେଇ ରହିବେ ।

ମିଥୁନ :- ଆଜିର ଦିନ କାହାକୁ ହଇରାଣ କରନ୍ତୁ ନହିଁ । ଧନ ଲାଭର ଯୋଗ ରହିଛି । ଆଜି ଲୋକ ଆପଣଙ୍କ ବିଚାରକୁ ଶୁଣିବା ପାଇଁ ବହୁତ ଇଛୁକ ରହିବେ । ଆପଣ କୌଣସି କଥାକୁ ନେଇ ଭାବ ପ୍ରବଣ ରହିବେ । ଏହା ଦ୍ଵାରା ବହୁତ ଭଲ ସୁଯୋଗ ହାତରୁ ଯାଇପାରେ । ଆଜି କୌଣସି ପାଖ ଲୋକଙ୍କ ଠାରୁ ଖୁସି ଖବର ଶୁଣିବାକୁ ମିଳିବ ।

କର୍କଟ :- ଆଜି ଆପଣ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ । ଆପଣଙ୍କ ମାନ ସନମାନ ବଢିବ । ଆପଣଙ୍କ ଜୀବନ ସାଥି ସହଯୋଗୀ ସାହାର୍ଯ୍ୟ କାରୀ ରହିବେ । ଆପଣ କୌଣସି ଖାସ ସଂପର୍କକୁ ମଜଭୁତ କରିବା ପାଇଁ ଚେଷ୍ଟା କରିବେ । ଯଦି ଆପଣା କଳା କ୍ଷେତ୍ରରେ ଜଡିତ ଅଛନ୍ତି ଆପଣଙ୍କ ସଫଳତାରେ ବହୁତ ନୂଆ ରାସ୍ତା ଖୋଲିପାରେ ।

ସିଂହ :- ଆପଣଙ୍କ ପ୍ରେମ ଜୀବନ ବହୁତ ଭଲ ରହିବ । ଆଜି ଧନର ବ୍ୟୟକୁ ନେଇ ଟିକେ ଚିନ୍ତିତ ରହିବେ । ଆଜିର ଦିନରେ ଆପଣଙ୍କ ଯୋଜନାର ଶେଷ ମୁହୂର୍ତରେ କିଛି ଜିନିଷରେ ଚେଞ୍ଜେସ ଆସିପାରେ । ଜୀବନ ସାଥିଠୁ ସହଯୋଗ ନମିଳିବା କାରଣରୁ ଆପଣ ନିରାଶ ରହିବେ । ଆଜି ଆପଣ ଥକା ଓ କମ ଶୋଇବା କାରଣରୁ ଚିଡ ଚିଡ ହୋଇ ପାରନ୍ତି । ଶରୀରରେ ଦରଜ ରହିବ ।

କନ୍ୟା :- ଆଜି କୌଣସି ନୂଆ ଲୋକଙ୍କ ସହିତ ଦେଖା ହୋଇପାରେ । ଭଲ ସଫଳତା ମାମଲାରେ ଆପଣଙ୍କୁ ସ୍ଥାପିତ ହୋଇପାରନ୍ତି । ପଢିବା ଲେଖିବା ଓ କଳାତ୍ମକ କାର୍ଯ୍ୟରେ ରୁଚି ବଢିବ । ଆଜି ବିପରୀତ ଲିଙ୍ଗର ଲୋକଙ୍କ ଠାରୁ ସହଯୋଗ ଓ ଲାଭ ମିଳିବାର ଯୋଗ ରହିଛି । ଯୋଜନାରେ ସଫଳତା ମିଳିବାର ଯୋଗ ରହିଛି ।

ତୁଳା :- ଆଜି ଆପଣଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବରେ ପଇସା ମିଳିବ, ଏହା ଆପଣଙ୍କର କୌଣସି ସହଯୋଗୀ ବ ବ୍ୟବସାୟଙ୍କ ଠାରୁ ଆସିପାରେ । ନିଜର ଜବରଦସ୍ତ ଆତ୍ମା ବିଶ୍ବାସର ଫାଇଦା ଉଠାନ୍ତୁ, ବାହାରକୁ ଯାଇ କୌଣସି ନୂଆ ସମ୍ପର୍କ ବା ସାଙ୍ଗ ବନାନ୍ତୁ । ଯେଉଁ ଲୋକଙ୍କ ସହିତ ଦେଖା କେବେ କେବେ ହୋଇଥାଏ ତାଙ୍କ ସହିତ କଥା ବାର୍ତା ଓ ସମ୍ପର୍କ ରଖିବା ପାଇଁ ଭଲ ସମୟ ରହିଛି ।

ବିଚ୍ଛା:- ମହିଳା ଓ ପୁରୁଷ ମାନେ ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ ।

ଧନୁ :- ଆଜି ଆପଣକ ଭିତରେ କିଛି କରି ଦେଖେଇବାର ଇଛା ଅଧିକ ହୋଇପାରେ । ସାଙ୍ଗ ମାନଙ୍କ ସହିତ ବହୁତ ଭଲ ସମୟ ବିତାଇବେ । କାର୍ଯ୍ୟ କ୍ଷେତ୍ରରେ ଖୁସି ମିଳିବ । ଅଧିକାରୀ ଆପନ୍ନକ ଉପରେ ଖୁସି ହୋଇବେ । ଆପଣଙ୍କ ଯୋଜନା ସଫଳ ରହିବେ । ଜୀବନ ସାଥିଙ୍କ ବ୍ୟବହାର ମନୋବଳ ବଢାଇବେ ।

ମକର :- ଆଜି ଆପଣଙ୍କ ବିରୋଧୀ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ, ସତର୍କ ରହିବେ । ଯାହା ନିବେଶ କରିଛନ୍ତି ତେବେ ତାକୁ ଛାଡନ୍ତୁ ନହିଁ । ସାବଧାନ ରୁହନ୍ତୁ । ଭାଗ୍ୟ ମଧ୍ୟ ଏହି ମାମଲାରେ ସାଥ ଦେବ । କୌଣସି କଥାକୁ ଲମ୍ବା ଟାଣିବାକୁ ଚେଷ୍ଟା କରନ୍ତୁ ନହିଁ । କୋର୍ଟ ସମ୍ବନ୍ଧୀୟ କୌଣସି ମାମଲା ଆପଣଙ୍କ ପକ୍ଷରେ ହୋଇପାରିବେ ।

କୁମ୍ଭ :- ଆଜି ଆପଣଙ୍କୁ ଭାଗ୍ଯର ସହଯୋଗ ମିଳିବ । ଆତ୍ମବିଶ୍ଵାସ ବଢିପାରେ । ଆପଣଙ୍କ ସଞ୍ଚୟ ଆପଣଙ୍କ ଫ୍ୟାମିଲି ପାଇଁ ଲାଭକାରୀ ସାବିତ ହେବ । ନୂଆ ଜିନିଷ ପ୍ରତି ଧ୍ୟାନ ଲଗାନ୍ତୁ ଓ ଆଉ ସବୁଠୁ ଭଲ ସାଙ୍ଗଙ୍କ ସାହାର୍ଯ୍ୟ ନିଅନ୍ତୁ । ମିଛ କହିବାରୁ ବଞ୍ଚନ୍ତୁ, ଏହା ଆପଣଙ୍କ ପ୍ରେମ ସମ୍ବନ୍ଧକୁ ବିଗାଡି ପାରେ ।

ମୀନ :- ଆଜି କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ହୋଇପାରେ । ବେକାର କଥା ଓ ଅପବାଦରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ ବହୁତ ସଂଯମତା ଓ ସାବଧାନର ସହିତ କାମ ଉପରେ ଧ୍ୟାନ ଦେବାକୁ ହେବ । କାର୍ଯ୍ୟ କ୍ଷେତ୍ରରେ ନିଜ କାମ ଉପରେ ଧ୍ୟାନ ରଖନ୍ତୁ, ବିରୋଧୀ ସକ୍ରିୟ ରହିବେ ଶେଥି ପ୍ରତି ଧ୍ୟାନ ରଖନ୍ତୁ । ମନରେ ବହୁତ ପ୍ରକାର କଥା ଚାଲିବ ।

Leave a Reply

Your email address will not be published. Required fields are marked *