ଗୁରୁବାର ୨୪ ଜୁନ ୨୦୨୧ ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ ଲାଭ 

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜିର ଦିନ ସାମାନ୍ଯ ରହିବ । ପରିବାରରେ ମଧ୍ୟ ସବୁ ସାମାନ୍ଯ ହେବ । ସମପତିର କାର୍ଯ୍ୟ ଲାଭ ପ୍ରଦ ରହିବ । ଭାବନାତ୍ମକ ସମ୍ବନ୍ଧରେ ଜଲ୍ଦ ବାଜି କରନ୍ତୁ ନାହିଁ । ଅଧିକାରୀ ଆପଣଙ୍କ କାର୍ଯ୍ୟ ଶୈଳୀ ଦ୍ଵାରା ରାଗି ପାରନ୍ତି । ଅଫିସରେ ଇମାନ୍ଦାରୀ ସହିତ ଦାୟିତ୍ଵକୁ ନିଭାନ୍ତୁ । ଆଜି ଆଉ ଗୋଟେ କାର୍ଯ୍ୟର ଭାର ମଧ୍ୟ ଆପଣଙ୍କ କାନ୍ଧରେ ଆସିପାରେ ।

ବୃଷ :- ଆଜି ଗାଡି ଚଳାଇବା ସମୟରେ ଆପଣଙ୍କୁ ଟିକେ ସାବଧାନ ରଖିବାକୁ ହେବ । ଆଜି ପିଲାମାନେ ବାପା ମାଙ୍କ କଥା ମାନିବେ । ଆପଣଙ୍କୁ ପାଠ ପଢାରେ ଟିକେ ଅଧିକ ଧ୍ୟାନ ଦେବାକୁ ହେବ । ଯେଉଁ ମାନେ ଖେଳକୁଦରେ ରୁଚି ରଖିଛନ୍ତି ତାଙ୍କ ପାଇଁ ଦିନତି ବହୁତ ବଢିଆ ଅଟେ । ଅଫିସରେ ଆପଣ ଦେଇଥିବା ସଜେସନ ଉପରେ ମଧ୍ୟ ଧ୍ୟାନ ଦିଆଯିବ ।

ମିଥୁନ :- ବିତୀୟ ମାମଲା ସହିତ ଜଡିତ କୌଣସି ନିସ୍ପତି କିଛି ସମୟ ପାଇଁ ଟାଳି ପାରନ୍ତି । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଚାକିରି କରିଥିବା ଲୋକଙ୍କୁ ସଫଳତା ମିଳିବ । ପରିବାରରେ ସୁଖ ଶାନ୍ତି ଆସିବ । ବ୍ୟସ୍ତତା ଭିତରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପୁରୁଣା ସମ୍ପତି ରକ୍ଷା ରକ୍ଷଣ ପାଇଁ ଧନ ଖର୍ଚ ହୋଇପାରେ । ସାମାଜିକ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ବିଦ୍ୟାର୍ଥୀ ମାନଙ୍କୁ ପାଠ ପଢାର ଚିନ୍ତା ରହିବ । ବାହନର ପ୍ରୟୋଗ ସାବଧାନ ପୂର୍ବକ କରନ୍ତୁ ।

କର୍କଟ :- ଆଜି ଆପଣ ମାଙ୍ଗଳିକ କାର୍ଯ୍ୟରେ ଭାଗ ନେଇ ପାରିବେ । ବ୍ୟସ୍ତ ବିବ୍ରତରୁ ମୁକ୍ତି ପାଇବା ପାଇଁ ଆସୁଥିବା ଦିନ ମାନଙ୍କ ପାଇଁ କିଛି ଚେଞ୍ଜେସ କରିବାକୁ ପଡିପାରେ । ବ୍ୟବସାୟରେ କୌଣସି ନୂଆ ନୂଆ ଲୋକ ଆପଣଙ୍କ ସହିତ ଜଡିତ ହୋଇପାରନ୍ତି । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ବହୁତ ଭଲ ରହିବ । ଭବିଷ୍ୟତରେ ଆଗକୁ ବଢିବା ପାଇଁ ନୂଆ ସୁଯୋଗ ସାମ୍ନାକୁ ଆସିପାରେ ।

ସିଂହ :- ଆଜି ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ । କିନ୍ତୁ ଆପଣଙ୍କୁ ଟିକେ ସାବଧାନ ରହିବାର ଅଛି । କୁସଙ୍ଗରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗଳିକ କାର୍ଯ୍ୟ କ୍ରମର ଚର୍ଚା ଶମ୍ଭବ ହୋଇପାରେ । ସନ୍ତାନର ରୋଜି ରୁଟି ସମାପ୍ତ ହେବାର ଯୋଗ ରହିଛି । ମନକୁ ଶାନ୍ତ କରିବା ପାଇଁ ମେଡିଟେସନ କରିବା ଲାଭ ଦାୟକ ରହିବ । ଅଫିସିଆଲ କାର୍ଯ୍ୟରେ ସୁଧାର ହେବ ଓ ପରିସ୍ଥିତି ଆପଣଙ୍କ ହିତରେ ରହିବ । ବ୍ୟାପାର ବହୁତ ଭଲ ଚାଲିବ ।

କନ୍ୟା :- କିଛି ନୂଆ କାର୍ଯ୍ୟ କରିବା ପାଇଁ ଦିନ ଆପଣଙ୍କ ବହୁତ ମହତ୍ଵ ପୂର୍ଣ ପ୍ରମାଣିତ ହେବ । କୌଣସି କାନୁନି ବିବାଦ ବା ମକଦମା ଜିତ ଆପଣଙ୍କ ପାଇଁ ଖୁଶିର କାରଣ ବନିପାରେ । ଶୁଭ କାର୍ଯ୍ୟରେ ଧନର ବ୍ୟୟ ହେବ ଯାହା ଦ୍ଵାରା ମାନ ସନମାନରେ ବୃଦ୍ଧି ହେବ । ସନ୍ଧ୍ଯା ସମୟ ସାଙ୍ଗ ମାନଙ୍କ ସହିତ ମୌଜ ମସ୍ତିରେ ବିତିବ । ପରିସ୍ଥିତି ଅନୁକୂଳ ରହିବ ।

ତୁଳା :- ନୂଆ ପ୍ରେମ ସମ୍ବନ୍ଧ ବନିବାର ସମ୍ଭାବନା ବହୁତ ରହିଛି । କିନ୍ତୁ ବ୍ୟକ୍ତି ଗତ ଆଉ ଗୋପନୀୟ ସୂଚନାକୁ କାହାକୁ କୁହନ୍ତୁ ନାହିଁ । ଜୀବନ ସାଥି ସହିତ ନିଜ ସଂପର୍କକୁ ନେଇ ଆପଣ ଅଧିକ ଭାବୁକ ହୋଇପାରନ୍ତି । ବ୍ୟବସାୟରେ ଆପଣଙ୍କ ଫାଇଦା ହୋଇପାରେ, କିନ୍ତୁ ଆପଣଙ୍କୁ ଆପଣଙ୍କ ଖର୍ଚ ଉପରେ କଣ୍ଟ୍ରୋଲ ରଖିବା ଉଚିତ । ଶିକ୍ଷା ସ୍ଥଳରେ ବିବାଦର ସ୍ଥିତି ଟାଳନ୍ତୁ ।

ବିଛା :- ଆଜି କୌଣସି ନୂଆ ଯୋଜନା ବନିବ । ନୂଆ କାର୍ଯ୍ୟ ପ୍ରଣାଳୀରେ ସୁଧାର ହେବ । ମାନ ସନମାନ ବଢିବ । ଚିଡଚିଡ ହୋଇ ପାରନ୍ତି । ସନ୍ତାନର ଦାୟିତ୍ଵର ପୁର୍ତି ହୋଇପାରେ । ଯାତ୍ରା ଦେଶାଟନର ସ୍ଥିତି ସୁଖଦ ବା ଲାଭ କାରି ରହିବ । ସନ୍ଧ୍ଯା କାଳରୁ ନେଇକି ରାତି ପର୍ଯ୍ୟନ୍ତ ପ୍ରିୟ ବ୍ୟକ୍ତିଙ୍କ ଦର୍ଶନ ବା ଶୁଭ ସମାଚାର ମିଳିବ । ବୁଦ୍ଧିମତାର ପ୍ରୟୋଗ କରି ନିଜ କାର୍ଯ୍ୟକୁ ବହୁତ ସହଜରେ ପୁରା କରିବେ ।

ଧନୁ :- ଆଜି ଆପଣଙ୍କ କୌଣସି ପାଖ ଲୋକ ଆପଣଙ୍କ ଲକ୍ଷ ଓ ଉଦେଶ୍ୟ ପାଇଁ ନିଜ ଚିନ୍ତା ଜାହିର କରିବ, ତାଙ୍କୁ ନିଜ ସ୍ଥିତି ବୁଝିବା ପାଇଁ ସମୟ ବାହାର କରନ୍ତୁ । ସାଙ୍ଗ ମାନଙ୍କ ସହିତ ମୌଜ ମସ୍ତିରେ ସମୟ ବିତିବ । ପରିବାରରେ ସୁଖ ଶାନ୍ତି ରହିବ । ଛାତ୍ରଙ୍କୁ ସଫଳତା ମିଳିବ । ବ୍ୟସ୍ତତା ଭାରି ପଡିପାରେ । ରାଗ ଉପରେ ନିୟତ୍ରଣ ରଖନ୍ତୁ ।

ମକର :- ଆପଣ ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ସାଥି ସହିତ ନିଜ ସମ୍ପର୍କ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପ୍ରେମ ଆହୁରି ଗଭୀର ହେବ । ଆଜିର ଦିନ ଆପଣଙ୍କ ପାଇଁ ସନ୍ତୋଷ ଓ ଶାନ୍ତି ଦେବା ଭଳି ରହିବ । ରାଜନୀତି ସହିତ ଜଡିତ ଲୋକଙ୍କ କାମ ପୁରା ହେବ । ବୌଧିକ ଚର୍ଚାରେ ଭାଗ ନେବେ । ସଡକ ଯାତ୍ରା କରିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ।

କୁମ୍ଭ :- ପରିଶ୍ରମ କରିବା ଆପଣଙ୍କ ମାର୍ଗ ପାଇଁ ବହୁତ ଭଲ ପ୍ରମାଣିତ ହୋଇପାରେ ଏହା ଦ୍ଵାରା ଆପଣଙ୍କ ଉନ୍ନତିର ଯୋଗ ରହିଛି । ଆପଣଙ୍କୁ କୌଣସି ନିସ୍ପତି ଭାବିଚିନ୍ତି ନେବା ଦରକାର । ଅଫିସରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରିବା ଦରକାର । ବ୍ୟବସାୟରେ ଲାଭ ଦ୍ଵାରା ମନ ଖୁସି ରହିବ । ପରିବାରରେ ଛୋଟ ଛୋଟ କଥାରେ ଯୁକ୍ତି କରନ୍ତୁ ନାହିଁ । ଭାଗ୍ଯର ସାଥ ମିଳିପାରେ ।

ମୀନ :- ଆଜି ଧନର ସାମାନ୍ଯ ଲାଭ ମିଳିବ । ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ ଅନ୍ଯଥା ମତଭେଦ ହୋଇପାରେ । ସମ୍ପର୍କରେ ମିଠା ଭରିବାର ଦିନ ଅଟେ । ଆଜି ଆପଣଙ୍କୁ ଜୀବନ ସାଥିର ସହଯୋଗ ଆଉ ସାନିଧ୍ୟ ଲାଭ ହେବ । ସନ୍ତାନଙ୍କ ତରଫରୁ କୌଣସି ପ୍ରକାର ଚିନ୍ତା ଆପଣଙ୍କୁ ଚିନ୍ତିତ କରିପାରେ । ଆଜି ସନ୍ଧ୍ଯା କୌଣସି ରହିଥିବା କାମ ବନିପାରେ ।

Leave a Reply

Your email address will not be published. Required fields are marked *