ଜୀବନରେ ଥିଲେ ଧନର ଅଭାବ, ବାସ କହିଦିୟନ୍ତୁ ହନୁମାନଙ୍କ ଏହି 1ମନ୍ତ୍ର- କାଙ୍ଗାଳବି ହେବ କୋଟିପତି

ଆଜି ର ସମୟରେ ପଇସା ବହୁତ ମହତ୍ଵପୂର୍ଣ ଅଟେ । ଏହାର ଅଭାବ ଲାଗି ବ୍ୟକ୍ତିର ଜୀବନରେ ବହୁତ ସାରା ସମସ୍ୟାର ସମନ୍ନା କରିବାକୁ ପଡିଥାଏ । ଯାହା ପାଖରେ ପଇସା ଅଛି ସେ ଜୀବନ ବହୁତ ଖୁସିରେ ବିତାଉଚି । ବାସ୍ତବରେ ଏହା ଜରୁରୀ ଅଟେ କି ପଇସା କିପରି ଆୟ କରାଯାଉଛି ।

ଯଦି ବ୍ୟକ୍ତି ସଚୋଟ ହୋଇପାୟସ କମଉଛି  ତ ସେହି ପଇସାରେ ଖୁସି ଓ  ସୁଖ ମିଳେ,ବେଇମାନିରେ କମଉଥିବା ଧନରେ  ଦୁଃଖ ମିଳେ । ସେଥିପାଇଁ ସେ ବେସୀ ଚିନ୍ତାରେ ରହିଥାଏ । ଧନର  ଅଭାବ ତା ଖୁସିରେ ପ୍ରତିବନ୍ଧକ ପକାଇଥାଏ । ସେ ଚାହେଁ କି ତା ପାଖରେ ବେସୀ ପଇସା ହେଉ ଓ ସେଥିପାଇଁ କଷ୍ଟ ବି କରେ କିନ୍ତୁ ଯଦି କଷ୍ଟ କରିଥିବା କାମରେ ଫଳ ମିଳେନି । ଯଦି ଆପଣଙ୍କ ସହିତ ଏମିତି ହେଉଛି ତ ଚିନ୍ତା କରିବାର କାରଣ ନହିଁ ।

ଶାରୀରିକ  ମାନସିକ ଶାନ୍ତି ସହିତ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ :

ତୁଲସୀ ଦାସ ରଚିତ କରିଥିବା ହନୁମାନ ଚାଳିଶାର ଏହି ଚୌପାଇ, ‘ଅଷ୍ଟସିଦ୍ଧି ନବନିଧି କି ଦାତା,ଅସବର ଦିନ ଜାନକୀ ମାତା ‘ ହନୁମାନ ବଳଶାଳୀ ହେବା ସହିତ ତାଙ୍କୁ ଧନର ସ୍ଵାମୀ ଓ ଦାତାବି କୁହାଯାଏ । ଏହି କାରଣରୁ ହନୁମାନଙ୍କ ପୂଜା କରୁଥିବା ଭକ୍ତ ନା କେବଳ ଶାରୀରିକ  ମାନସିକ ଶାନ୍ତି ମିଳେ ,ଧନ ଅଭାବ ସହିତ ଜଡିତ ଥିବା ସମସ୍ୟାର କଷ୍ଟ ମଧ୍ୟ ଦୂର କରିଥାନ୍ତି ।

ମଙ୍ଗଳବାର କି ଶନିବାରରେ କରନ୍ତୁ ଏହି ମନ୍ତ୍ରର ଜପ :

ଯଦି ଆପଣଙ୍କୁ ଜୀବନରେ ପଇସାର ଅଭାବ ଦେଖାଯାଉଛି  କି ଯଦି ଆପଣଙ୍କ ଜୀବନରେ ଖୁସି ର ଅଭାବ ଦେଖା ଯାଉଛି ତ ତଳେ ଦିଆଯାଇଥିବା ମନ୍ତ୍ରର ଉଚାରଣ ମଙ୍ଗଳବାର,ଶନିବାର ଓ ସନିଶ୍ଚରୀ ଅମାବାସ୍ୟା ଦିନ କରନ୍ତୁ । ମଙ୍ଗଳବାର କି ଶନିବାର ଦିନ ସକାଳୁ ସ୍ନାନ ସାରି ହନୁମାନ ମନ୍ଦିର କି ଶନିମନ୍ଦିର ଯାଇ ସିନ୍ଦୁର ଚଢାନ୍ତୁ । ତା ପରେ ଚାମେଲୀ ତେଲ,ଫୁଲ, ଅକ୍ଷ୍ୟତ,ଜନେଉ ଓ ନୈବେଦ୍ୟ ଚଢେଇ ତଳେ ଲେଖିଥିବା ମନ୍ତ୍ରର ଜପ କରନ୍ତୁ ।

ମନ୍ତ୍ର : ଓଁ ନମୋ ହନୁମତେ ରୁଦ୍ରାୱତାରାୟ ଭକ୍ତଜନମନ: କଲ୍ପନା-କଲ୍ପଦ୍ରୁମାୟ ଦୁଷ୍ଟମନୋରଥସ୍ତମ୍ଭନାୟ ପ୍ରଭଂଜନ-ପ୍ରାପ୍ରିଯାୟ ମହାବଲପରାକ୍ରମାୟ ମହାୱିପତ୍ତିନିୱାରଣାୟ ପୁତ୍ରପୌତ୍ରଧନ-ଧାନ୍ଯାଦି ୱିୱିଧସମ୍ପତପ୍ରଦାୟ ରାମଦୂତାୟ ସ୍ୱାହା ॥

ସିନ୍ଦୁରରେ ଘରର ମନ୍ଦିରରେ ବନାନ୍ତୁ ସ୍ଵସ୍ତିକ ଚିହ୍ନ:

ମନ୍ତ୍ରର ଉଚାରଣ କରିବାପରେ ହନୁମାନଙ୍କ ପ୍ରତିମାକୁ  ଗୁଗୁଳ,ଧୂପ ଓ ଦୀପର ଆରତୀ କରନ୍ତୁ । ତାପରେ ପ୍ରସାଦ ଗ୍ରହଣ କରନ୍ତୁ । ହନୁମାନଙ୍କ ଚରଣରେ ରଖିଥିବା ସିନ୍ଦୁରକୁ ଘରକୁ ଆଣି ଘରର ମନ୍ଦିରରେ ସ୍ଵସ୍ତିକର ଚିହ୍ନ ବନାନ୍ତୁ । କିଛି ଦିନ ପରେ ଧନ ସମସ୍ୟା ଦୂର ହେବ ।

Leave a Reply

Your email address will not be published. Required fields are marked *