ହଟାତ ଏମିତି କଣ ହେଲା Jhilik ଙ୍କର, କାହିଁକି କାନ୍ଦୁଛନ୍ତି ସେ… ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କିଛି କଳାକାର ମାନେ ନିଜର ସୁନ୍ଦରତା, ଷ୍ଟାଇଲ ଓ ବ୍ୟକ୍ତିତ୍ବ କୁ ନେଇ ବେଶ ଚର୍ଚ୍ଚା ରେ ରହିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି ରେ ବିଶେଷ କରି ଅଭିନେତ୍ରୀ ମାନେ ସୋ-ସି-ଆ-ଲ ମି-ଡି-ଆରେ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ସେ ଚର୍ଚ୍ଚା ହୁଏ ତ ତାଙ୍କର ଜୀବନ ଶୈଳୀକୁ ନେଇ ହେଉ ବା ତାଙ୍କର ମ୍ୟାରେଡ ଲାଇଫକୁ ନେଇ ହେଉ । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ କଣ ପାଇଁ କାନ୍ଦୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ବଙ୍ଗାଳୀ ନାୟିକା ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଅଭିନୟ କୁ ଦର୍ଶକ ଏମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ।

ସେ ଗତ ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ତାଙ୍କର ବୈବାହିକ ଜୀବନରେ ବେଶ ହସ ଖୁସିରେ ସମୟ ଅତିବାହିତ କରୁଛନ୍ତି । ତେବେ ଏହି ଭି-ଡି-ଓ ରେ ବିବାହ ପରେ ଝିଲିକ ନାକ ଫୋଡାଉଛନ୍ତି ଦେଖି ପାରିବେ । ସେ ହୁଏ ତ ନାକ ଫୋଡାଇବା ସମୟରେ ଡରୁଛନ୍ତି ବୋଲି ଏହି ଭି-ଡି-ଓ ରେ ଜଣା ପଡୁଛି ।

ନାକ ଫୋଡାଇବାକୁ ଆସିଥିବା ଲୋକ ମାନେ ତାଙ୍କୁ ଅନେକ କଥା କହି ତାଙ୍କର ମନକୁ ଭୁଲାଇ ତାଙ୍କର ମାଇଣ୍ଡ ଡାଇଭର୍ଟ କରୁଛନ୍ତି । କାରଣ ଝିଲିକ ବହୁତ ଡଋ ଯାଇଛନ୍ତି । କିନ୍ତୁ ଶେଷରେ ଝିଲିକ ଙ୍କର ନାକ ଫୋଡା ଯାଇଛି ଯାହା ଆପଣ ମାନେ ଏହି ଭ୍ଦିୟ ରେ ଦେଖି ପାରିବେ । ଏହା ପରେ ଝିଲିକ ବହୁତ ଜୋର ରେ କାନ୍ଦି ପକାଉଛନ୍ତି । ଏହା ପରେ ତାଙ୍କ ଆଖିରେ ଡ୍ରଫ ମଧ୍ୟ ପଡୁ ଥିବାର ଦୃଶ୍ୟ ଏହି ଭି-ଡି-ଓ ରେ ହେଉଛି । ତେବେ ଏହି ଭି-ଡି-ଓ ଟି ଦେଖିବାକୁ ବହୁତ ମଜାଦାର ଓ ରୋମାଞ୍ଚକର ହୋଇଛି ।

କାରଣ ଝିଲିକ ଛୋଟ ପିଲାଙ୍କ ଭଳି ନାକ ଫୋଡାଇବା ସମୟରେ କାନ୍ଦୁଛନ୍ତି । ତେବେ ଝିଲିକ ମ୍ୟାରେଜ ପରେ ଓଡିଆ ଇଣ୍ଡଷ୍ଟ୍ରି ରୁ ନିଜକୁ ଦୂରେଇ ରଖିଛନ୍ତି । ବର୍ତ୍ତମାନ ସେ ନିଜର ପରିବାର ସହ ଅଧିକ ସମୟ ସ୍ପେନ୍ଡ କରୁଛନ୍ତି । ବହୁତ ଜଲ୍ଦି ଝିଲିକ ଓଡିଆ ଜଗତକୁ ଫେରି ପୁଣି ଥରେ ନିଜର ଅଭିନୟ ଯାଦୁ ଦେଖାଇବେ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *