କଣ ଆପଣଙ୍କ ହାତରେ ମଧ୍ୟ ମହାଦେବଙ୍କ ତ୍ରିଶୂଳ ଅଛି, ଆସନ୍ତୁ ଜାଣିବା ଏହାର ଅର୍ଥ

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆପଣଙ୍କ ହାତ ରେଖା ଆପଣଙ୍କ ଭାଗ୍ୟ ନିର୍ଧାରିତ କରି ଥାନ୍ତି, ଆପଣଙ୍କ ଭାଗ୍ୟ ଆପଣଙ୍କ ହାତରେ ଲୁଚି ଥାଏ, କିନ୍ତୁ ଆପଣ ଏହାକୁ ଦେଖି ପାରନ୍ତି ନାହିଁ । କେତେକ ଲୋକ ଆପଣଙ୍କ ହାତ ଦେଖି ଆପଣଙ୍କ ଭାଗ୍ୟ ବିଷୟରେ କହି ଥାନ୍ତି, କିନ୍ତୁ ଏହା ପାଇଁ ଆପଣଙ୍କୁ ଟଙ୍କା ଖର୍ଚ କରିବାକୁ ପଡି ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହା ଦ୍ଵାରା ଆପଣ ମଧ୍ୟ ହାତ ରେଖା ଦେଖି ନିଜ ବା ଅନ୍ୟ ଭାଗ୍ୟ ବିଷୟରେ ଜାଣି ପାରିବେ ।

ସମୁଦ୍ର ଶାସ୍ତ୍ର ଅନୁଯାଇ ହାତରେ ବହୁତ ମହତ୍ଵପୂର୍ଣ ରେଖା ହୋଇ ଥାଏ ଯାହା କେବଳ ହାତ ରେଖାରେ ହୋଇ ଥାଏ ।

ଏମିତି କେତେକ ରେଖା ଆପଣଙ୍କୁ ଭାଗ୍ୟଶାଳୀ ବା ଦୁର୍ଭାଗ୍ୟଶାଳୀ ବନେଇ ଥାନ୍ତି । ଶାସ୍ତ୍ର ମାନ୍ୟତା ଅନୁଯାଇ ଯେଉଁ ଲୋକଙ୍କ ହାତରେ ଚକ୍ର ବା ତ୍ରିଶୂଳ ହୋଇ ଥାଏ ଏମିତି ବହୁତ କମ ଲୋକ ହୋଇ ଥାନ୍ତି କିନ୍ତୁ ଏହି ଲୋକଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ଶିବଙ୍କ କୃପା ହୋଇ ଥାଏ ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଶାସ୍ତ୍ର ରେ ହସ୍ତରେଖା ବିଜ୍ଞାନ ଯାହା ଜ୍ଯୋତିଷ ବିଦ୍ୟା ଭାଗ ଅଟେ, ଏହା ଏକ ଏମିତିକା ବିଦ୍ୟା ଅଟେ ଯାହା ଦ୍ଵାରା ଆମେ କୌଣସି ଲୋକ ଭବିଷ୍ୟ ସଫା ସଫା ଦେଖି ପାରିବେ । ହସ୍ତରେଖା ବିଜ୍ଞାନ ଏମିତିକା ଜ୍ଞାନ ଯାହା ଦ୍ଵାରା ଲୋକ ଆପଣଙ୍କ ଭବିଷ୍ୟ ବିଷୟରେ କହି ଥାନ୍ତି କିନ୍ତୁ ଏହି ବିଦ୍ୟା ବହୁତ କଠିନ ହୋଇ ଥାଏ ।

ଶାସ୍ତ୍ର ଅନୁଯାଇ ହାତରେ ତ୍ରିଶୂଳ ଆକାର ରହିଲେ ଜୀବନରେ  ସୁଖ, ସମୃଦ୍ଧି ଏବଂ ଭାଗ୍ୟଶାଳି ହୋଇ ଥାନ୍ତି । କାଣି ଆଙ୍ଗୁଳି ତଳେ ସୂର୍ଯ୍ୟ ଅନ୍ତ ରେ ତ୍ରିଶୂଳ ହେଲେ ରାଜଯୋଗ ହୋଇ ଥାଏ ଯାହା ଦ୍ଵାରା ଆପଣ ନାମ, ଧନ ଏବଂ ସାଂସାରିକ ଲାଭ ପ୍ରାପ୍ତ କରିବେ । ଏହା ଛଡା ତର୍ଜନୀ ତଳେ ଗୁରୁ ପର୍ବତ ଉପରେ ଥିବା ହୃଦୟ ରେଖା ଅନ୍ତ ରେ ତ୍ରିଶୂଳ ଚିହ୍ନ ହେଲେ ଜୀବନରେ କୌଣସି ଜିନିଷ କେବେ କମ ହୋଇ ନଥାଏ । ମାନ୍ୟତା ଏହା ମଧ୍ୟ ଅଛି ଯେ ସପନ ରେ ତ୍ରିଶୂଳ ଦେଖା ଗଲେ କାମ ରେ ସଫଳତା ସମ୍ଭାବନା ବଢି ଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ । ଯଦି ଆଗକୁ ମଧ୍ୟ ଏହି ପରି ପୋଷ୍ଟ ପଢିବାକୁ ଚାହୁଞ୍ଚନ୍ତି ତେବେ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *