ବାଳ କୁଣ୍ଡେଇବା ସମୟରେ ହାତରୁ ପାନିଆ ଖସିଲେ କଣ ସୂଚନା ମିଳେ- Ajira Anuchinta

ବନ୍ଧୁଗଣ ଆମେ ନୀତିଦିନ ଅନେକ ଜିନିଷ ତଥା ବସ୍ତୁର ପ୍ରୟୋଗ କରିଥାଉ । ମନୁଷ୍ୟ ଜୀବନରେ ଚଳିବା ପାଇଁ ପ୍ରାଏ ଅଧିକାଂଶ ବସ୍ତୁର ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ମାତ୍ର ଆମର ରହଣି ସହଳି ଉଚିତ ହେଲେ ତାହା ଆମ ପାଇଁ ବହୁତ ଲାଭ ଦାୟକ ସାବ୍ୟସ୍ଥ ହୋଇଥାଏ । ଏହା ସହିତ ଯଦି ଆମେ ସଠିକ ଭାବେ ସମସ୍ତ ନିୟମର ପାଳନ କରି ନିଜର ଜୀବନ ଜାପନ କରିଥାଉ ତେବେ ତାହା ଆମ ପାଇଁ ବହୁତ ମଙ୍ଗଳ ଏବଂ ଶୁଭ ବାରତା ନେଇ ଆସିଥାଏ । ସେହିଭଳି ଯଦି ଆମେ ସେଗୁଡିକର ସଠିକ ବ୍ୟବହାର ନ କରି ଥାଉ ତେବେ ତାହା ଆମର ବହୁତ କ୍ଷତି କରିଥାଏ । ଆସନ୍ତୁ ଜାଣିବା ସେହି ବିଶେଷ କଥା ଗୁଡିକ ବିଷୟରେ ।

୧- ଯେଉଁ ମାନଙ୍କର ରାତିରେ ମୁଣ୍ଡ କୁଣ୍ଡାଇବା ଖରାବ ଅଭ୍ଯାସ ଥାଏ, ଏହା ସେମାନଙ୍କ ପାଇଁ ଅମଙ୍ଗଳ ହୋଇଥାଏ । ଏବଂ ଆପଣ ମୁଣ୍ଡ କୁଣ୍ଡାଇଲା ବେଳେ କାଠ ପାନିଆର ବ୍ୟବହାର କରିବା ଉଚିତ । ଏହା ଦ୍ଵାରା ମୁଣ୍ଡର ସମସ୍ଯା ଦୂର ହୋଇଥାଏ । ୨- ଯେଉଁ ବ୍ୟକ୍ତି ମାନଙ୍କର ଗରମ ପାଣିରେ ଗାଧୋଇବାର ଖରାପ ଅଭ୍ଯାସ ରହିଥାଏ । ସେମାନଙ୍କର ମୁଣ୍ଡର କେଶ ଝଡିବା ସହିତ ଆଖିର ଦ୍ରୁଷ୍ଟି ଶକ୍ତି ମଧ୍ୟ କମ ହୋଇଆସେ ।

୩- ଯେଉଁ ବ୍ୟକ୍ତି ମାନେ ଘରେ ଲାଗିଥିବା ଗଛକୁ ସକାଳେ ଏବଂ ସନ୍ଧ୍ୟାରେ ଜଳ ଦେଇଥାନ୍ତି । ସେମାନଙ୍କର ସବୁ ସମସ୍ଯା ତଥା ବାଧା-ବିଘ୍ନ ସହିତ ଲଢିବାର ଶକ୍ତି ଆସିଥାଏ । ସେମାନଙ୍କର ଅବସାଦ ଏବଂ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ । ୪- ଯେଉଁ ବ୍ୟକ୍ତି ମାନଙ୍କର ବାହାରୁ ଆସି ଜୋତା, ଚପଲ, ତଥା ମଉଜା ଏଠିସେଠି ପକାଇବାର ଖରାପ ଅଭ୍ଯାସ ଥାଏ, ସେମାନଙ୍କର ଶତ୍ରୁ ବୃଦ୍ଧି ହୋଇଥାଏ ଏବଂ ଅମଙ୍ଗଳ ମଧ୍ୟ ହୋଇଥାଏ ।

୫- ଯେଉଁ ବ୍ୟକ୍ତି ମାନେ ସକାଳୁ ଉଠିଲା ପରେ ଶେଜକୁ ଅସଜଡା କରି ଛାଡି ଦିଅନ୍ତି ସେମାନଙ୍କୁ ଦିନସାରା ବହୁତ ଅଶାନ୍ତି ମିଳିଥାଏ ଏବଂ ସେମାନେ ଅନ୍ୟ ମାନଙ୍କ ସହିତ ଚିଡ ଚିଡ ହୋଇ କଥା ହୋଇଥାନ୍ତି । ଏହା ଫଳରେ ଅଶାନ୍ତିର ବାତା ବରଣ ଖେଳିଥାଏ । ୬- ଗାଧୋଇଲା ବେଳେ ନିଜ ପାଦକୁ ଭଲ କରି ସଫା କରିବ ଉଚିତ ଏବଂ ବାହାରୁ ଆସିଲେ ପାଦ ଭଲକରି ଧୋଇବା ଉଚିତ ଏହା ଦ୍ଵାରା ମନସ୍ଥିର ହୋଇଥାଏ ଏବଂ ମାନସିକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ, ଏହା ସହିତ ଆପଣଙ୍କ ମନର କ୍ରୋଧ ମଧ୍ୟ ଶାନ୍ତ ହୋଇଥାଏ ।

୭- ଯେଉଁ ଲୋକମାନେ ଦୂରକୁ ଯାତ୍ରା କରି ଯାଇଥାନ୍ତି । ଏବଂ ଘରକୁ ଫେରିଲା ବେଳେ ଖାଲି ହାତରେ ଆସିଥାନ୍ତି, ସେମାନଙ୍କ ଦରିଦ୍ରତା ଧୀରେ ଧୀରେ ବୃଦ୍ଧି ପାଇଥାଏ ଏବଂ ଆପଣଙ୍କ ଘରେ ଅଶାନ୍ତି ଦେଖାଯାଇଥାଏ । ଆପଣ ଫେରିଲା ବେଳେ କିଛି ଜିନିଷ ସାଙ୍ଗରେ ଆଣିବା ଉଚିତ ଏହା ଦ୍ଵାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଆପଣଙ୍କ ଘରେ ଧନର ବୃଦ୍ଧି ମଧ୍ୟ ହୋଇଥାଏ ।

୮- ଯେଉଁ ବ୍ୟକ୍ତି ନାକରେ ସର୍ବଦା ଆଙ୍ଗୁଠି ଭର୍ତି କରିଥାନ୍ତି, କିମ୍ବା ସେମାନଙ୍କର ଦାନ୍ତ ରଗଡିବା ଭଳି ଖରାପ ଅଭ୍ଯାସ ରହିଥାଏ । ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ଯା ଦେଖା ଦେଇଥାଏ ଏବଂ ସେମାନଙ୍କର ସାମାଜିକ ପ୍ରତିଷ୍ଠା କ୍ରମଶ ନଷ୍ଟ ତଥା କ୍ଷୟ ହୋଇଥାଏ । ବନ୍ଧୁଗଣ ଏହାଥିଲା କିଛି ବିଶେଷ କଥାର ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *