Ollywood ଅଭିନେତ୍ରୀ Riya Deyଙ୍କ ବାହାଘରରେ ଯୋଗଦେଲେ ଏହି ସବୁ ଓଡିଆ ଅଭିନେତ୍ରୀ, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦରତା ଓ ଅଭିନୟ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ଯେଉଁ ଓଡିଆ ହିରୋଇନ ମାନେ ବିବାହ କରିବାକୁ ଯାଇଥାନ୍ତି ସେମାନେ ନିଜର ମ୍ୟାରେଜ କୁ ନେଇ ବହୁତ ଅଧିକ ଖୁସି ହେବା ସହ ଟିକିନିଖି ଖବର ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ଯାହା ବିଷୟରେ ଦର୍ଶକ ମାନେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ବିବାହ କୁ ନେଇ ଖାସ କଥା କହିବାକୁ ଯାଉଛୁ ।

ତେବେ ସେହି ଖାସ ହିରୋଇନ ଜଣଙ୍କ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ହିରୋଇନ ରିୟା ଦେ । ସେ ଓଲିଉଡ ଜଗତରେ ଅନେକ ସାରା ଫିଲ୍ମ ରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେସ ପ୍ରଭାବିତ ମଧ୍ୟ କରି ପାରିଛି । ରିୟା ବହୁତ କମ ସମୟରେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ତାଙ୍କର ହଳଦୀ ରସମ ର ଭିଡିଓ ସୋସିଆଲ ମିଡିଆରେ ଖୁବ ମାତ୍ର ରେ ଭାଇରାଲ ହେବାରେ ଲାଗିଛି । ଏଥିରୁ ଆପଣ ମାନେ ବୁଝି ପାରୁଥିବେ କି ରିୟା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କର ନିର୍ବନ୍ଧ ମଧ୍ୟ ଶେଷ ହୋଇ ଯାଇଛି । ଏବେ ତାଙ୍କର ହଳଦୀ ରସମ ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭାଇରାଲ ହୋଇଥିବା ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି ରିୟା ଙ୍କ ହଳଦୀ ରସମ ରେ ଓଡିଆ ଅଭିନେତ୍ରୀ ମାନେ ମଧ୍ୟ ଯୋଗ ଦେଇଛନ୍ତି । ସମସ୍ତେ ହଳଦିଆ ଅରଙ୍ଗର ଶାଢୀ ସହ କଳା ଚଷମା ଲଗାଇ ବେସ ସୁନ୍ଦର ଲାଗୁଛନ୍ତି । ସବୁଠାରୁ ଅଧିକ ସୁନ୍ଦର ରିୟା ହିଁ ଲାଗୁଛନ୍ତି । ଓଡିଆ ଅଭିନେତ୍ରୀ ମାନେ ରିୟା ଙ୍କ ସହ ତାଙ୍କ ହଳଦୀ ରସମ ରେ ସାମିଲ ହୋଇ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି ।

ସମସ୍ତେ ମିଶି ଖୁବ ଧୂମ ଧାମ ରେ ହଳଦୀ ରସମ ଏଞ୍ଜୋଏ କରୁଛନ୍ତି ଆଉ ମସ୍ତି ମଧ୍ୟ କରୁଛନ୍ତି । ସମସ୍ତେ ରିୟା ଙ୍କ ସହ ଗୀତ ର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖିଲେ ଆପଣ ବି ଝୁମୀ ଉଠିବେ । ତେବେ ରିୟା ବହୁତ ଜଲ୍ଦି ନବ ବଧୁ ହେବାକୁ ଯାଉଛନ୍ତି । ତେବେ ରିୟା ଙ୍କ ହଳଦୀ ରସମ ରେ ଓଡିଆ ଅଭିନେତ୍ରୀ ମାନେ ଯୋଗ ଦେଇ ଚାର ଚାନ୍ଦ ଲଗାଇ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ଋଯ ଦେ ଙ୍କ ହଳଦୀ ରସମ ର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *