ନିଜ ନିଜ ଜୀବନରେ ବହୁତ ଥର ଅନ୍ତିମ ସଂସ୍କାର ଦେଖିଥିବେ ଓ ସେହି ସମୟରେ ଦେଖିଥିବେକି ଜଳୁଥିବା ଶବର ମୁଣ୍ଡକୁ ବାଡିରେ ବାଡେଇ ଦିଆଯାଏ । ବହୁତ ଲୋକଙ୍କୁ ଜଣା ନଥିବକୀ କାହିଁକି ବାଡେଇଥାନ୍ତି କିନ୍ତୁ ବହୁତ ଲୋକଙ୍କୁ ଜଣା ନଥାଏକି କାହିଁକି ଏମିତି କରାଯାଏ ।
ଆସନ୍ତୁ ଜାଣିବା ଏମିତି କାହିଁକି କରାଯାଏ, ଏହା ପଛରେ କଣ ରହସ୍ୟ ରହିଛି । ହିନ୍ଦୁ ରୀତି ନିତି ହିସାବରେ ଜନ୍ମଠୁ ନେଇ ମରଣ ପର୍ଯ୍ୟନ୍ତ ୧୬ ସଂସ୍କାର ରହିଛି, ଯେଉଁଥିରେ ଦାହ ସଂସ୍କାରକୁ ହିନ୍ଦୁ ଧର୍ମରେ ଅନ୍ତିମ ସଂସ୍କାର କୁହାଯାଏ ।

ଅନ୍ତିମ ସଂସ୍କାର ସମୟରେ ଗୋଟେ ମରୁତ ଶରୀରକୁ ଜଳେଇକି ଏହି ଦୁନିଆରୁ ବିଦାୟ ଦିଆଯାଏ ଓ ତାର ଶରୀରର ପାଊଁଶକୁ କୌଣସ ପବିତ୍ର ନଦୀରେ ଭସେଇ ଦେଇଥାନ୍ତି । ଅନ୍ତିମ ସଂସ୍କାର ସମୟରେ କେତୋଟି ରୀତି ନୀତିର ପାଳନ କରାଯାଏ । ଯେମିତିକି ଲଣ୍ଡା ହେବା, ମୃତ ଶରୀରର ଚାରି ପାଖରେ ବୁଲିବା, ଜଳୁଥିବା ଚିତାରେ ଶବର ମୁଣ୍ଡକୁ ବାଡିରେ ବାଡେଇବା ।
ଏହି ରସମ ପଛରେ କିଛି ରହସ୍ୟ ରହିଛି ଆଜି ଆମେ ଜାଣିବା କାହିଁକି ହିନ୍ଦୁ ଧର୍ମରେ ଜଳୁଥିବା ଚିତାରେ ସବାର ମୁଣ୍ଡକୁ ବାଡିରେ ବାଡେଇଥାନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରରେ ୧୧ ଟି ଦ୍ଵାରା ରହିଥାଏ । ଏମିତି କୁହାଯାଏକି ଆତ୍ମା ମସ୍ତିସ୍କ ଦ୍ଵାରରେ ପ୍ରବେଶ କରିଥାଏ ଓ ବହୁତ କମ ଲୋକ ଜାଣିଛନ୍ତିକି ଆତ୍ମା ଆପଣଙ୍କ କର୍ମ ଅନୁସାରେ ଏହି ଦ୍ଵାରା ମାଧ୍ୟମରେ ଶରୀରରୁ ବାହାରକୁ ଯାଏ । ବ୍ରହ୍ମ ରନ୍ଧ୍ର ଶରୀରରେ ୧୧ ଦ୍ଵାରା ମଧ୍ୟରୁ ଉଚ ମାନନ୍ତି ।
ଏହି ବିଧିକୁ କପାଳ ମୋକ୍ଷମ ମଧ୍ୟ କୁହାଯାଏ
ଏହାଛଡା ଏମିତି ମଧ୍ୟ କୁହାଯାଏ ଯେଉଁ ଆତ୍ମା ମୁଣ୍ଡ ପଟେ ବାହାରି ଥାଏ, ସେ ମୋକ୍ଷ ପ୍ରାପ୍ତ କରି ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଏ । ଏହି ବିଧିକୁ କପାଳ ମୋକ୍ଷମ ମଧ୍ୟ କୁହାଯାଏ । ଏହି ବିଧି ଗୁରୁଙ୍କ ମାର୍ଗ ଦର୍ଶନ ବୀନା ହାସିଲ କରିବା ଗୋଟେ କଠିନ କମ ଅଟେ । ସେଥିପାଇଁ ମୃତକ ସମ୍ପର୍କୀୟ ମାନେ ମରୁତ ଶରୀରର ମୁଣ୍ଡକୁ ବାଡିରେ ମାରିଥାନ୍ତି ।
କାହିକି ବାଡିରେ ତିନିଥର ମରାଜାଏ
ହିନ୍ଦୁ ରୀତି ରିବାଜ ହିସାବରେ ଏହାକୁ ଗୋଟେ ରସମ ମନାଯାଏ । ଯେବେ ଚିତା ଜଳିଯାଏ ସେବେ ମୁଖାଗ୍ନି ଦେଇଥିବା ବ୍ୟକ୍ତି ବାଉଁଶରେ ସେଇ ମୃତ ବ୍ୟକ୍ତିର ମୁଣ୍ଡକୁ ତିନିଥର ମାରିଥାଏ, କାରଣ ଗୋଟେ ଥରେ ସେ ସହଜରେ ଭଙ୍ଗେନି । ସେଥିପାଇଁ ତିନିଥର ମରଜାଏ ଯେବେସେ ଖୋପଡିକୁ ତିନିଥର ବାଡିରେ ମାରିଥାନ୍ତି ତ ସେ ଗରମ କାରଣରୁ ସହଜରେ ଭାଙ୍ଗି ଯାଇଥାଏ ।
ଆଉ ଗୋଟେ କଥାବି ରହିଛି ଆତ୍ମାର ଦୁରୂପଯୋଗ ହେବାରୁ ବଞ୍ଚେଇବା ପାଇଁ ଏହାକୁ ଭାଙ୍ଗି ଦିଆଯାଇଥାଏ । ଧାରଣ ଏହା ମଧ୍ୟ ରହିଛି ତାନ୍ତ୍ରିକ ଲୋକ ସେହି ଶରୀରର ମୁଣ୍ଡର ଚିନ୍ତାରେ ରହିଥାନ୍ତି ଯାହାକୁ ନେଇ ତାର ଦୁରୂପଯୋଗ କରିବେ ଓ ତାର ପ୍ରଭାବରେ ଖରାପ କାମ କରିପାରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।