ସବୁବେଳେ ପଇସା ପଛରେ ଗୋଡାଉଥିଲେ, ଥରେ ନିଶ୍ଚୟ ପଢନ୍ତୁ- Chanakya Niti

ଧନର ମାୟା ସମସ୍ତଙ୍କ ଉପରେ ଭାରି ପଡେ, ବହୁତ ଛୋଟ କଥା ଅଟେ, ଯାହା ସମସ୍ତେ ଜାଣିଛନ୍ତି,ଦୁନିଆରେ ଏମିତି କେହି ନାହି,ଜିଆ ଧନୀ ହେବାକୁ ଚାହେଁ ନହିଁ । ସମସ୍ତେ ଧନର ଶକ୍ତି ଜାଣିଛନ୍ତି ,ଆଜିର ଦୁନିଆରେ ପଇସା ସମସ୍ତଙ୍କର ଅଭିଳାଷ ,ଦୁଷ୍ଟଲୋକଙ୍କୁ ବି ଶୁଦ୍ଧରୀ ଦିଏ । ଯାହା ପାଖରେ ଧନ ଅଛି ,ସମାଜରେ ତାର ସ୍ଥାନ ଅଛି ,ଦୁନିଆ ପଇସା ପାଖରେ ଝୁକେ ।

ଏହି କାରଣ ଅଟେ କି ସମସ୍ତେ ପଇସା ପଛରେ ଦଉଡୁଛନ୍ତି । କେଏନ ଧାନରେ ଖୁସି କିଣା ଯାଇପାରିବ? କଣ ସବୁ ଧନୀ ବ୍ୟକ୍ତି ଖୁସି ଅଛନ୍ତି । ମଣିଷ ସୁଖରେ ରହିବା ପାଇଁ ଧନ କମାଏ,ଏମିତି ହେଉନି କି ଯେଉଁ ଧନ ପାଇଁ ଦିନ ରାତି ଏକ କରି ତା ପଛରେ ଗୋଡାଉଛୁ ,ସେ ସୁଖର ଶତ୍ରୁ ନୁହେଁ ତା? ଆଜିର କାହାଣୀ ଏହା ଉପରେ ଆଧାରିତ ଅଛି । ପଇସା କମେଇବା ଚକ୍କରରେ ଜୀବନର ଖୁସି ଖତମ ହେଉଛି ।

Image Courtesy: Google

ଏକ ନଗରରେ ଜଣେ ସାହୁକାର ଥିଲେ । ତାଙ୍କ ପାଖରେ ଅପର ସମ୍ପତି ,କୋଠା ,ଘୋଡା ଗାଡି ,ସୁଖରେ ରହିବା ପାଇଁ ସବୁ କିଛି ଥିଲା,ଯାହା ସମସ୍ତେ ଚାହାନ୍ତି । କିଛି ଜିନିଷ ନଥିଲା ,ସିଏ ହେଲା ସୁଖ ଶାନ୍ତି । ତାଙ୍କ ମନ ସବୁବେଳେ ବ୍ୟସ୍ତ ବିବ୍ରତ ରହୁଥିଲା । ବଡ କୋଠାରେ ସାହୁକାର ଓ ତାଙ୍କ ସ୍ତ୍ରୀ ରହୁଥିଲେ । ଛୁଆ ବିଦେଶରେ ରହୁଥିଲେ । ତାଙ୍କ ଘର ସାମ୍ନାରେ ଜଣେ ମୁଲିଆ ପରିବାର ରହୁଥିଲେ,ସେଇ ଘରେ 6 ଜଣ ସଦସ୍ୟ ରହୁଥିଲେ ,ଘରେ ଧନର କମି ଥିଲା ବହୁତ କମ ଆୟ ହେଉଥିଲା ଯାହା ଦୁଇ ଓଳି ଖାଇବାର ବ୍ୟବସ୍ତା ହେଇପାରୁଥିଲା । ଏହା ପରେ ବି ସେ ଘରୁ ସବୁବେଳେ ଜୋର ଜୋର ଚିଲେଇକି ହସିବାର ଆବଜ ଆସେ ।

Image Courtesy: Google

ସବୁ ହସ ଖୁସିରେ ଖାଇ ପିଈ ରହୁଥିଲେ । ସାହୁକାର ସବୁବେଳେ ତାଙ୍କ ସ୍ତ୍ରୀ ସହିତ ଛାତ ଉପରକୁ ଆସନ୍ତି ଓ ସେଇ ପରିବାରର ଖୁସି କୁ ଅନୁଭବ କରନ୍ତି,ସେତେବେଳେ ତାଙ୍କ ଦୁଖ ଅଧିକ ବଢି ଯାଏ । ଦିନେ ସାହୁକାର ଘରକୁ ଜଣେ ସନ୍ଥ ଆସିଲେ ,ତାଙ୍କ ଭୋଜନ ପରେ ସାହୁକାର ତାଙ୍କୁ ନେଇ ଛାତ ଉପରକୁ ଆସିଲେ । ସେ ବି ବହୁତ ଖୁସି ହେଲେ ହସ ଖୁଶିର ପରିବାର ଦେଖି । ସାହୁକାର ସନଥଙ୍କୁ କହିଲେ ଆମେ ଏତେ ଧନୀ ହେଇ ଖୁସି ନାହୁଁ କିନ୍ତୁ ସେ ଗରିବ ହୋଇ ବହୁତ ଖୁସି ଅଛନ୍ତି । ଏହାର କାରଣ କଣ ?

Image Courtesy: Google

ସନ୍ଥ କହିଲା କି ତମେ ନିନ୍ୟାନବେ ଚକ୍କର ରେ ପଡିଛ ସେଇ ଛକକର ସମସ୍ତଙ୍କ ଖୁସି ଛଡାଇନିଏ । ସାହୁକାର ଏହି କଥାରେ ଏକମତ ହେଲେନି ,ସନ୍ଥ କହିଲେ କି ୯୯ଟଙ୍କାର ଥଳି ଫୋପାଡି ଦିଅ ଆଉ ଦେଖା କଣ ହଉଛି । ସେ ରାତିରେ ସାହୁକାର ଥଳି ପକାଇଦେଲେ,ଆରଦିନ ସେଇ ଥଳି ସେଇ ଲୋକକୁ ମିଳିଗଲା । ଏତେ ଧନ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ଓ ତାକୁ ଅଧିକ କରିବା ପାଇଁ ତା ମନରେ ଲୋଭ ହେଲା । ସେ ତା ସ୍ତ୍ରୀ କୁ କହିଲା ଆମେ ଯଦି ୧ଟଙ୍କା ମିସଉଛେ ତ ୧୦୦ ଟଙ୍କା ହେବ ଯାହା କି ଭବିଷ୍ୟତରେ କାମ ଦେବା ।

Image Courtesy: Google

ଏହା ସହିତ ସେଇ ପରିବାରରେ ଖାଇବା ପିଈବରେ କମ କରିଦେଲେ,ପୂର୍ବରୁ ଟଙ୍କା ରୋଷେଇ ଏତେ ସ୍ଵାଦିଷ୍ଟ ଥିଲା ଯେ ଆଖ ପାଖ ଲୋକ ଙ୍କ ମନ ଭରି ଯାଉଥିଲା ,ଏବେ ସେସବୁ ବନ୍ଦ ହୋଇଗଲା ୧ ଟଙ୍କା ଜମା କରିବା ଚକକରେ ଏହି ଜିନିଷ ଚାଲୁ ହେଇଗଲା । ସନ୍ଧ୍ଯା ରେ ଏକ ସାଥିରେ ରହି ହସ ଖୁସି କରିବା ଲୋକ ଡେରିରେ ଘରକୁ ଫେରିବାରେ ଲାଗିଲେ ,ହସ ଖୁସି କୁଆଡେ ଚାଲି ଗଲା । ହଁ ,ପଇସା ଜମା ହୋଇଯାଇଥିଲା କିନ୍ତୁ ଭବିଷ୍ୟତ ଚକ୍କର ବର୍ତମାନ ଖୁସି କୁ ହଜାଇ ଦେଇଥିଲେ । ଗୋଟେ ମା ସପରେ ସନ୍ଥ ପୁଣି ଆସିଲେ ,ଓ ସେ ପରିବାରକୁ ଦେଖିଲେ ଓ ସାହୁକାରକୁ ଦେଖି ହସିଲେ ।

Image Courtesy: Google

ସାହୁକାର ମଣିଲେ ଓ ହାତଯୋଡି କହିଲେ ଅତ୍ୟଧିକ ମୋହ ହିଁ ଦୁଖର କାରଣ । ଧନରେ ଆବଶ୍ୟକ ପୁରା ହୁଏ କିନ୍ତୁ ସୁଖ ମିଳେନି ,ଧନ ଜୀବନ ଜାପାନ ପାଇଁ ଆବଶ୍ୟକ କିନ୍ତୁ ଜୀବନକୁ ଖୁସି ରେ ରହିବା ପାଇଁ ନୁହେଁ । ନିଜ ଲୋକଙ୍କ ସହିତ ରହି ଖୁସି ମିଳେ,ନିଜ ଲୋକଙ୍କ ସହିତ ବିତାଇଥିବା ସମୟ ଖୁସି ଦିଏ । ଧାନର ମହତ୍ଵ ଅଛି,କିନ୍ତୁ ଜୀବନରେ ଖୁସି ଆସିବାର ଜାଗା ନେଇପାରିବା ନହିଁ । ତା ଆଜିଠାରୁ ପରିବାର ସହିତ ଅଧିକ ସମୟ କାଟନ୍ତୁ,ନହେଲେ ପଛରେ ଭାବି ବାକୁ ନ ପଡେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *