ହେଇଯିବେ ନପୁଂସକ ଏବଂ କେବେବି ହେଇ ପାରିବେନି ବାପା, ଯଦି କରିବେ ଏହିସବୁ କାମ…

ଆଜିକାଲି ଆମ ଜୀବନ ଶୈଳୀ ବହୁତ ବଦଳି ଯାଇଛି ଯାହାର ଅସର ଆମ ସ୍ୱାସ୍ଥ୍ୟ ଉପରେ ପଡୁଛି । ଆମର ଉଥାନପତ୍ତନ ଜୀବନ ଏବଂ ଖରାପ ଅଭ୍ୟାସ ପାଇଁ ବହୁତ କଷ୍ଟ ଭୋଗିବାକୁ ପଡୁଛି । ଖାସ କରି ପୁଅମାନଙ୍କର ଖରାପ ଜୀବନ ଶୈଳୀର ପ୍ରଭାବ ତାଙ୍କ ସେକ୍ସ ଲାଇଫରେ ପଡିଥାଏ । ଯାହା ତାଙ୍କୁ ନପୁଂସକ କରିଦିଏ । କଣ ଆପଣ ଜାଣିଛନ୍ତି ଆଜିକାଲି କେତେ ଯୁବକଙ୍କ ଭିତରେ ନପୁଂସକ ହେବାର ଦେଖିବାକୁ ମିଳୁଛି ?

ଆସିଥିବା ଏକ ରିସର୍ଚ ରେପୋର୍ଟରୁ ଜଣା ପଡିଛି ଆଜିକାଲି ଯୁବକ ମାନଙ୍କ ଭିତରେ ନପୁଂସକ ସଂଖ୍ୟା ବହୁତ ବଢିବାରେ ଲାଗିଛି ।

ଏହା କିଛି ବଡ ରୋଗ ନୁହେଁ କି ଯାହାର ଚିକିତ୍ସା ହେଇପାରିବ ନାହିଁ । କିନ୍ତୁ ଲୋକ ଲାଜରେ ଏହି କଥାକୁ କହିପାରନ୍ତି ନାହିଁ । ଡକ୍ଟର ରଣଧୀର ସିଂହ କହିବା ଅନୁସାରେ ଆଜିକାଲି ଯୁବକ ମାନଙ୍କର କିଛି ଏମିତି ଖରାପ ଅଭ୍ୟାସ ହେଇଯାଉଛି କି ଯାହା ଫଳରେ ସେ ପ୍ରତିଦିନ ନପୁଂସକ ହେଉଛନ୍ତି । ଯଦି ସେମାନେ ଏହି ୧୦ଟି ଅଭ୍ୟାସକୁ ଛାଡିଦିଅନ୍ତି ତାହେଲେ ତାଙ୍କର ଏହି ସମସ୍ୟା ଦୂର ହେଇଯାଆନ୍ତା । ଚାଲନ୍ତୁ ଜାଣିବା ଏହି ୧୦ଟି ଅଭ୍ୟାସ ବିଷୟରେ ।

ନିଶାରେ ନପୁଂସକତା

ଆଜିକାଲି ଯୁବକମାନେ ମଦ ଏବଂ ସିଗାରେଟ ଭଳି ନିଶାକୁ ନିଜର ଫେସନ କରିସାରିଲେଣି । ୧୦୦ ରୁ ୯୦ ପ୍ରତିଶତ ଯୁବକ ନିଶାର ଶିକାର ହୋଇଛନ୍ତି । କିନ୍ତୁ ସେମାନେ ଜାଣି ନାହାଁନ୍ତି ଏହା ଦ୍ଵାରା ସେ ନପୁଂସକ ହେଇଯାଉଛନ୍ତି ।

ସୋସିଆଲ ମିଡିଆର ସେକ୍ସ ଉପରେ ପ୍ରଭାବ

ଯୁବକମାନେ ବହୁତ ରାତି ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଏକ୍ଟିଭ ରହୁଛନ୍ତି । ଏହା ବି ତାଙ୍କୁ ନାମର୍ଦ କରିବାର ଦ୍ଵିତୀୟ କାରଣ ଅଟେ । କିଛି ଲୋକ ଏମିତି ଅଛନ୍ତି ଯାହାକୁ ରାତିରେ ନିଦ ଲାଗିନଥାଏ । ଏହି ସମୟରେ ଲୋକଙ୍କ ଶରୀରରୁ ଟକସିନ୍ସ ବାହାରିଥାଏ ଯାହା ତାଙ୍କ ସ୍ପର୍ମ ସଂଖ୍ୟାକୁ କମ କରିଦେଇଥାଏ ଯାହା ଦ୍ଵାରା ସେମାନେ ସମୟ ସହିତ ନପୁଂସକ ହେଇଯାନ୍ତି ।

ଚିନ୍ତା କରିଥାଏ ନାମର୍ଦ

ଚିନ୍ତା କରିବା ଦ୍ଵାରା ଆମ ଶରୀରର ଶାରୀରିକ କ୍ଷମତା ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିଥାଏ ଏବଂ ଏହା ନପୁଂସକ ହେବାର ବଡ ରୋଗକୁ ଜନ୍ମ ଦେଇଥାଏ ।

ମୋଟାପଣର ପ୍ରଭାବ

ମୋଟା ଲୋକଙ୍କର ସେକ୍ସ ହରମୋନ କମ ହୋଇଥାଏ ଯାହାଦ୍ୱାରା ସେ ନପୁଂସକ ହୋଇଥାନ୍ତି ।

ଟାଇଟ ଅଣ୍ଡରଉଇୟର ପିନ୍ଧନ୍ତୁ ନାହିଁ

ଯୁବକମାନେ କେବେ ଟାଇଟ ଅଣ୍ଡରଉଇୟର ପିନ୍ଧିବା ଉଚିତ ନୁହେଁ, ଏହା ନପୁଂସକ ହେବାର ବିପଦ ବଢାଇଥାଏ ।

ଗରମ ପାଣିରେ ଗାଧୋଇବା

ଗରମ ପାଣିରେ ଗାଧୋଇବା ଦ୍ଵାରା ସ୍ପର୍ମ ସେଲ ସଂଖ୍ୟା କମ ହୋଇ ଯାଇଥାଏ ।

ଇଲେକଟ୍ରିକ ଜିନିଷ

ଲ୍ୟାପଟପ ବ୍ୟବହାର କରୁଥିବା ଲୋକ ତାହାକୁ ତାଙ୍କ ଜଙ୍ଘ ଉପରେ ରଖି କାମ କରିଥାନ୍ତି, ଯାହା ଦ୍ଵାରା ତାଙ୍କର ନପୁଂସକ ହେବାର ସମ୍ଭାବନା ବଢିଥାଏ ।

ଫାଷ୍ଟଫୁଡ

ଅଧିକ ପରିମାଣରେ ଫାଷ୍ଟଫୁଡ ଖାଇବା ଦ୍ଵାରା ଯୁବକ ମାନେ ନପୁଂସକ ହୋଇପାରନ୍ତି ।

ସାଇକେଲ ଚଳାଇବା

ସାଇକେଲ ଚଳାଇବା ଦ୍ଵାରା ବି ଲୋକ ନପୁଂସକ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *