କେବଳ 5 ମିନିଟରେ ମାସିକଧର୍ମ ଆଣିବାର ରାମବାଣ ଉପାୟ, Periods ଅନିୟମିତ ହେଉଥିଲେ ଏହାକୁ ନିଶ୍ଚୟ କରନ୍ତୁ

ବନ୍ଧୁଗଣ ମାସିକ ଧର୍ମ ସମସ୍ୟାକୁ ନେଇ ଅନେକ ମହିଳା ଚିନ୍ତାରେ ରହିଥାନ୍ତି । ଯଦି କୌଣସି ମାସରେ ମାସିକ ଧର୍ମର ଡେଟ ଘୁଞ୍ଚିଥାଏ ତେବେ ଏହା ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ । ମହିଳା ମାନେ ଏହାର ଉପଚାର ଅନେକ ପ୍ରକାରରେ କରିବାକୁ ଚେଷ୍ଟା କରିଥାନ୍ତି । ବିଭିନ୍ନ ପ୍ରକାରର ଔଷଧ ସେବନ କରିଥାନ୍ତି ।

ଯଦି ଆପଣଙ୍କର ମାସିକ ଧର୍ମ ଠିକ ସମୟରେ ହେଉ ନାହି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବନାଇବା ଶିଖାଇବୁ ଯାହା ଦ୍ଵାରା ଆପଣଙ୍କର ଏହି ସମସ୍ଯା ସବୁ ଦିନ ପାଇଁ ଠିକ ହୋଇଯିବ । ଆପଣଙ୍କର ପିରିଏଡ ଠିକ ସମୟରେ ହେବ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ 4ଟି ଗୋଲମରୀଚ । ଦ୍ଵିତୀୟ ସାମଗ୍ରୀ ହେଉଛି 2ଟି ଲବଙ୍ଗ ।

ଏଠାରେ କହି ରଖୁଛ ଆପଣ ଗୋଟା ମସାଲାର ବ୍ୟବହାର କରନ୍ତୁ । ଗୋଟା ଗୋଲମରୀଚ ଓ ଲବଙ୍ଗର ବ୍ୟବହାର ଏଥିରେ କରନ୍ତୁ । ଏବେ ଆପଣ ଏହାକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହା ପରେ ଆପଣ ଏକ ପାତ୍ରକୁ ଏହି ଗୁଣ୍ଡ କୁ କାଢି ଦିଅନ୍ତୁ । ଏବେ ତୃତୀୟ ସାମଗ୍ରୀ ହେଉଛି ଏକ ଚାମଚ ମହୁ ଆବଶ୍ୟକ । ଏହି ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ । ଏହା ସ୍ମପୂର୍ଣ୍ଣ ପ୍ରକୃତିକ ଘରୋଇ ଉପଚାର ଅଟେ ।

ଏଥିରୁ କିଛି ବି କ୍ଷତି ହେବ ନାହି । ଏବେ ଜାଣିବା ଆପଣ ଏହି ଉପଚାରର ସେବନ କିପରି କରିବେ । ଏହାର ସେବନ କରିବା ବହୁତ ସହଜ ଅଟେ । ଯାହାର ମାସିକ ଧର୍ମ ରେ ଅନିୟମିତତା ଦେଖା ଯାଉଛି ସେମାନଙ୍କୁ ଏହାର ଦୁଇ ମାସ ଯାଏଁ ଲଗାତର ସେବନ କରିବାକୁ ହେବ । ଏହି ରେମେଡି ର 2 ମାସ ରେଗୁଲାର ସେବନ କରିବା ଦ୍ଵାରା ସେମାନଙ୍କର ମାସିକ ଧର୍ମ ଠିକ ସମୟରେ ଆସିବାକୁ ଲାଗିବ ।

ଆପଣ ନିହାତି ଏହାକୁ 2 ମାସ ଯାଏଁ ପ୍ରୟୋଗ କରନ୍ତୁ । ଯେଉଁ ମାନଙ୍କର ମାସିକ ଧର୍ମ ରେଗୁଲାର ହେଉ ନାହି ସେମାନେ ଏହାର ସେବନ କରନ୍ତୁ । 2 ମାସ ପରେ ଦେଖିବେ ଆପଣଙ୍କ ପିରିଏଡ ଟାଇମରେ ଆସିବାକୁ ଲାଗିବ । ଏବେ ଜାଣିବା ଯେଉଁ ମାନଙ୍କର ଗର୍ଭ ଧାରଣ କରିବାକୁ ଇଚ୍ଛା ନାହି ସେମାନେ କିପରି ଏହି ଉପଚାରର ବ୍ୟବହାର କରିବେ । ଆପଣଙ୍କର ପିରିଏଡ ହେବାର 5 ଦିନ ପୁର୍ବରୁ ଏହାର 5 ଦିନ ଯାଏଁ ସେବନ କରନ୍ତୁ ।

ଆଉ ପିରିଏଡ ସେସ ହେବାର 5 ଦିନ ଯାଏଁ ଏହାର ସେବନ କରନ୍ତୁ । ଆପଣଙ୍କୁ ମୋଟ 10 ଦିନ ସେବନ କରିବାକୁ ହେବ । ଆପଣ ଗର୍ଭ ଧାରଣ ପାଇଁ କିନ୍ତିତ ହେବେ ନାହି । ସକାଳୁ ଖାଇବା ପରେ ଏହାର ସେବନ କରନ୍ତୁ । ଦିନକୁ 2 ଥର ଏହାର ସେବନ କରନ୍ତୁ । ଦେଖିବେ ପିରିଏଡ ଜନିତ ସମସ୍ଯା ସଙ୍ଗେ ସଙ୍ଗେ ଦୂର ହୋଇଯିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *