ପଇସା ଗଣି ଗଣି ଥକିଯିବେ 72 ବର୍ଷ ପରେ 22 ରୁ 30 ମାର୍ଚ୍ଚ “ମହାଲକ୍ଷ୍ମୀ ଯୋଗ”, 6ଟି ରାଶି ହେବେ କୋଟିପତି

ବନ୍ଧୁଗଣ ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ଵ ରହିଛି । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ 22 ମାର୍ଚ୍ଚ ଠାରୁ ଆରମ୍ଭ କରି 30 ମାର୍ଚ୍ଚ ଯାଏଁ ଚିତ୍ର ନବରାତ୍ରି ପାଳନ କରାଯିବ । ଏହି 9 ଦିନରେ ମାଙ୍କର ନଅ ସ୍ବରୂପର ଉପାସନା କରାଯାଏ । ଏହି 9 ଦିନରେ ମାତା ଦୂର୍ଗାଙ୍କର ପୂଜା ଚାଲିଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ବର୍ଷରେ 4 ଥର ନବରାତ୍ରି ପାଳନ କରାଯାଏ । ସେଥିମଧ୍ୟରୁ ମୁଖ୍ୟ ହୋଇଥାଏ ଚୈତ୍ର ନବରାତ୍ରି ଓ ଶାରଦୀୟୀ ନବରାତ୍ରି ।

ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରିକୁ ଖାସ ଉପାୟରେ ମନାଯାଇଥାଏ । ଏହି ଥର ନବରାତ୍ରିରେ ବନିବାକୁ ଯାଉଛି ମହାଲକ୍ଷ୍ମୀ ଯୋଗ ଯାହା କାରଣରୁ 6ଟି ରାଶି ହେବାକୁ ଯାଉଛନ୍ତି କୋଟିପତି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମିଥୁନ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ଚୈତ୍ର ନବରାତ୍ରି ଠାରୁ ମିଳିବାକୁ ଯାଉଛି । ଅଧିକରୁ ଅଧିକ ଧନ ଲାଭ ହେବ । ବ୍ୟାପାର, ଚାକିରି କରୁଥିଲେ ଉନ୍ନତି ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ହେବ । ବେତନ ବୃଦ୍ଧିର ଯୋଗ ଅଛି । ବ୍ୟାପାରରେ ଦୁଇ ଗୁଣା ଉନ୍ନତି ହେବ ।

କନ୍ୟା ରାଶି : ଏଥର ଚୈତ୍ର ନବରାତ୍ରି ଠାରୁ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ସମୟ ଲାଭକାରୀ ସାବ୍ୟସ୍ତ ହେବ । ମାନ ସମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାହା ଦ୍ଵାରା ସମାଜରେ ପ୍ରଶଂସା ପାଇବେ । ରୋଜଗାର ପ୍ରାପ୍ତିର ଯୋଗ ଅଛି । ନୂଆ ଚାକିରି ପାଇପାରନ୍ତି । ଘର ପରିବାରରେ ଖୁଶିର ମାହୋଲ ରହିବ । ଧନ ଲାଭର ଅନେକ ଯୋଗ ଅଛି ।

ସିଂହ ରାଶି : ମାତା ଲକ୍ଷ୍ମୀଙ୍କ କୃପାରୁ ନବରାତ୍ରିରେ ଆପଣଙ୍କୁ ଶୁଭ ସନ୍ଦେଶ ମିଳିବାକୁ ଯାଉଛି । ଆପଣଙ୍କ ଦ୍ଵାରା କରାଯାଇଥିବା ମେହନତ ର ଆର୍ଥିକ ଲାଭ ମିଳିବ । ଆର୍ଥିକ ସ୍ଥିତି ବେହତର ହେବ । ଅଟକିଥିବା କାମ ପୁରା ହେବ । ମଧୂର ବାଣୀ ଦ୍ଵାରା ସବୁ କାମ ସଫଳ ହେବ ।

ମେଷ ରାଶି : ଏହି ଲିଷ୍ଟରେ ଆପଣଙ୍କ ନାମ ବି ସାମିଲ ଅଛନ୍ତି । ଚିତ୍ର ନବରାତ୍ରି ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଆପଣଙ୍କ ପାଇଁ ଭଲ ସମୟ ଆସୁଛି । ଏମିତି ଖୁସି ଖବର ମିଳିବ ଯାହା ଆପଣଙ୍କ ମନ ପ୍ରସନ୍ନ ହେବ । ରୋଜଗାରରେ ବୃଦ୍ଧି ହେବ । ମାତା ପିତାଙ୍କ ସମ୍ମାନ କରନ୍ତୁ । ଅଟକିଥିବା ଧନ ଫେରି ପାଇବେ ।

ତୁଳା ରାଶି : ଆପଣଙ୍କ ପାଇଁ ନବରାତ୍ରିରେ ମା ଲକ୍ଷ୍ମୀଙ୍କୁ ସମୟ ଉତ୍ତମ ରହିବ । ସମ୍ପତିରେ ପ୍ରବେଶ କରିଲେ ଲାଭ ମିଳିବ । ଧନ ଲାଭର ଯୋଗ ଅଛି । ଆୟ ପ୍ରାପ୍ତି ହେବ । ଚାକିରିରେ ପଦୋନ୍ନତି ହେବ । ବିଦ୍ୟାର୍ଥୀ ଶିକ୍ଷା କ୍ଷେତ୍ରରେ ସଫଳ ହେବେ ।

କୁମ୍ଭ ରାଶି : ମାତା ଲକ୍ଷ୍ମୀନ ବିଶେଷ କୃପା କାରଣରୁ ସମୟ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହେବ । ଦାଂପତ୍ଯ ଜୀବନ ସୁଖମୟ ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଆୟରେ ସାଧନାରେ ବୃଦ୍ଧି ହେବ । ବନ୍ଧୁଙ୍କ ସହ ମିଳାମିଶା ବଢିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *