ଆଇଏସ ପରୀକ୍ଷା ରେ ପଚରା ଯାଉଥିବା କିଛି ପ୍ରଶ୍ନ, ଯାହା ଶୁଣି ଆପଣଙ୍କ ମୁଣ୍ଡ କାମ କରିବନି

ଆପଣ ବହୁତ ଲୋକଙ୍କ କଥା ଶୁଣି ଥିବେ ଯେ ଆଇଏସ ପରୀକ୍ଷା ପାସ କରିବା କୌଣସି ଛୁଆ ଖେଳ ନୁହ, ଲିଖିତ ପରୀକ୍ଷା ରେ ତେବେ ଗୋଟେ ଥର ପାସ କରି ପାରିବେ କିନ୍ତୁ ଏହାର ଇଣ୍ଟରଭ୍ୟୁ ବହୁତ କଠିନ ହୋଇଥାଏ ଏଥିରେ ପଚରା ଯାଇଥିବା ପ୍ରଶ୍ନ ଉତ୍ତର ଭଲ ଭଲ ବିଦ୍ଵାନ ଲୋକଙ୍କ ପାଖରେ ନଥାଏ । କେତେ ଥର ପ୍ରଶ୍ନ ବହୁତ ବୁଲେଇ ବଙ୍କେଇ ପଚରା ଯାଇଥାଏ, ତେବେ ପ୍ରଶ୍ନ ସହଜ ଥିଲେ ମଧ୍ୟ ଏତେ ବୁଲେଇକି ପଚରା ଯାଏ ଯାହା ଉତ୍ତର ଦବା କଷ୍ଟକର ହୋଇଥାଏ । ଆଜି ଆମେ ଆପଣମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଖୋଜି ଆଣିଛୁ ଯାହା ଶୁଣି ଆପଣଙ୍କ ମୁଣ୍ଡ ମଧ୍ୟ ବୁଲିବାକୁ ଲାଗିବ ଏବଂ ଆପଣ ମଧ୍ୟ ଭାବିବେ ଏମିତିକା ପ୍ରଶ୍ନ ଉତ୍ତର ଭି ହୋଇଥାଏ ?

Image Courtesy: Google

ପ୍ରଶ୍ନ : ଗୋଟେ ମଣିଷ ଆଠ ଦିନ ବିନା ନିଦ କେମିତି ରହିବେ ?

ଉତ୍ତର : କାହିଁକିନା ସେହି ଲୋକ ରାତିରେ ସୋଇବ ।

ପ୍ରଶ୍ନ : ମଣିଷକୁ ବିନା ପେରେସୁଟ ପ୍ଳେନ ବାହାରକୁ ବାହାର କରି ଦିଅନ୍ତି କିନ୍ତୁ ସେ ବଞ୍ଚି ଯାଏ ଏହା କେମିତି ସମ୍ଭବ ?

ଉତ୍ତର : କାହିଁକିନା ପ୍ଳେନ ସେହି ସମୟରେ ରନବେ ଉପରେ ଥିଲା ।

Image Courtesy: Google

ପ୍ରଶ୍ନ : ଯଦି ଗୋଟେ କାନ୍ଥକୁ ବନାଇବାକୁ 8 ଲୋକଙ୍କ 10 ଦିନ ଲାଗୁଛି ତାହେଲେ ଏହାକୁ ବନାଇବାକୁ ଚାରି ଲୋକଙ୍କୁ କେତେ ଦିନ ଲାଗିବ ?

ଉତ୍ତର: ଶୂନ୍ୟ ଲୋକଙ୍କ ଆବଶ୍ୟକ ହବ କାହିଁକି ନା କାନ୍ଥ ତ ପ୍ରଥମରୁ 8 ଲୋକେ 10 ଘଣ୍ଟା ରେ ବନେଇ ସାରିଛନ୍ତି ।

ପ୍ରଶ୍ନ : ଗୋଟିଏ ବିଲେଇ ଅଛି ତାର ତିନୋଟି ଛୁଆ ଅଛି,ତାଙ୍କ ନା ହେଲା ଜାନୁୟାରୀ, ଫେବୃଆରୀ ଆଉ ମାର୍ଚ୍ଚ,ବିଲେଇର ନା କଣ ।

ଉତ୍ତର: ଏହି ପ୍ରଶ୍ନରେ ହିଁ ଉତ୍ତର ଅଛି ଧିଆନ୍ ଦେଇ ପଢ଼ନ୍ତୁ । ହିଁ ଆଜ୍ଞା ବିଲେଇର ନାମ କଣ ଅଛି ।

Image Courtesy: Google

ପ୍ରଶ୍ନ : ଗୋଟେ ମଣିଷ ନିଦ ବିନା ଆଠ ଦିନ ଯାଏ କେମିତି ରହିପାରିବ ?

ଉତ୍ତର: କାହିଁକି ନା ମଣିଷ ରାତିରେ ଶୋଉଛି ,ପୁଣି ଦିନରେ ଶୋଇବାର କଣ ଦରକାର?

ପ୍ରଶ୍ନ – ୫+୨=୫୨ କେମିତି ହୋଇ ପାରିବ?ଏହାକୁ ଭଲ ଭାବରେ ବୁଝାନ୍ତୁ ?

ଉତ୍ତର – ତେବେ ଆପଣ ଏହା ଜାଣି ଥିବେ ଯେ ୫+୨=୭ ହୋଇ ଥାଏ ଏବଂ ୭*୭=୪୯ ହୋଇ ଥାଏ ଓ ୪୯+(୫-୨)=୫୨ ହୋଇ ଥାଏ ସେଥିପାଇଁ ୫+୨=୫୨ ହୋଇ ଥାଏ ।

ପ୍ରଶ୍ନ – ଏମିତି କୌ ଜିନିଷ ହୋଇ ଥାଏ ଯାହାକୁ ଝିଅ ଖାଇ ବି ଥାଏ ଏବଂ ପିନ୍ଧି ବି ଥାଏ ?

ଉତ୍ତର – ଏହାର ଉତ୍ତର ଲବଙ୍ଗ ଅଟେ ଯାହାକୁ ଇଂରାଜୀ ରେ ଲଙ୍ଗ କୁହା ଯାଏ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *