Interesting GK Questions: କିଣିବା ସମୟରେ କଳା, ଜାଳିବା ସମୟରେ ନାଲି, ଫୋପାଡିବା ସମୟରେ ଧଳା, କୁହ ତାହା କଣ ?

ଆପଣ ବହୁତ ଶୁଣି ଥିବେ କି ୟୁପିଏସସି ପରୀକ୍ଷା ପାସ କରିବା ବହୁତ କଷ୍ଟକର ଅଟେ । ଲିଖିତ ପରୀକ୍ଷା ପାସ କରିଲେ ବି ଏହାର ଇଣ୍ଟରଭିୟୁ ପାସ କରିବା ବହୁତ କଠିନ ହୋଇଥାଏ । ଏଥିରେ ପ୍ରଶ୍ନ କରାଯାଉଥିବା ପ୍ରଶ୍ନର ଉତ୍ତର ଭଲ ଭଲ ବିଦ୍ଵାନ ଲୋକଙ୍କ ପାଖରେ ବି ନ ଥାଏ । କିଛି ପ୍ରଶ୍ନ ତ ଓଲଟାଇ କରାଯାଏ, ତେବେ ପ୍ରଶ୍ନ ସହଜ ଥିଲେ ମଧ୍ୟ ଏତେ ବୁଲେଇକି କରା ଯାଏ କି ଉତ୍ତର ଦବା ବହୁତ କଷ୍ଟକର ହୋଇଥାଏ । ଆଜି ଆମେ ଆପଣଙ୍କ ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ।

ପ୍ରଶ୍ନ – କେଉଁ ଦେଶରେ ରାତିରେ ଚାଷ ହୋଇଥାଏ ?ଉତ୍ତର – ନାର୍ବେ ଦେଶ

ପ୍ରଶ୍ନ – କେଉଁ ଜିନିଷ ପୁରା ଗାଁରେ ବୁଲିଥାଏ, କିନ୍ତୁ ମନ୍ଦିର ଭିତରକୁ ଯିବାକୁ ଡରି ଥାଏ ?

ଉତ୍ତର – ଚପଲ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କର ଅଟେ କିନ୍ତୁ ତାକୁ ଅନ୍ୟ ଲୋକମାନେ ବ୍ୟବହାର କରନ୍ତି ?

ଉତ୍ତର – ଆପଣଙ୍କର ନାଁ

ପ୍ରଶ୍ନ – ତାହା କେଉଁ ଜିନିଷ ଅଟେ ଯାହାକୁ ପୁରୁଷ ଲୁଚାଇ ଓ ମହିଳା ଦେଖାଇ ଚାଳନ୍ତି ?

ଉତ୍ତର – ପର୍ସ

ପ୍ରଶ୍ନ – କେଉଁ ପକ୍ଷୀ ନିଜର ଗୋଡ ମାଟି ଉପରେ ରଖି ନ ଥାଏ ?

ଉତ୍ତର – ହରିୟାଲ ପକ୍ଷୀ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ଧନୀ ଲୋକମାନେ ରୁହନ୍ତି ?

ଉତ୍ତର – ଲଣ୍ଡନ ଦେଶରେ

ପ୍ରଶ୍ନ – ଭଗବାନ ଶ୍ରୀ ରାମ ଭଉଣୀଙ୍କ ନାଁ କଣ ଥିଲା ?

ଉତ୍ତର – ଶାନ୍ତା

ପ୍ରଶ୍ନ – ମନୁଷ୍ୟ ସର୍ବେ ପ୍ରଥମେ କେଉଁ ଫଳକୁ ଖାଇ ଥିଲା ?

ଉତ୍ତର – ଖଜୁରୀ ଫଳ

ପ୍ରଶ୍ନ – ମଶା କେତେ ଦିନ ବଞ୍ଚି ଥାଏ ?

ଉତ୍ତର – ୧୪ ରୁ ୫୬ ଦିନ ପର୍ଯ୍ୟନ୍ତ

ପ୍ରଶ୍ନ – ସଂସାରର ସବୁଠୁ ଓଜନଦାର ସାପ କିଏ ?

ଉତ୍ତର – ଆନାକୋଣ୍ଡା

ପ୍ରଶ୍ନ – ପୃଥିବୀ ଉପରେ ମୋଟ କେତୋଟି ମହାସାଗର ଅଛି ?

ଉତ୍ତର – ୫ ଟି

ପ୍ରଶ୍ନ – ତାହା କଣ ଅଟେ ଯାହା ହୃଦରେ ଅଛି, ମନରେ ଅଛି, କିନ୍ତୁ ଧଡକନରେ ନାହିଁ ?

ଉତ୍ତର – ଆମିର ଖାନ

ପ୍ରଶ୍ନ – ଦୁନିଆର ସବୁଠୁ ଛୋଟ ମହିଳା କେଉଁ ଦେଶରେ ଅଛି ?

ଉତ୍ତର – ଭାରତରେ

ପ୍ରଶ୍ନ – କେଉଁ ପନିପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉତ୍ତର – ଅମୃତଭଣ୍ଡା

ପ୍ରଶ୍ନ – ଶରୀରର କେଉଁ ଅଂସ ସବୁବେଳେ ଓଦା ରହିଥାଏ ?

ଉତ୍ତର – ଜିଭ

ପ୍ରଶ୍ନ – କିଏ ଆଲୋକରେ ଆପଣଙ୍କର ପିଛା ଛାଡି ନ ଥାଏ ?

ଉତ୍ତର – ଆପଣଙ୍କ ଛାଇ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ଯେତେ ଅଧିକ ବଢିଥାଏ ତାହା ସେତେ ଅଧିକ କମ ହୋଇଥାଏ ?

ଉତ୍ତର – ଆମର ବୟସ

ପ୍ରଶ୍ନ – ପାକିସ୍ତାନର ରାଷ୍ଟ୍ରୀୟ ପଶୁ କିଏ ?

ଉତ୍ତର – ମାରଖୋର

ପ୍ରଶ୍ନ – କେଉଁ ଦେଶରେ ଲୋକମାନେ PUBG ଖେଳନ୍ତି ନାହିଁ ?

ଉତ୍ତର – ଚୀନ ଦେଶର ଲୋକମାନେ

ପ୍ରଶ୍ନ – କେଉଁ ଫଳରେ ସବୁ ଭିଟାମିନ ମିଳିଥାଏ ?

ଉତ୍ତର – ଅମୃତଭଣ୍ଡା

ପ୍ରଶ୍ନ – କେଉଁ ଦେଶରେ ବିଲେଇମାନଙ୍କ ପୂଜା କରାଯାଏ ?

ଉତ୍ତର – ଇଜିପ୍ଟ ଦେଶରେ

ପ୍ରଶ୍ନ – ଆଖିରେ ବସିଯାଏ ମୁଁ, ବିଛଣାକୁ ନେଇ ଆସେ, କୁହ ମୁଁ କିଏ ?

ଉତ୍ତର – ନିଦ

ପ୍ରଶ୍ନ – ତାହା କଣ ଅଟେ ଯାହା ସ୍କୁଟରରେ ଅଛି କିନ୍ତୁ ସାଇକେଲରେ ନାହିଁ । ବାଇକରେ ଅଛି କିନ୍ତୁ ବଳଦ ଗାଡିରେ ନାହିଁ ?

ଉତ୍ତର – ଇଞ୍ଜିନ

ପ୍ରଶ୍ନ – ତାହା କେଉଁ ଜିନିଷ ଅଛି ଯାହା କାଚକୁ ନ ଭାଙ୍ଗି ଆରପାର ଯାଇ ପାରିବ ?

ଉତ୍ତର – ପ୍ରକାଶ କିମ୍ବା ଆଲୋକ

ପ୍ରଶ୍ନ – କିଣିବା ସମୟରେ କଳା, ଜାଲିବା ସମୟରେ ନାଲି, ଫୋପାଡିବା ସମୟରେ ଧଳା, କୁହ ତାହା କଣ ?

ଉତ୍ତର – କୋଇଲା

Leave a Reply

Your email address will not be published. Required fields are marked *