Interesting Gk Questions: ଗୋଟିଏ ବ୍ୟକ୍ତି ଖୋଲା ଆଖିରେ କେତେ ଦୂର ପର୍ଯ୍ୟନ୍ତ ଦେଖି ପାରିବ ?

ପରୀକ୍ଷାର ପରେ ଇଣ୍ଟରଭିୟୁ ସବୁ ଚରଣ ବହୁତ କଷ୍ଟ ହୋଇଥାଏ । ଲିଖିତ ପରୀକ୍ଷା ପରେ ପାସ ହେବା ସତ୍ବେ ବି ଇଣ୍ଟରଭିୟୁରେ ବହୁତ ଭଲ ଭଲ ଛାତ୍ର ଛାତ୍ରୀ ଫେଲ ମାରି ଯାଆନ୍ତି । ଆଜି ଆମେ ଆପଣଙ୍କ ପାଇଁ ଇଣ୍ଟରଭିୟୁରେ ପଚରା ଯାଉଥିବା ସେହିଭଳି କିଛି ପ୍ରଶ୍ନର ଜବାବ ନେଇ ଆସିଛୁ । ଯାହା ଟ୍ରିକ ହେବ ସହିତ ମଜାଦାର ଅଟେ । ଏହା ବିଷୟରେ ଜାଣିବା ପରେ ଆପଣଙ୍କ ବି ବହୁତ କିଛି ଶିଖି ପାରିବେ ।

ପ୍ରଶ୍ନ – ଇମେଲ ର ଜନ୍ମଦାତା କିଏ ?

ଉତ୍ତର – Ray Tomlinson

ପ୍ରଶ୍ନ – ଓଟ ବ୍ୟାପାର ପାଇଁ କେଉଁ ବାର୍ଷିକ ମେଳା ସବୁଠୁ ପ୍ରସିଦ୍ଧ ଅଟେ ?

ଉତ୍ତର – ପୁଷ୍କର ମେଳା

ପ୍ରଶ୍ନ – ଦୁନିଆର କେଉଁ ସାଗରରେ କେହି ବି ବୁଡି ପାରିବେ ନାହିଁ ?

ଉତ୍ତର – ମୃତ ସାଗର

ପ୍ରଶ୍ନ – କେଉଁ ଗଛ କାଟିବା ଦ୍ଵାରା ପିଲା କାନ୍ଦିବା ଆବାଜ ଆସିଥାଏ ?

ଉତ୍ତର – ମେଟ୍ରିକ ଗଛ

ପ୍ରଶ୍ନ – ଦୁନିଆର ସବୁଠୁ ମହଙ୍ଗା ବାଇକର ନାଁ କଣ ?

ଉତ୍ତର – ନିମନ ମାର୍କସ

ପ୍ରଶ୍ନ – କାହାକୁ ଗରିବର ସେବକ ଫଳ କୁହାଯାଏ ?

ଉତ୍ତର – ରାସୀ ଫଳ

ପ୍ରଶ୍ନ – ସଂସାରର ସବୁଠୁ ହାଲୁକା କାଠ କଣ ?

ଉତ୍ତର – Walsa tree

ପ୍ରଶ୍ନ – ବରଫର ଦୁଇ ଖଣ୍ଡକୁ ପରସ୍ପର ସହ ମିଶାଇବା ଦ୍ଵାରା ବରଫ ଖଣ୍ଡ ଯୋଡି କାହିଁକି ହୋଇଯାଏ ?

ଉତ୍ତର – ଗଳନାକ ଯିବା କାରଣରୁ

ପ୍ରଶ୍ନ – ପେନର ଆବିଷ୍କାର କିଏ ଓ କେବେ କରିଥିଲେ ?

ଉତ୍ତର – ୧୯୩୧ ଲେଡିସ ଲାଓ ଜୋଶୀ ବିରୋ

ପ୍ରଶ୍ନ – କେଉଁ ବର୍ଷକୁ ଓଲଟା ଲେଖିଲେ କି ସିଧା ଲେଖିଲେ କୌଣସି ବି ଫରକ ପଡେ ନାହିଁ ?

ଉତ୍ତର – ୧୯୬୧

ପ୍ରଶ୍ନ – ଶାଶୁ ବୋହୁ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର – Gwalior

ପ୍ରଶ୍ନ – ଗୋଟିଏ ବ୍ୟକ୍ତି ଖୋଲା ଆଖିରେ କେତେ ଦୂର ପର୍ଯ୍ୟନ୍ତ ଦେଖି ପାରିବ ?

ଉତ୍ତର – ୨୦ କିଲୋମିଟର

ପ୍ରଶ୍ନ – କୈଳାସ ପର୍ବତ କେଉଁ ସ୍ଥାନରେ ଅଛି ?

ଉତ୍ତର – ତିବ୍ବତ ଚୀନରେ

ପ୍ରଶ୍ନ – କଣ ଇଜରାଇଲ ଦେଶରେ ପାକିସ୍ତାନ ଦେଶର ଲୋକମାନେ ଯାଇ ପାରିବେ ?

ଉତ୍ତର – ନାହିଁ

ପ୍ରଶ୍ନ – ନରେନ୍ଦ୍ର ମୋଦୀଙ୍କୁ ଖାଦ୍ୟରେ ସବୁଠୁ ଅଧିକ କଣ ପସନ୍ଦ ?

ଉତ୍ତର – ଢୋକଳା

ପ୍ରଶ୍ନ – ଏମିତି କେଉଁ କୋର୍ଟ ଅଛି ଯାହାକୁ ଆମେ ପିନ୍ଧି ପାରିବୁ ନାହିଁ ?

ଉତ୍ତର – ପଠନକୋଟ

ପ୍ରଶ୍ନ – କେଉଁ କାମକୁ କରିବା ପରେ ବ୍ୟକ୍ତି ପଶ୍ଚାତପ କରିଥାଏ ?

ଉତ୍ତର – ଭୁଲ

ପ୍ରଶ୍ନ – ସବୁଠୁ କମ ବୟସରେ ଫାସୀ ଲଗାଇଥିବା କ୍ରାନ୍ତିକାରୀ କିଏ ଥିଲେ ?

ଉତ୍ତର – ଖୁଦିରାମ ବୋସ

ପ୍ରଶ୍ନ – ପାଣିରେ ବୁଡି ଯାଇଥିବା କାଠ ସବୁବେଳେ ବଙ୍କା କାହିଁକି ଦେଖାଯାଏ ?

ଉତ୍ତର – ପ୍ରକାଶର ଅପବର୍ତନର କାରଣ

ପ୍ରଶ୍ନ – କେଉଁ ଜିନିଷ ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?

ଉତ୍ତର – ଧୋଖା

ପ୍ରଶ୍ନ – କେଉଁ ଦେଶରେ ସ୍ଵତନ୍ତ୍ରତା ଦିବସ ପାଳନ କରାଯାଏ ନାହିଁ ?

ଉତ୍ତର – ନେପାଲ

ପ୍ରଶ୍ନ – ଘଡି ଭିତରେ ଚମକୁଥିବା ଜିନିଷ କଣ ହୋଇଥାଏ ?

ଉତ୍ତର – ରେଡିୟମ

Leave a Reply

Your email address will not be published. Required fields are marked *