Interesting GK Questions- ଗୋଟେ ହିଁ ଶବ୍ଦ ଆସିବ, ଗୋଟିଏ ମିଠାର ନାଁ, ଗୋଟିଏ ଝିଅର ନାଁ, ଗୋଟିଏ ଔଷଧର ନାଁ ଏବଂ ଗୋଟିଏ କାରର ନାଁ…. କେବଳ Intelligent ଲୋକ ହିଁ ଦେଇ ପାରିବେ ଜବାବ

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଇଣ୍ଟରଭିୟୁରେ ପ୍ରାୟତଃ ଏହିଭଳି ପ୍ରଶ୍ନ କରାଯାଏ । ଏହା ସହିତ ଏହା ଆପଣଙ୍କର ସାଧାରଣ ଜ୍ଞାନର ବି ପରୀକ୍ଷା କରିଥାଏ । ଏହି ସବୁ ମଜାଦାର ପ୍ରଶ୍ନ ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନ ବିଷୟରେ । ଏହି ସବୁ ପ୍ରଶ୍ନ ଆପଣଙ୍କ ଜିକେ ନଲେଜକୁ ବଢାଇବାରେ ସାହାର୍ଯ୍ୟ କରିବ ।

ପ୍ରଶ୍ନ – କଳା କଳା ମା ନାଲି ନାଲି ପିଲା,

ଯେଉଁଠି ଯାଏ ମା ସେଠି ଯାଏ ପିଲା ।

ଉତ୍ତର – ରେଳଗାଡି

ପ୍ରଶ୍ନ – ଏମିତି କେଉଁ ଫଳ ଅଛି ଯାହାକୁ କେବେ ବି କିଣି ହେବ ନାହିଁ ?

ଉତ୍ତର – ପରିଶ୍ରମର ଫଳ

ପ୍ରଶ୍ନ – ଗୋଟିଏ କମ୍ପୁ ଥାଏ ଥର ଥର

ଦ୍ଵିତୀୟ ଝାଳରେ ଜୁଡୁବୁଡୁ

ତୃତୀୟ ସବୁବେଳେ କାନ୍ଦେ

କୁହନ୍ତୁ ଏହି ତିନି ଜଣ କିଏ ?

ଉତ୍ତର – ଥଣ୍ଡା, ଗରମ, ବର୍ଷା

ପ୍ରଶ୍ନ – ପାଞ୍ଚଟି ଅକ୍ଷରରେ ମୋର ନାଁ,

ଓଲଟା ସିଧା ଗୋଟିଏ ସମାନ ।

ଉତ୍ତର – ନବଜୀବନ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି,

ଯିଏ ଅନ୍ୟକୁ ଭରପୁର ପେଟ ଭୋଜନ କରାଇଥାଏ,

କିନ୍ତୁ ନିଜେ କେବେ ବି କିଛି ବି ଖାଇ ନ ଥାଏ ।

ଉତ୍ତର – ଚାମଚ

ପ୍ରଶ୍ନ – ଦୁଇଟି କାନ ଗୋଟିଏ ଗଭୀର ପେଟ,

ସବୁଦିନ ଦେଖା ହୁଅନ୍ତି ଗ୍ୟାସ ପାଖରେ ।

ଉତ୍ତର – କଢେଇ

ପ୍ରଶ୍ନ – ଗୋଟିଏ ଓଭରରେ କେତୋଟି ବଳ ଥାଏ ?

ଉତ୍ତର – ଗୋଟିଏ ଓଭରରେ ଗୋଟିଏ ବଳ ଥାଏ । କିନ୍ତୁ ୬ ଥର ବୋଲିଙ୍ଗ କରାଯାଏ ।

ପ୍ରଶ୍ନ – ଆସେ ସକାଳେ ସନ୍ଧ୍ୟାକୁ ଯାଏ,

କିନ୍ତୁ କେବେ ବି କୁହେ ନାହିଁ ଘରର ଠିକଣା ।

ଉତ୍ତର – ସୂର୍ଯ୍ୟ

ଯଦି ଆପଣ ପାଖରେ ୪ ଟି ଗାଈ ଓ ୮ ଟି ଛେଳି ଅଛି ତେବେ ଆପଣଙ୍କ ପାଖରେ କେତୋଟି ଗୋଡ ଅଛି ?

ଉତ୍ତର – ମୋ ପାଖରେ ଦୁଇଟି ଗୋଡ ଅଛି ।

କାରଣ ମୋ ଗୋଡ ସହିତ ଗାଈ ଓ ଛେଳିର ସମ୍ପର୍କ କଣ ।

ପ୍ରଶ୍ନ – ଏମିତି ଜବାବ ଦିଅନ୍ତୁ ଯେଉଁଥିରେ ଏହି ଚାରି ଜଣଙ୍କ ନାଁ ଥିବ,

ଗୋଟିଏ ମିଠାର ନାଁ

ଗୋଟିଏ ଝିଅର ନାଁ

ଗୋଟିଏ ଔଷଧର ନାଁ

ଗୋଟିଏ କାରର ନାଁ

ଉତ୍ତର – Honey ଗୋଟିଏ ମିଠାର ନାଁ ଅଟେ ।

Honey ଗୋଟିଏ ଝିଅର ବି ନାଁ ହୋଇଥାଏ ।

Honey ଗୋଟିଏ ଔଷଧର ନାଁ ଅଟେ ଯାହା ସବୁ ରୋଗ ପାଇଁ ଉପଯୁକ୍ତ ହୋଇଥାଏ ।

Honey ଗୋଟିଏ କାରର ବି ନାଁ ଅଟେ । ଯାହାକି Honey carsର ନାଁ ରେ ଜାପାନର ପ୍ରସିଦ୍ଧ କାର କମ୍ପାନୀ ଅଟେ ।

ପ୍ରଶ୍ନ – ଦୌଡି ଦୌଡି ଦୂର ସମୁଦ୍ରରୁ ଆସିଥାଏ

ଓ କୂଳରେ ଆସି ହଜି ଯାଏ ।

ଉତ୍ତର – ସମୁଦ୍ର ଲହରୀ

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ପଢିବାରେ ଓ ଲେଖିବାରେ,

ଦୁଇଟି କାମରେ ଆସିଥାଏ

କିନ୍ତୁ ସେ ପେନ ବି ନୁହେଁ

ଓ କାଗଜ ବି ନୁହେଁ

ଉତ୍ତର – ଚଷମା

ପ୍ରଶ୍ନ – ସବୁ ଖାଲି ସ୍ଥାନରେ ଗୋଟିଏ ହିଁ ଶବ୍ଦ ଆସିବ

ଗୋଟିଏ ଝିଅର ନାଁ _____ ଥିଲା

ତାକୁ ପଢିବାରେ _____ ନ ଥିଲା

ସେ ଖେଳିବାରେ _____ରଖୁଥିଲା

ତାହାର ମା ତାକୁ _____ କୁ ଦେଖି ଚିନ୍ତିତ ରହୁଥିଲା

ଉତ୍ତର – ଗୋଟିଏ ଝିଅର ନାଁ ରୁଚି ଥିଲା

ତାକୁ ପଢିବାରେ ରୁଚି ନ ଥିଲା

ସେ ଖେଳିବାରେ ରୁଚି ରଖୁଥିଲା

ତାହାର ମା ତାକୁ ରୁଚି କୁ ଦେଖି ଚିନ୍ତିତ ରହୁଥିଲା ।

Leave a Reply

Your email address will not be published. Required fields are marked *