IAS ଇନ୍ଟରଭିଉରେ ପଚରା ଯାଇଥିବା ପ୍ରଶ୍ନ, ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢି ନଥାଏ

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

ପ୍ରଶ୍ନ :- ଦୁନିଆରେ ଏମିତି କେଉଁ ପକ୍ଷୀ ରହିଛି ଯିଏ ପଛ ଆଡୁ ମଧ୍ୟ ଉଡି ପାରେ ?

ଉତ୍ତର :- ହମିଙ୍ଗ ବର୍ଡ

ପ୍ରଶ୍ନ :- ଏମିତି କେଉଁ ପଶୁ ରହିଛି ଯିଏ ଖାଲି ନିଳଗିରିର ପତ୍ର ଖାଏ ଆଉ କିଛି ନହିଁ ?

ଉତ୍ତର :- କୋଏଲା

ପ୍ରଶ୍ନ :- କଣ ଆପଣ କହିପାରିବେକି କେତେ ବର୍ଷ ପରେ ରାଷ୍ଟ୍ରୀୟ ଜନଗଣନା ହୋଇଆପରିବ ?

ଉତ୍ତର :- ୧୦ ବର୍ଷ ପରେ

ପ୍ରଶ୍ନ :- ଏମିତି କେଉଁ ଜିନିଷ ଥାଏ ଯାହା ଖରାରେ କେବେ ସୁଖେ ନହିଁ ?

ଉତ୍ତର :- ଝାଳ

ପ୍ରଶ୍ନ :- ସେ କେଉଁ ଦେଶ ଅଟେ ଯାହାର ସୀମାକୁ ୧୪ ଦେଶ ଘେରିକି ରହିଛି ?

ଉତ୍ତର :- ଚୀନ ଦେଶର ସୀମା

ପ୍ରଶ୍ନ :- ତାହା କଣ ହୋଇଥାଏ ଯାହା ଭାଙ୍ଗିଲା ପରେ ଯାଇ କାମରେ ଆସିଥାଏ ?

ଉତ୍ତର :- ଅଣ୍ଡା

ପ୍ରଶ୍ନ :- କେଉଁ ଦେଶରେ ଅନ୍ତିମ ସଂସ୍କାର ପରେ ଲୋକ ଡ୍ୟାନ୍ସ କରିଥାନ୍ତି ?

ଉତ୍ତର :- ଘନାର ଲୋକ

ପ୍ରଶ୍ନ :- ସିଗନେଚର ଓ ଅଟୋଗ୍ରାଫରେ କଣ ଫରକ ହୋଇଥାଏ ?

ଉତ୍ତର :- ସିଗନେଚର ସାଧାରଣ ଆଉ ଅଟୋଗ୍ରାଫ ପ୍ରସିଦ୍ଧ ଲୋକଙ୍କ ହୋଇଥାଏ ।

ପ୍ରଶ୍ନ :- ବିଶ୍ଵର ଏମିତି କେଉଁ ଦେଶ ରହିଛି ଯେଉଁଠି ଖାଲି ଧଳା ହାତୀ ମିଳିଥାଏ ?

ଉତ୍ତର :- ଥାଇଲାଣ୍ଡ

ପ୍ରଶ୍ନ :- ବିପଦର ଚିହ୍ନ କେଉଁ ରଙ୍ଗକୁ କୁହାଯାଇଥାଏ ?

ଉତ୍ତର :- ନାଲି ରଙ୍ଗ

ପ୍ରଶ୍ନ :- ସେ କେଉଁ ଦେଶ ହୋଇଥାଏ ଯେଉଁଠି ଗରମ ହେଲା ପରେ ମଧ୍ୟ ସେଠାର ଲୋକ ଗୋରା ହୋଇଥାନ୍ତି ?

ଉତ୍ତର :- ଆରବ ଦେଶର ଲୋକ

ପ୍ରଶ୍ନ :- ପାଣି ପରେ ପୁରା ଦୁନିଆରେ ସବୁଠୁ ଅଧିକ କଣ ମିଳିଥାଏ ?

ଉତ୍ତର :- ଚାହା

ପ୍ରଶ୍ନ :- କେଉଁ ପସୁର କ୍ଷୀର ଖାଇବା ପରେ ଦିମାଗ ବହୁତ ତେଜ ହୋଇଥାଏ ?

ଉତ୍ତର :- ଗାଇର କ୍ଷୀର

ପ୍ରଶ୍ନ :- ଭାରତର ଅନ୍ୟ ତାଜମହଲ କାହାକୁ କୁହାଯାଇଥାଏ ?

ଉତ୍ତର :- ବିବି କା ମକବରାକୋ

ପ୍ରଶ୍ନ :- ଦିଲ୍ଲୀରେ ସ୍ଥିତି ଜାମା ମସ୍ଜିଦ କିଏ ବଣାଇ ଥିଲେ ?

ଉତ୍ତର :- ସାହାଜହାଁ

ପ୍ରଶ୍ନ :- ସାଂସଦର ଚୂନାବ ଲଢିବା ପାଇଁ ପ୍ରତ୍ୟାସର ନିୟମ ଉତ୍ତମ ବୟସ କେତେ ହେବା ଉଚିତ ?

ଉତ୍ତର :- ୨୧ ବର୍ଷ

ପ୍ରଶ୍ନ :- ମନୁଷ୍ୟର ଶରୀରରେ ଆୟୋଡିନର କମି ହେବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର :- ଗ୍ଵାଲିୟର ରୋଗ

ପ୍ରଶ୍ନ :- ଭାରତର ସେ କେଉଁ ରାଜ୍ୟ ରହିଛି ଯାହା କେବେ ଇଂରେଜୀଙ୍କର ଗୁଲାମ ନଥିଲେ ?

ଉତ୍ତର :- ଗୌଆ

ପ୍ରଶ୍ନ :- ବାଘର ଆୟୁର ନିର୍ଦ୍ଧାରଣ କାହା ଦ୍ଵାରା କରାଯାଇଥାଏ ?

ଉତ୍ତର :- ନାକର ରଙ୍ଗ ଦେଖିକି

ପ୍ରଶ୍ନ :- ଗୋଟେ ପେଚା ତାର ମୁଣ୍ଡକୁ କେତେ ବାଟ ପର୍ଯ୍ୟନ୍ତ ବୁଲାଇ ପାରେ ?

ଉତ୍ତର :- ୨୭୦ ଡିଗ୍ରୀ

ମଣିଷ ଶରୀରର କେଉଁ ଅଙ୍ଗ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବଢି ନଥାଏ ?

ଉତ୍ତର – ଆଖି ଡୋଳା

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଟିପ୍ପଣୀ ଟି ଭଲ ଲାଗିଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *