ସୋମବାର 05 ଜୁଲାଇ 2021- ରେ ବାବା ଭୋଳାନାଥଙ୍କ କୃପାରୁ ଆଜି ଏହି ରାଶିଙ୍କୁ ଆର୍ଥିକ ସମସ୍ୟାରୁ ମିଳିବ ମୁକ୍ତି

ସୋମବାର ୫ ଜୁଲାଇ ୨୦୨୧ ବାବା ଭୋଳାନାଥଙ୍କ କୃପାରୁ ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ବ୍ୟାପାରରେ ନୂଆ ଅନବନ୍ଧ ହେବ । ଚିନ୍ତା ବା ଟେନସନ ଆସିପାରେ । ନିଜ ପରିବାର ସହିତ ରୁଖା ବ୍ୟବହାର କରନ୍ତୁ ନହିଁ । କୌଣସି ମୂଲ୍ୟବାନ ଜିନିଷ ହଜି ଯାଇପାରେ । ରକ୍ତ ସହିତ ଜଡିତ ବିମାରି ହୋଇପାରେ । ଜମି ବାଡି ମାମଲାରେ ନିସ୍ପତି ଆଜି ନିଅନ୍ତୁ ନହିଁ । କାହା ଠାରୁ କୌଣସି କାର୍ଯ୍ଯ ପାଇଁ ସାହାର୍ଯ୍ୟ ନେଇପାରିବେ ।

ବୃଷ :- ଆଜି ଆପନ୍ନକ ଜୀବନରେ କୌଣସି ଏମିତି ବ୍ୟକ୍ତି ଆସିବ ଯିଏ ଆପଣଙ୍କର ଠିକ ମାର୍ଗ ଦର୍ଶନ କରିବ । ଆଜିର ଦିନ ଭାଗ୍ଯର ସହଯୋଗ କିଛି କମ ପ୍ରାପ୍ତ ହେବ । କମ ନହେବା ଦ୍ଵାରା ଚିନ୍ତା କରନ୍ତୁ ନହିଁ ଆଉ ବେକାର ଚିନ୍ତା କରନ୍ତୁ ନହିଁ ଭଗବାନଙ୍କ ଠାରେ ଧ୍ୟାନ ଲଗାନ୍ତୁ । ସାଥିଙ୍କ ଇଛା ପୁରା କରିବେ ଆଉ ପ୍ରେମ ମଧ୍ୟ ବଢିବ । ଚାକିରିରେ ଆପଣଙ୍କ ପ୍ରଭାବ ବଢିବ ।

ମିଥୁନ :- ପରିବାର ଲୋକ ଆପଣଙ୍କ ନଜରିଆରର ସମର୍ଥନ କରିବେ । ଜମି ଆଉ ଘରର ଦସ୍ତାବାଜ କାର୍ଯ୍ୟ ପାଇଁ ସମୟ ଯୋଗ ରହିବ । ପ୍ରେମ ସମ୍ପର୍କ ପାଇଁ ଦିନ ବହୁତ ଭଲ ରହିବ । କୌଣସି ପୁରୁଣା କଥା ଜାଣିବା ପରେ ଚିନ୍ତିତ ରହିବ । କାନୁନି ମାମଲାରେ ଦୂରେଇ ରୁହନ୍ତୁ । ଆପଣଙ୍କ ପାଇଁ ସମ୍ଭାଳିକି ରହିବା ଉଚିତ । ପରିବାରରୁ ଖୁସି ମିଳିବ ।

କର୍କଟ :- ଆଜି ସମୟ ବିତାଇବାର କୌଣସି ନୂଆ ଉପାୟ ମନରେ ଆସିବ । ହଠାତ ଯାତ୍ରା କାରଣରୁ ଆପଣ ଚିନ୍ତାର କାରଣ ହୋଇପାରେ । ଆଜିର ଦିନ କୌଣସି କାରଣ ବଶତଃ ଯଦି ସହରଠୁ ବାହାରକୁ ଯିବାକୁ ଯାତ୍ରା କରିବାକୁ ପଡିପାରେ, ନିୟମର ପାଳନ କରି ମହତ୍ଵ ପୂର୍ଣ କାଗଜ ରଖିବାକୁ ଭୁଲିବେନି । ରହିଯାଇଥିବା ପଇସା ମିଳିବ । ଆଜି କାଉନଶୁ ବ୍ଯବସାୟିକ ସମସ୍ଯା ଓ ଅସୁବିଧାର ସମାଧାନ ହୋଇବ ।

ସିଂହ :- ଆଜି ଆପଣଙ୍କୁ ଭାଗ୍ଯର ପୁରା ସହଯୋଗ ମିଳିବ । ଆଜି ଆପଣ ସାଙ୍ଗ ମାନଙ୍କୁ କୌଣସି ପାର୍ଟି ଦେବେ ନୂଆ ବ୍ଯବସାୟିକ ସମ୍ବନ୍ଧ ମଜଭୁତ ହେବ । କାର୍ଯ୍ୟ କ୍ଷେତ୍ରରେ ଲୋକ ପ୍ରିୟତା ବଢିବ । ପଇସା ଉଧାର ନେବାକୁ ପଡିପାରେ । ହଠାତ କୌଣସି ବଡ ଖର୍ଚ ହୋଇପାରେ । ସାଥି ଉପରେ ବିଲକୁଲ ସନ୍ଦେହ କରନ୍ତୁ ନହିଁ ଏହା ଦ୍ଵାରା ଆପଣ ବିପଦରେ ପଡ଼ିପାରନ୍ତି ।

କନ୍ୟା :- ସାଙ୍ଗ ମାନଙ୍କ ସହଯୋଗ ଦ୍ଵାରା ସଫଳତା ମିଳିବ । ଆପଣ ନିଜକୁ ବହୁତ ଏକା ଅନୁଭବ କରିବେ, ଓ ଠିକ ଭୂଲର ନିର୍ନୟ ନେବାରେ ଅସମର୍ଥ ରହିବେ । ବ୍ୟାପାରୀଙ୍କୁ ଜନ ସମ୍ପର୍କ ବଢାଇବା ପାଇଁ ଲୋକଙ୍କ ସହିତ ଭଲ କଥା ବାର୍ତା କରିବା ଉଚିତ । ପରିଚିତ ଲୋକଙ୍କ ସହିତ କଥା ବାର୍ତା ହେଉଥାନ୍ତୁ । ପ୍ରେମ ପାଇଁ ଅନୁକୂଳ ସମୟ ଅଟେ ।

ତୁଳା :- ଆଜି ଆପଣ ଘରେ ହିଁ ଖୁସି ଭରା ସମୟ ବ୍ଯତୀତ କରିବେ । ସନ୍ତାନଙ୍କ ଉନତି ଦ୍ଵାରା ମନ ଖୁସି ରହିବ । ଆଜି କୌଣସି ବଡ ଅସୁବିଧା ଦୂର ହୋଇବ । କାନୁନି ମାମଲାରେ ସଫଳତା ମିଳିବ । ପଇସା ଉଧାର ଦିଅନ୍ତୁ ନହିଁ । କାମର ବୋଝ ବଢିବା ଦ୍ଵାରା ଆଳସ୍ୟ ଅନୁଭବ କରିବେ । ବଡ ଭାଇ ଓ ବାପାଙ୍କ ଠାରୁ ବୈଚାରିକ ମତଭେଦ ହୋଇପାରେ ।

ବିଛା :- ବ୍ୟକ୍ତିଗତ ମାମଲାରେ ଆପଣଙ୍କୁ ଗୋଟିଏ ସୁଖଦ ଆଶ୍ଚର୍ଯ୍ୟ ମିଳିବ । ପିତାଙ୍କ ସହିତ ବୈଚାରିକ ମତଭେଦ ହୋଇପାରେ । ଆତ୍ମା ବିଶ୍ଵାସ ବଢିବ ଦିନ ମଧ୍ୟ ବହୁତ ଭଲରେ କଟିବ । ଆପଣଙ୍କ ସହିତ ବା ଆପଣଙ୍କ ଆଖପାଖରେ କିଛି ଲୋକଙ୍କ ସମ୍ପର୍କରେ ସୁଧାର ଆସିବ । କୌଣସି କାମରେ ପରିବାର ଲୋକଙ୍କ ସଜେସନ ଆପଣଙ୍କ ପାଇଁ ବହୁତ ଭଲ ସାବିତ ହେବ ।

ଧନୁ :- ଆଜି ଆପଣଙ୍କ ଦିନ କିଛି ମିଳାମିଶା ରହିବ । କୌଣସି ଜରୁରୀ କାମକୁ ପୁରା କରିବା ପାଇଁ ପରିଶ୍ରମ କରିବେ, ଆପଣଙ୍କ ପରିଶ୍ରମ ନିଶ୍ଚିତ ରୂପରେ ଫଳ ଦାୟୀ ରହିବ । ଅଧିକ ଭାବି ଚିନ୍ତି ସମୟ ବର୍ବାଦ କରନ୍ତୁ ନହିଁ । ହଠାତ ଆପଣଙ୍କ ଅସୁବିଧା ବଢିପାରେ । କାମରେ ପ୍ରତିବନ୍ଧକ ଆସିବା ଦ୍ଵାରା ଆପଣଙ୍କ ମୁଡ ଖରାପ ହୋଇପାରେ । ବ୍ୟାପାରରେ ଉନ୍ନତି ହେବ ।

ମକର :- ଆଜି ଆପଣଙ୍କୁ ଧର୍ଜ୍ୟ ରଖିବାର ଆବଶ୍ୟକ ରହିଛି । ତଥା ଈଶ୍ବରଙ୍କ ପ୍ରତି ଆସ୍ଥା ଭାବ ରଖିବା ଦ୍ଵାରା ସବୁ କିଛି ଠିକ ହୋଇଯିବ । ନିଜ ଲକ୍ଷ ପ୍ରତି ଦୃଢ ନିଷ୍ଠା ଓ ସଂକଳ୍ପ ସହିତ ଆଗକୁ ବଢନ୍ତୁ । ସବୁ କାମ କୁ ବହୁତ ଭଲ ଭାବରେ କରିବା ପାଇଁ ଚେଷ୍ଟା କରନ୍ତୁ ।

କୁମ୍ଭ :- ଆଜି ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଘର ମାମଲାରେ ସମସ୍ଯା ଉପୁଜିପାରେ । ଶେଥି ପାଇଁ ସାବଧାନ ହୋଇ କଥା ହୁଅନ୍ତୁ । ନିଜ କାମରେ ପୁରା ସଜାଗ ରୁହନ୍ତୁ । ବିଗିଡି ଯାଇଥିବା କାମ ପୁଣି ଠିକ ହୋଇବ । ବ୍ୟବସାୟ ମାମଲାରେ ଆଜିର ଦିନ ବହୁତ ଭଲ ରହିବ । କୌଣସି ଫାଇଦା ମନ୍ଦ ସଉଦା ହୋଇପାରେ । ପୁଞ୍ଜି ନିବେସ କରିବା ଲାଭଦାୟୀ ରହିବ ।

ମୀନ :- ଆଜି ଆପଣଙ୍କ ଦିନର ଆରମ୍ଭ ବହୁତ ଭଲ ଖବର ରହିଛି । ସାଙ୍ଗ ମାନଙ୍କ ସହିତ ସମ୍ପର୍କ ରହିବ । ବ୍ୟାପାରୀ ମାନଙ୍କ ନିଜ ବ୍ୟାପାରକୁ ବଢିବା ପାଇଁ ତାର ପ୍ରଚାର କରନ୍ତୁ । ଆପଣଙ୍କୁ କୌଣସି ଜରୁରୀ କାମରେ ସଫଳତା ମିଳିବ ଦ୍ଵାରା ଆତ୍ମ ବିଶ୍ବାସ ବଢିବ । ଏହି ରାଶିର ଛାତ୍ର ଙ୍କ ପାଇଁ ଆଜିର ଦିନ ବହୁତ ବଳ ରହିବ ।

Leave a Reply

Your email address will not be published. Required fields are marked *