ଜାଣନ୍ତୁ : ଭାରତ ବଜାରରେ କେତେ ଜଡିତ ଚୀନ ଜିନିଷ, କଣ ସମ୍ଭବ ଏହାର ବହିଷ୍କାର କରିବା ?

ଚୀନକୁ ସୀମା ଉପରେ ଜାରି ହୋଇଥିବା କଟକଣା ମଧ୍ୟରେ ପୁଣି ଆଉଥରେ ଚୀନର ମାଲକୁ ବହିଷ୍କାର ଓ ଚୀନ ସହିତ ବ୍ୟାପାରକୁ ରୋକିବା ପାଇଁ କୁହାଯାଇଛି । କିନ୍ତୁ ସତ୍ୟ ଏହା ଅଟେ କି ଚୀନ ଆମ ଦେଶର ଟପ ୧୦ ବ୍ୟବସାୟି ସାଥି ମଧ୍ୟରୁ ଜଣେ ଓ ଏଠାରେ ବହୁତ ବିଭାଗରେ ତାଙ୍କର ଜବରଦସ୍ତ ହସ୍ତକ୍ଷେପ । ସ୍ମାର୍ଟ ଫୋନର ୬୫ ପ୍ରତିଶତ ବଜାରରେ ଚୀନ କମ୍ପାନୀର କବଜା ଅଛି । ଖାଲି ସେତିକି ନୁହେଁ, ଭାରତର ବହୁତ ବଡ ଓ ଚର୍ଚିତ ଷ୍ଟାର୍ଟଅପ ରେ ଚିନର କମ୍ପାନୀମାନେ ବହୁତ ଟଙ୍କାର ନିବେଶ କରିଛନ୍ତି ।

Image Courtesy: Google

ଭାରତ-ଚୀନ ସୀମାରେ ହିଂଶାତ୍ମକ ଲଢେଇ ହୋଇଥିଲା ସେଥିପାଇଁ ପୁଣି ଦେଶରେ ଆଉଥରେ ଚାଇନର ଜିନିଷ ବହିଷ୍କାର କରିବା ପାଇଁ ଆନ୍ଦୋଳନ ଚାଲିଛି । ଚୀନ ଆମର ଦେଶର ଇଲେକଟ୍ରନିକ୍ସ, ଇ-କମର୍ଷ, ହସ୍ପିଟାଲିଟି ଓ ଇ- ଲର୍ନିଂ ଭଳି ବିଭାଗରେ ଗଭୀର ଭାବେ ପଶି ସାରିଛି । କଣ ଚୀନ ଜିନିଷ ବହିଷ୍କାର ଆନ୍ଦୋଳନ ସଫଳ ହୋଇପାରିବ ? କଣ ଆମେ ଚୀନ ଜିନିଷକୁ ଛାଡି ଚଳି ପାରିବା? କଣ ଅଛି ବାସ୍ତବିକ ଛବି ଆସନ୍ତୁ ଦେଖିବା । ଆମର ବେଦେଶୀ ବ୍ୟାପାରୀରେ ଚିନର ଭାଗ ୧୦ ପ୍ରତିଶତରୁ ବେଶି, ସେଥିପାଇଁ ଭାରତକୁ ଏହି କାରବାର ରୋକିବା ସମ୍ବଭ ନୁହେଁ ।

Image Courtesy: Google

ଭାରତରେ ମୋଟାମୋଟୀ ବିଦେଶୀ ବ୍ୟାପାରରେ ଚିନର ଭାଗ ୧୦.୧ ପ୍ରତିଶତ ପର୍ଯ୍ୟନ୍ତ ଅଟେ, ଅପରପକ୍ଷରେ ଚିନର ବିଦେଶୀ ବ୍ୟାପାରରେ ଭାରତର ଭାଗ ୨.୧ ପ୍ରତିଶତ ଅଟେ । ବିତ୍ତ ବର୍ଷ ୨୦୧୮-୧୯ ସଂଖ୍ୟା ମୁତାବିକ, ଭାରତର ମୋଟାମୋଟି ଜିନିଷର ଚିନର ଭାଗ ୫.୩ ପ୍ରତିଶତ ଅଟେ, ମୋଟାମୋଟି ଆୟରେ ଚିନର ଭାଗ ୧୪ ପ୍ରତିଶତ । ଖାଲି ସେତିକି ନୁହେଁ ଆୟରେ ଭାରତର ଭାଗ ୦.୯ ପ୍ରତିଶତ । ଚୀନ ଓ ହଂକଙ୍ଗ କୁ ଯୋଡିଲେ ଭାରତର ସବୁଠୁ ବଡ ବ୍ୟାପାରିକ ସାଥି ଅଛନ୍ତି । ଆମେରିକା ଆଉଗୋଟେ ସ୍ଥାନରେ ଆସୁଛି । ବର୍ଷ ୨୦୧୯-୨୦ ରେ ଚୀନ-ହଂକଙ୍ଗରେ ଭାରତର ବ୍ୟାପାରୀ ୧୦୩.୫୩ ଡଲାର ଅଟନ୍ତି । ସେଥିପାଇଁ ଆମେରିକାର ସାଥିରେ ଭାରତର ବ୍ୟାପାର ୮୨.୯୭ ଅର୍ଥ ସହେ କୋଟି ଡଲାର ହୋଇଛି ।

ଏହି ବସ୍ତୁ ମାନଙ୍କର ହେଉଛି ପ୍ରମୁଖ ବ୍ୟାପାର

Image Courtesy: Google

ଚିନରୁ ଭାରତକୁ ଆସୁଥିବା ମୁଖ୍ୟ ବସ୍ତୁ ମଧ୍ୟରେ ଇଲେକଟ୍ରିକ ମସିନାରୀ ଓ ଇକୁଇପମେଣ୍ଟ, ରେଆକ୍ଟୋର୍ସ, ବୟଲର୍ସ ମସିନାରୀ, ମେକାନିକାଲ ଅପ୍ପ୍ଲିଆସେନ୍ସ, ଅରଗନିକ କେମିକାଲ୍ସ ଏବଂ ଔଷଧ, ପ୍ଲାଷ୍ଟିକ ଇଲେକଟ୍ରନିକ୍ସ ଓ ଉର୍ବରକ ସାମିଲ ଅଛି । ଆରପକ୍ଷରେ ଚିନଙ୍କୁ ଭାରତ ଅରଗନିକ କେମିକାଲ୍ସ, ମିନାରଲ ଫୁୟେଲ, ମିନାରଲ ଅୟେଲ, ମାଛ ଓ ସାମୁଦ୍ରିକ ଉତ୍ପାଦ, ଇଲେକ୍ଟ୍ରି ମସିନାରୀ ଓ ଈକୁପମେଣ୍ଟର ଆଗତ କରୁଛି ।

ମୋବାଇଲ ଫୋନ ବଜାର ଉପରେ କବଜା

Image Courtesy: Google

ଭାରତ ମୋବାଇଲ ଫୋନ ବଜାରରେ ଚୀନ କମ୍ପାନୀର କବଜା । ଭାରତର ସ୍ମାର୍ଟ ଫୋନ ବଜାର ୬୫ ପ୍ରତିଶତରୁ ଅଧିକ ଭାଗରେ ଚୀନ କମ୍ପାନୀର କବଜା ଅଛି । ବର୍ଷ ୨୦୧୯ ରେ ଚୀନ କମ୍ପାନୀ ସାଓମିର ଭାଗ ୨୮.୬ ପ୍ରତିଶତ, ବିବୋର ୧୫.୬ ପ୍ରତିଶତ, ଓପୋ 10.7 ପ୍ରତିଶତ ଏବଂ ରିଅଲ୍ ମେ 10.6 ପ୍ରତିଶତ ହୋଇଛି । ସେହିଭଳି ଚାଇନାର କମ୍ପାନୀଗୁଡିକ ସ୍ମାର୍ଟ ଟିଭି ବଜାରର ପ୍ରାୟ 35 ପ୍ରତିଶତ ନିୟନ୍ତ୍ରଣ କରନ୍ତି ।

Leave a Reply

Your email address will not be published. Required fields are marked *