ଜାଣନ୍ତୁ କିଭଳି ଆପଣଙ୍କ ଠାରୁ ଦୂରରେ ରହିବ “କରୋନା”- ଦେଖନ୍ତୁ କଣ କହିଲେ Doctor

ବନ୍ଧୁଗଣ, ସାରା ବିଶ୍ବରେ ଗତବର୍ଷ କରୋନା ର ଭୟ ବହୁଳ ଭାବରେ ବଢି ଚାଲିଥିଲା । ଏହି ମହାମାରୀ ବହୁତ କିଛି ନଷ୍ଟ କରିଛି । ମାତ୍ର ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ର ଦ୍ଵିତୀୟ ପ୍ରହରୀ ଆରମ୍ଭ ହେବାରେ ଲାଗିଲାଣି । ବନ୍ଧୁଗଣ ଏହା ଏତେ ଦ୍ରୁତ ଗତିରେ ବଢିବାରେ ଲାଗିଛି ଯେ, ଏଥିରୁ ବର୍ତ୍ତୀ ରହିବା କାଠିକର ପାଠ ଭଳି ପାଲଟିଛି । ବନ୍ଧୁଗଣ ଏହି ମୁହୂର୍ତ୍ତରେ ସଜାଗ ତଥା ସଚେତନ ରହିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା କିଛି ଉପାୟ ଯାହା ପାଳନ କରିବା ଦ୍ଵାରା ଆମ୍ଭେ ଏହି ମହାସଙ୍କ୍ରମଣ ଠାରୁ ଦୂରେଇ ରହି ପାରିବା ।

୧- ବନ୍ଧୁଗଣ ଯଦି ଆପଣଙ୍କୁ ଥଣ୍ଡା,ଜର ହେଉଅଛି ତେବେ ଆପଣ ଘରେ ରହି ବିଛଣାରେ ଆରାମ କରନ୍ତୁ । ଏହି ସ୍ଥିତିରେ ବାହାରକୁ ଆଦୌ ବାହାରନ୍ତୁ ନାହିଁ ।

୨- ଭିଟାମିନ-C ଥିବା ଫଳ ସେବନ କରନ୍ତୁ । ଆପଣ କମଳା ସେବନ କରିପାରିବେ ଏଥିରେ ଭିଟାମିନ-C ରହିଅଛି । ଅଣ୍ଡା ରେ ଜିଙ୍କ ରହିଥାଏ ଯାହା ଆମ ଶରୀରକୁ ଆବଶ୍ୟକ ହୋଇଥାଏ । ଆପଣ ଅଣ୍ଡା ମଧ୍ୟ ଖାଇ ପାରିବେ । ଏହାଛଡା ଉତ୍ତମ ପ୍ରୋଟିନ ଦୁଗ୍ଧ, ଡାଲି, ଅଣ୍ଡାରୁ ମିଳିଥାଏ ଆପଣ ଏଗୁଡ଼ିକର ସେବନ କରିପାରିବେ । ବନ୍ଧୁଗଣ ଯଦି ଆପଣ ଚାହା ପିଉଥାନ୍ତି ତେବେ ଦିନକୁ ୪ କପ ଚାହା ର ସେବନ କରନ୍ତୁ ।

ଏହାଛଡା ଆପଣ ନାନା ପ୍ରକାରର ଫଳର ସେବନ ମଧ୍ୟ କରି ପାରିବେ । ବନ୍ଧୁଗଣ କେତେକ ଫଳ ମାନଙ୍କରେ ଭିଟାମିନ-A ମଧ୍ୟ ରହିଥାଏ । ବନ୍ଧୁଗଣ ଯଦି ଆପଣ ଭରପୁର ମାତ୍ରାରେ ଭିଟାମିନ-A ଏବଂ କ୍ୟାଲସିୟମ ସପ୍ଲିମେଣ୍ଟ କରିନେଲେ, ତଥା ଆପଣ ଯଦି ଏହି ପୁରା ମିନେରାଲ ନେଇ ନେଲେ, ଯଦି ପୁରା ପ୍ରୋଟିନ ନେଇ ନେଲେ ଯାହାଦ୍ଵାରା ବ୍ରେକଡାଉନ ହୁଏ କରୋନା ତେବେ କରୋନା ଆପଣଙ୍କୁ ହରାଇ ପାରିବ ନାହିଁ ।

୩- ଆପଣଙ୍କୁ ଘରେ ଆରାମ କରିବାର ଆବଶ୍ୟକ । ବେଡ ରେଷ୍ଟ, ଆପଣଙ୍କୁ ହାଇଡ୍ରେସନ ଥେରେପି ର ଆବଶ୍ୟକ ହୋଇଥାଏ । ଆପଣଙ୍କୁ ବିଶ୍ଵାସ କରିବା ଆବଶ୍ୟକ ଯେ ଆପଣ ନିଶ୍ଚିତ ଜିତିବେ । ନିଜ ମନ ବଳ କୁ ଦୃଢ କରିବା ଆବଶ୍ୟକ । ବନ୍ଧୁଗଣ ଆପଣ ନିଜର ଅକ୍ସିଜେନ ର ରିକ୍ୱାରମେଣ୍ଟ ର ମାତ୍ରା କୁ କମାଇ ଦିଅନ୍ତୁ ଯେ, ଆପଣଙ୍କୁ କରୋନା ଛୁଇଁ ପାରିବ ନାହିଁ । ବନ୍ଧୁଗଣ ନିଜ ମନରେ ଦୃଢ ବିଶ୍ବସା ଥିଲେ ଆପଣଙ୍କୁ କୌଣସି ରୋଗ ମଧ୍ୟ ଛୁଇଁ ପାରିବ ନାହିଁ ।

ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ଆପଣ ଯେତେ ପରିମାଣରେ ବଢାଇବେ ତେବେ, କରୋନା ଭଳି ଭୟାନକ ରୋଗ ମଧ୍ୟ ଆପଣଙ୍କର କିଛି କରିପାରିବ ନାହିଁ । ନିୟମିତ ବ୍ୟାୟାମ କରନ୍ତୁ ଏହା ସହିତ ଉତ୍ତମ ଫଳ ଖାଆନ୍ତୁ । ସବୁଜ ପନିପରିବା ତଥା ପ୍ରୋଟିନ ଜାତିୟ ଖାଦ୍ଯ ସେବନ କଲେ ଆପଣ ଏହି ଭୟଙ୍କର ସଂକ୍ରମଣ ରୁ ବଞ୍ଚିତ ରହିପାରିବେ । ଏତତ ବ୍ଯତୀତ ସାନିଟାଇଜ ତଥା ମାସ୍କ ବ୍ୟବହାର କରନ୍ତୁ । ବନ୍ଧୁଗଣ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆପଣ ମାନଙ୍କୁ ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *