ପୋଲିସଙ୍କ ପୋଷାକର ରଙ୍ଗ ମାଟିଆ କଣ ପାଇଁ ହୋଇଥାଏ ? ଏହାର କାରଣ ଜାଣି ସ୍ତବ୍ଦ ହୋଇ ରହିଯିବେ ଆପଣ

ଏହା ତା ସମସ୍ତେ ଜାଣିଛନ୍ତି କି ଆମ ଦେଶରେ ପୋଲିସଙ୍କ ପୋଷାକ ମାଟିଆ ରଙ୍ଗର ହୋଇଥାଏ । କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ପୋଲିସଙ୍କ ପୋଷାକର ରଙ୍ଗ କାହିଁକି ମାଟିଆ ହୋଇଥାଏ । ପୋଲିସଙ୍କର ଏହି ମାଟିଆ ପୋଷାକ କୁ ନେଇ ଫିଲ୍ମରେ କେତେକ ଡାଇଲଗ ପ୍ରସିଦ୍ଧ ହୋଇ ସାରିଛି । ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଜରୁରୀ କି ପୋଲିସଙ୍କ ପୋଷାକର ରଙ୍ଗ ମାଟିଆ କଣ ପାଇଁ ହୋଇଛି ।

ତାହେଲେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବୁ ,ଯେଉଁଥିରେ ଆପଣଙ୍କୁ ଏହାର ଉତ୍ତର ମିଳିଯିବ ।

ଖାକୀ ବାସ୍ତବରେ ଏକ ହିନ୍ଦୀ ଶବ୍ଦ ଅଟେ ,ଯାହାର ଅର୍ଥ ମାଟିଆ ରଙ୍ଗ ହୋଇଥାଏ । ଆପଣ ଜାଣି ଆଶ୍ଚଜ୍ୟ ହେବେ କି ଯେତବେଳେ ଭାରତରେ ଇଂରାଜୀମାନଙ୍କର ଶାସନ ଥିଲା ସେତବେଳେ ପୋଲିସଙ୍କ ପୋଷାକର ରଙ୍ଗ ଧଳା ରଙ୍ଗର ଥିଲା । ଧଳା ରଙ୍ଗକୁ ଆମେ ଶାନ୍ତିର ରଙ୍ଗ କହିଥାଉ । ସେହି ସମୟରେ ପୋଷାକ ତ ଧଳା ରଙ୍ଗର ଥିଲା କିନ୍ତୁ ଟାଇ ମାଟିଆ ରଙ୍ଗର ଥିଲା । ଧଳା କପଡା ଶୀଘ୍ର ଖରାପ ହୋଇ ଯାଇଥାଏ ।

ଏହି କାରଣ ହେଉଛି କି ସେହି ସମୟରେ ଧଳା କପଡାରେ ମାଟି ଲାଗିଲେ ସେ ଶୀଘ୍ର ଖରାପ ହେଇଯାଉଥିଲା । କିନ୍ତୁ ଟାଏରେ ମାଟି ଲାଗିଲେ ମଧ୍ୟସେ ଶୀଘ୍ର ଖରାପ ହେଉନଥିଲା । ଏହାପରେ ବ୍ରିଟିଶ ସରକାର ଏହା ଆଦେଶ ଦେଲେ କି ପୋଲିସଙ୍କର ପୋଷାକର ରଙ୍ଗ ଧଳା ନୁହେଁ ବରଂ ମାଟିଆ ରହିବ । ଏହି କାରଣ ପାଇଁ ଆଜି ପର୍ଯ୍ୟନ୍ତ ଭାରତୀୟ ପୋଲିସଙ୍କର ପୋଷାକର ରଙ୍ଗ ମାଟିଆ ହୋଇଛି ।

ଆମ ଦେଶର ଇତିହାସରେ ବହୁତ କଥା ପ୍ରଚଳିତ ହେଇଛି ଯାହା ବିଷୟରେ ଆପଣ ଜାଣି ନାହାଁନ୍ତି । କିନ୍ତୁ ଏହି କଥା ବାସ୍ତବରେ ବହୁତ ହୃଦୟସ୍ପର୍ଶୀ ଥିଲା ,କାରଣ ଏହା ଆମ ଦେଶର ପୋଲିସଙ୍କ ସହିତ ଯୋଡି ହୋଇଥିଲା । ଏବେ ଆପଣ ଏହାକୁ ମାନନ୍ତୁ କି ନମାନନ୍ତୁ କିନ୍ତୁ ଇତିହାସର କାହାଣୀ କେବେ ମିଛ ହୋଇନଥାଏ । ଆଜି ବି ବାହାର ର କେତେକ ଦେଶରେ ପୋଲିସଙ୍କର ପୋଷାକର ରଙ୍ଗ ଧଳା ଏବଂ ନୀଳ ଅଛି । କିନ୍ତୁ ସେହି ଦେଶରେ ପରିଷ୍କାରର ପୁରା ଧ୍ୟାନ ରଖାଯାଇ ଥାଏ । ଆମେ ଭାରତକୁ ଖରାପ ବୋଲି କହୁନୁ ।

ଏହାକୁ ପଢିବା ପରେ ଆପଣ ବୁଝିଯାଇ ଥିବେ କି ପୋଲିସଙ୍କର ପୋଷାକର ରଙ୍ଗ ମାଟିଆ କଣ ପାଇଁ ହୋଇଥାଏ । ଏବେ ତ ଦେଶର ପୋଲିସଙ୍କୁ ମାଟିଆ ରଙ୍ଗର ପୋଷାକରେ ଦେଖିବାର ଅଭ୍ୟାସ ହୋଇଯାଇଛି ।

Leave a Reply

Your email address will not be published. Required fields are marked *