ଗୋଟେ ଜୀବ ଏମିତି ଯାହାର ଘରେ ପଶିବା ଦ୍ଵାରା ହିଁ ମିଳିଥାଏ ମୃତ୍ୟୁର ସଂକେତ- ଜାଣନ୍ତୁ ଏହା କେଉଁ ଜୀବ

କେତେ ଥର ଆପଣ କୌଣସି ଗଛା ଉପରେ ଓଲଟା ଛୁଲୁ ଥିବା ପକ୍ଷୀକୁ ଦେଖିଥିବେ କଣ ଆପଣଙ୍କୁ ଜଣା ଅଛି ସେ ବି ଗୋଟେ ପକ୍ଷୀ ଅଟେ । ଯିଏ ଦେଖିବାକୁ ତ ବହୁତ ଅଦ୍ଭୁତ ଲାଗିଥାଏ ଏବଂ ଡର ବି ଲାଗିଥାଏ କିନ୍ତୁ ବହୁତ ରାତିରେ ହିଁ ବାହାରିବା ପକ୍ଷୀ ହୋଇଥାଏ । ଏହାର ଶବ୍ଦରେ ବି ବହୁତ ଡର ଲାଗିଥାଏ । ଏହା ଏକ ରାତ୍ରିଚର ପ୍ରାଣୀ ଅଟେ ଯିଏ ଅଧିକ ସୁନସାନ ଜାଗାରେ ରହିବାକୁ ପସନ୍ଦ କରିଥାଏ । କିନ୍ତୁ ତାକୁ କେତେକ ଜାଗାରେ ଦେଖାଦେବାକୁ ଅଶୁଭ ବୋଲି କୁହାଯାଇଥାଏ ।

ଏହି ପ୍ରାଣୀଙ୍କ ଭୋଜନ ଯାନୁଆରଙ୍କ ମାଂସ ଏବଂ ରକ୍ତ ହୋଇଥାଏ । ଏମାନେ ଯେଉଁ ଯାନୁଆରରେ ଲାଗିଯାନ୍ତି ତାହେଲେ ତାଙ୍କ ରକ୍ତ ପିକିରି ହିଁ ଛାଡନ୍ତି ।

କୁହାଯାଇଥାଏ କି ଯଦି ଘରେ ପ୍ରବେଶ କରିଥାଏ ତାହେଲେ ନିହାତି କିଛି ବହୁତ ଖରାପ ହୋଇଥାଏ ଏବଂ ଏହା ବି କୁହାଯାଇଥାଏ କି ବାଦୁଡି ଘରେ ପଶିଆସନ୍ତି ତାହେଲେ ମୃତ୍ୟୁ ନେଇ ଆସିଥାଏ । କିନ୍ତୁ ଏପରଜ୍ଯନ୍ତ ଲୋକ ଏହାକୁ ଏକ ମାନ୍ୟତା ରୂପରେ ବିଶ୍ଵାସ କରୁଥିଲେ କିନ୍ତୁ ଏବେ ଏହାର ବୈଜ୍ଞାନିକ କାରଣ ବି ସାମ୍ନାକୁ ଆସିଛି ,କୁହାଯାଇଛି କି ବାଦୁଡିର ଡେଣାରେ କିଛି ଏହି ପ୍ରକାର ମାରାତ୍ମକ ବ୍ୟାକ୍ଟେରିଆ ଥାଏ ଯାହାର ଇନଫେକସନ ଦ୍ଵାରା ମଣିଷର ମୃତ୍ୟୁ ବି ହେଇପାରେ ।

ଯଦି କୌଣସି ବ୍ୟକ୍ତି ଉପରେ ବାଦୁଡି ହାମଲା କରିଥାଏ ତାହେଲେ ବୁଝିଯିବେ କି ତାର ମୃତ୍ୟୁ ହୋଇଗଲା । ଗୋଟେ ବାଦୁଡି ପ୍ରାୟ ୪୦ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ମୂଷା ଏବଂ ଚୁଚୁନ୍ଦ୍ରା ଦୁଇ ବର୍ଷରୁ ବି କମ ବଞ୍ଚିଥାନ୍ତି । ବାଦୁଡିଙ୍କର ଶୁଣିବାର କ୍ଷମତା ବହୁତ ଅଧିକ ଥାଏ । ବୈଜ୍ଞାନିକ ବାଦୁଡିର ଲାଳରୁ ପାଇଥିବା ପଦାର୍ଥ ‘anticogulation’ର ହୃଦୟ ରୋଗରେ ପୀଡିତ ରୋଗିଙ୍କର ଚିକିସା କରିବାରେ ସକ୍ଷମ ହୋଇଛନ୍ତି । ବାଦୁଡିକୁ ନେଇ କେତେକ ଦେଶରେ ଅଲଗା ଅଲଗା ଧାରଣା ଅଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧ -ଭାରତରେ କିଛି ଜାଗାରେ ବାଦୁଡିକୁ ଶୁଭ ବୋଲି କୁହାଯାଇଥାଏ କିନ୍ତୁ ସେଠାରେ କିଛି ଜାଗା ଏମିତି ବି ଅଛି ଯେଉଁଠାରେ କି ଏହାକୁ ଅଶୁଭ ବୋଲି କୁହାଯାଇଥାଏ କିନ୍ତୁ ବିହାର ଏବଂ ଝାଡଖଣ୍ଡର କିଛି ଜାଗାରେ ବାଦୁଡିକୁ ଲକ୍ଷ୍ମୀଙ୍କ ବାହାନ ବୋଲି କୁହାଯାଇଥାଏ ।

୨ -ଚୀନରେ ବାଦୁଡିକୁ ଖରାପ ବୋଲି କୁହାଯାଇ ନଥାଏ କାରଣ ଘରେ ୫ଟି ବାଦୁଡିର ଥିବା ପ୍ରତୀକ ଶୁଭ ଚିହ୍ନ ରଖିବାର ପରମ୍ପରା ଅଛି ।

୩ -ବ୍ରିଟେନରେ ଯଦି କୌଣସି ଘରେ ବାଦୁଡି ପସିଥାଏ ତାହେଲେ ପ୍ରଶାସନର ଅନୁମତି ବିନା ତାକୁ ବାହାର କରାଯାଇ ନଥାଏ କାରଣ ସେଠାରେ ବାଦୁଡିକୁ ଧରିବା ପାଇଁ ଲାଇସେନ୍ସ ଜାରି ହୋଇଥାଏ । ଯେଉଁ ବ୍ୟକ୍ତି ପାଖରେ ଲାଇସେନ୍ସ ଥାଏ ସିଏ ହିନ ବାଦୁଡିକୁ ହାତ ଲଗାଇ ପାରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *