ମଜାକ ମଜାକ ରେ କହିଥିବା କଥା ଯେତବେଳେ ସତ ହୋଇଗଲା, ପୁଣି ଯାହା ହେଲା ଜାଣି ଥରିଯିବେ ଆପଣ

ଦୁନିଆରେ ଏମିତି କେତେ ହସ ମାଜକର ସମୟ ଥାଏ ଯାହାଦ୍ୱାରା ଆମେ ନିଜର ମତିଷ୍କର ଥାକାମି କୁ କିଛି ପର୍ଯ୍ୟନ୍ତ କମ କରି ପାରିବା । ଏହି ହସ ମଜାକର ସମୟ ଦ୍ଵାରା ଆମେ ଆମର ଭିତରେ ଥିବା କେତେକ ନକରାତ୍ମକ ଜିନିଷକୁ ଦୂର କରି ପାରିବା । କିନ୍ତୁ କେତେକ ସମୟରେ ଏହି ମଜାକ କାରଣରୁ କେତେକ ଲୋକ ନିଜର ଜୀବନ ହରାଇ ବସନ୍ତି । ସାଧାରଣ ଭାବେ ଆମେ ଆମ ସାଙ୍ଗମାନଙ୍କୁ ମଜାକ ମଜାକ ରେ ରାଣ ଦେଇଥାଉ ।

ଏହା ସହିତ ହିଁ ତାଙ୍କୁ ମଜାକରେ କେତେକ ଖରାପ ଅଭିଶାପ ଦେଇଦେଇ ଥାଉ ।

ମଜାକ କରିବା ସମୟରେ ଆମେ କିଛି ସମୟ ବି ଏହା ଭାବିନଥାଉ କି କଣ ଏହି ମଜାକ କାହା ପାଇଁ ସତରେ ଖରାପ ହେଇ ପାରେ । କଣ ଆପଣଙ୍କୁ ଏମିତି ଲାଗେ କି ଆପଣ ଯେଉଁ ମଜାକ କରିଛନ୍ତି ସେହି ମଜାକ କାହାର ଜୀବନ ନେଇପାରେ ,ଯଦି ଆପଣଙ୍କୁ ଏହି କଥା ଉପରେ ବିଶ୍ଵାସ ନାହିଁ ତାହେଲେ ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବୁ ଯାହା କେବଳ ମଜାକ କରିବା ପରେ ସତ ହେଇଗଲା । ଏହି ଘଟଣା ରାଜସ୍ଥାନର ଭରତପୁର ରେ ରହୁଥିବା ଛାତ୍ରୀ ଦୀପ୍ତିର ଅଟେ ।

ଦୀପ୍ତି ରାଜସ୍ଥାନ ଜିଲ୍ଲାର ହନୁମାନଗଡ ର ଗୋଗାମେଡି ମନ୍ଦିର ଯିବା ପାଇଁ ନିଜ ସ୍କୁଲରୁ ଛୁଟି ପାଇଁ ପ୍ରାଥର୍ନା ପତ୍ର ଲେଖିଛି ,ଦୀପ୍ତି ନିଜ ପତ୍ରରେ ଲେଖିଥିଲା କିସେ କାଲିଠାରୁ ସ୍କୁଲ ଆସିବ ନାହିଁ । ଏହାପରେ ଯେତବେଳେ ଏହି ଲାଇନ ଶିକ୍ଷକ ପଢିଲେ ତ ସେମାନେ ଦୀପ୍ତିକୁ ବହୁତ ଭଲ ଖରାପ ସୁଚାଇଲେ । କିନ୍ତୁ ଯେତବେଳେ ଦିପ୍ତିର ଦୁର୍ଘଟଣାର ଖବର ଆସିଲା ତ ତାର ପୁରା ସ୍କୁଲ ସ୍ତବ୍ଦ ହୋଇଗଲା ଏବଂ ତାର ସାଙ୍ଗମାନେ ସେ ଠିକ ହେବା ପାଇଁ ପ୍ରାଥର୍ନା କଲେ । ଦିପ୍ତିର ସାଙ୍ଗ କହିଛି କି ହନୁମାନ ଜିଲ୍ଲାର ଗୋଗାମେଡି ମନ୍ଦିର ଯିବା ପୂର୍ବରୁ ଦିପ୍ତିକୁ ପଚାରିଥିଲା କି ସେ କୁଆଡେ ଯାଉଛି ଯାହାପରେ ଦୀପ୍ତି ବହୁତ ସହଜରେ ଉତ୍ତର ଦେଇଥିଲା କି ସେ ଉପରକୁ ଯାଉଛି ।

ଜାପରେ ତାର ସାଙ୍ଗ ତାର ମଜାକ ଉଡାଇ କହିଲା କି ଦୀପ୍ତି ତୁ ପାଗଳ ନା କଣ ? ଯାହାପରେ ଦୀପ୍ତି କହିଲା କି ଯଦି ମୁଁ ଚାଲିଯାଏ ତାହେଲେ ତୁ ମତେ ସବୁଠୁ ଅଧିକ ମିସ କରିବୁ । ଏତିକି କହିବା ପରେ ସେ ହସି ଉଠିଥିଲା । ଏହାପରେ ଦିପ୍ତିର ସାଙ୍ଗ କହିଲା କି ମୁଁ କଣ ଜାଣିଥିଲି ତା କଥା ସତ ହୋଇଯିବ ବୋଲି । କିଛି ଦିନପରେ ଦିପ୍ତିର ଶବ ଜୟପୁର ରୁ ତାର ଗାଁ ଭରତପୁର ଅଣାଗଲା । ଦିପ୍ତିର ଅନ୍ତିମ ସତ୍କାର ତା ଗାଁର ପାଖରେ ମୁକ୍ତି ଧାମରେ ତାର ଭାଇ କଲା ।

Leave a Reply

Your email address will not be published. Required fields are marked *