ଜାଣନ୍ତୁ କେମିତି ମାଙ୍କଡ ୯ବର୍ଷ ଧରି ରେଲୱେରେ କରୁଛି ଚାକିରି, ଆଜି ପର୍ଯ୍ୟନ୍ତ ନେଇନି ଗୋଟେ ବି ଛୁଟି

ଆଜି ଆମେ ଆପଣଙ୍କୁ କୌଣସି ମଣିଷ ବିଷୟରେ ନୁହ ଗୋଟେ ମାଙ୍କଡ ବିଷୟରେ କହିବାକୁ ଯାଉଛୁ ଯାହା ନା ବର୍ତମାନ ପର୍ଯ୍ୟନ୍ତ ଲୋକ ମାନେ ମନେ ରଖିଛନ୍ତି । ରେଲବେ ରେ ଜଣେ ବ୍ୟକ୍ତି କାମ କରୁଥିଲେ ଯାହା ନାମ ଥିଲା ଜମ୍ପର ତେବେ ଆପଣ ମାନେ ଏହା ଚିନ୍ତା କରୁଥିବେ ଯେ ଜମ୍ପର କି ଭଳି ନା ଜମ୍ପର ମାନେ ଡେଇଁବା ତେବେ, ଏହି ଲୋକ ଅନ୍ୟ ଲୋକଙ୍କୁ କର୍ତବ ଦେଖେଇଥାନ୍ତି ଓ ନିଜ ନୂଆ ନୂଆ ଟ୍ରିକ ଲୋକଙ୍କୁ ଦେଖାଇ ଖୁସି କରିଥାନ୍ତି । ତେବେ ଜମ୍ପର ରେଲବେ ରେ ସିଗନାଲ ମେନ ଥିଲେ ଓ ତାଙ୍କ କାମ ଥିଲା ଟ୍ରେନକୁ ସିଗନାଲ ଦବା ଥିଲା ।

ଥରେ ଜମ୍ପର ଗୋଟେ ବଡ କର୍ତବ ଦେଖେଇବା ପାଇଁ ଚେଷ୍ଟା କଲେ ଗୋଟେ ଚାଲୁଥିବା ଟ୍ରେନରୁ ଅନ୍ୟ ଟ୍ରେନକୁ ଡେଇଁବା ପାଇଁ ଚେଷ୍ଟା କରିଥିଲେ ତେବେ ଏହି ଦୁର୍ଘଟଣାରେ ତାଙ୍କ ଦୁଇ ଗୋଡ କଟିଯାଇଥିଲା । ଏହା ପରେ ସେ ୱ୍ହିଲ ଚେଅର ଗଡାଇ କାମକୁ ଆସୁଥିଲେ ଓ କାମ ସାରି ଘରକୁ ଫେରୁଥିଲେ ।

Image Courtesy: Google

କିଛି ଦିନ ଏମିତି କଲା ପରେ ତାଙ୍କୁ ବହୁତ କଷ୍ଟ ଲାଗିଲା ଓ ସେ ମାରକେଟରେ ଗୋଟେ ମାଙ୍କଡକୁ ଦେଖି ନିଜକୁ ଆଣିବା ନବା ପାଇଁ କିଣିଲେ, ମାଙ୍କଡ ସବୁ ଦିନ ତାଙ୍କୁ ରେଲବେ କାମ ପାଇଁ ନେଇ ଯାଏ ଓ ସରିଲା ପରେ ଘରକୁ ନେଇ ଫେରିଥାଏ, ତେବେ ଥରେ ଜମ୍ପର ପରିଶ୍ରା କରିବା ପାଇଁ ଗଲେ ଓ ହଟାତ ଗୋଟେ ଟ୍ରେନ ଆସିଲା ଯାହାକୁ ଦେଖି ମାଙ୍କଡ ସିଗନାଲ ଦେଲା, ଏହା ଦେଖି ଜମ୍ପର ଆଶ୍ଚର୍ଯ୍ୟ ହୋଇଗଲେ ଏହାପରେ ସେ ସେହି ମାଙ୍କଡକୁ ଟ୍ରେନିଙ୍ଗ ଦବାକୁ ଲାଗିଲେ ।

Image Courtesy: Google

ଏହା ଦେଖି ଅନ୍ୟ ଲୋକ ମାନେ ରେଲବେ ଡିପାର୍ଟମେଣ୍ଟରେ ଏହାର ଅଭିଯୋଗ କଲେ ଓ ଗୋଟେ ମାଙ୍କଡକୁ ମଣିଷ କାମ ଶିଖେଇବା ପାଇଁ ଜମ୍ପରକୁ ଚାକିରିରୁ ବାହାର କରିବା ପାଇଁ କହିଲେ । ଏହି କଥା ଶୁଣି ଜମ୍ପର ନିଜ ଉଚ୍କ ଅଧିକାରୀ ମାନଙ୍କୁ ଏହା ବୁଝେଇବା ପାଇଁ ଚେଷ୍ଟା କଲେ ଯେ ଏହି ମାଙ୍କଡ ଯାହା ନାମ ଜେକ ଅଟେ ସେ ଅନ୍ୟ ମାଙ୍କଡ ମାନଙ୍କ ଠାରୁ ଅଲଗା ଅଟେ, ସେ ବହୁତ ଶୀଘ୍ର ସବୁ କିଛି ଶିଖି ଯାଇଛି ଯଦି ଆପଣ ମନେ ଥରେ ତା ପ୍ପାରୀକ୍ଷା କରନ୍ତି ତେବେ ଆପଣ ଜାଣି ପାରିବେ ଏହି କଥା ଶୁଣି ଉଚ୍ଚ ଅଧିକାରୀ ମାନେ ଗୋଟେ ଦିନ ସ୍ଵତନ୍ତ୍ର ମାଙ୍କଡ ପରୀକ୍ଷା କଲେ ଯାହା ମାଙ୍କଡ ବିନା କୌଣସି ଭୁଲ ଉତିର୍ଣ କଲେ ।

Image Courtesy: Google

ଏହି ପରୀକ୍ଷା ପରେ ନିଜେ ରେଲବେ ଉଚ୍ଚ ଅଧିକାରୀ ମାନେ ମାଙ୍କଡକୁ ସିଗନାଲ ମେନ ଚାକିରି ଦେଲେ ଯାହା ପରେ ଏହି ମାଙ୍କଡ ଜେକ ୯ ବର୍ଷ ପ୍ପରଜ୍ଯନ୍ତ ଏହି ଚାକିରି କଲା ଓ ବିନା କୌଣସି ଭୁଲ ଟ୍ରେନକୁ ସବୁବେଳେ ସଠିକ ସିଗନାଲ ଦେଖେଇଲା । ଏହି ମାଙ୍କଡ ଜେକକୁ ଟିବି ରୋଗ ହେଲା ଯାହା ପରେ ତା ନିଧନ ହୋଇଥିଲା, ତା ଶରୀରକୁ ସେହି ରେଲବେ ଲାଇନ ପାଖ ଗୋଟେ ଗଛ ମୂଳରେ ପୋତା ଯାଇଛି ଓ ଜେକ ନାମ ମାଙ୍କଡ ପ୍ରତିମା ମଧ୍ୟ ତିଆରି କରା ଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *