ଦାନ୍ତର ମଝିରେ ଫାଙ୍କ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ଓ ସ୍ଵଭାବ

ଆଜି ଆମେ ଆପଣଙ୍କୁ କହିବୁ ଦାନ୍ତରେ ଫାଙ୍କ ଥିବାର କଣ ସଙ୍କେତ କରିଥାଏ । ଯେଉଁଭଳି ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର ଶରୀରର ଅଙ୍ଗର ଅଧ୍ୟୟନ କରି ବ୍ୟାକ୍ତିର ସ୍ଵଭାବ, ଚରିତ୍ର ଓ ବ୍ୟକ୍ତିତ୍ଵ ବିଷୟରେ ଜାଣି ହେବ । ସେହିଭଳି ଆପଣଙ୍କ ଦାନ୍ତ ମଝିରେ ଥିବା ଫାଙ୍କ ବିଷୟରେ ଅଧୟନ କରି ସ୍ଵଭାବ, ଚରିତ୍ର, ଓ ବ୍ୟକ୍ତିତ୍ଵ ଜାଣିପାରିବେ ।

ବୁଦ୍ଧିମାନର ସଙ୍କେତ :-

ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ସାମ୍ନା ବାଲା ଦାନ୍ତ ମଝିରେ ଖାଲି ଥାଏ କୁହାଯାଏକି ଏମିତି ଲୋକ ବହୁତ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଏହା ସହିତ ବହୁତ ଧନବାନ ମଧ୍ୟ ହୋଇଥାନ୍ତି ।

Image Courtesy: Google

ବଡ ପଦ ପ୍ରାପ୍ତ କରିବା :-

କୁହାଯାଏକି ଯେଉଁ ଲୋକର ସାମ୍ନା ବାଲା ଦନ୍ତ ଭିତରେ ଫାଙ୍କା ଥାଏ, ଏମିତି ଲୋକ ତାଙ୍କ ଜୀବନରେ ବଡ ପଦ ହାସିଲ କରିବାରେ ସକ୍ଷମ ହୋଇଥାଏ ।

ଦାନ୍ତ ଭିତରେ ଫାଙ୍କଥିବା ଲୋକ ବହୁତ ଗପୁଡି ହୋଇଥାନ୍ତି :-

ସାମୁଦ୍ରିକ ଶାସ୍ତ୍ର ହିସାବରେ କୁହାଯାଏକି ଯେଉଁ ଲୋକଙ୍କ ଦାନ୍ତ ଭିତରେ ଏମିତି ଫାଙ୍କା ଥାଏ ସେମାନେ ବହୁତ ଗପୁଡି ହୋଇଥାନ୍ତି ।

ଖାଇବା ପିଇବାରେ ସଉକିନୀ ହୋଇଥାନ୍ତି :-

ଯେଉଁ ଲୋକଙ୍କ ଦାନ୍ତ ଭିତରେ ଖାଲି ଥାଏ, କୁହାଯାଏକି ଏହିଲୋକ ବହୁତ ଫୂଡି ହୋଇଥାନ୍ତି । ଓ ଖାଇବା ପିଇବାରେ ବହୁତ ସଉକିନୀ ହୋଇଥାନ୍ତି ।

Image Courtesy: Google

ଏହିଲୋକ ବହୁତ ହୃଦୟବାନ ହୋଇଥାନ୍ତି :-

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଚିକି ଯେଉନଲୋକଙ୍କ ଦାନ୍ତ ଭିତରେ ଫାଙ୍କା ଥାଏ, ଏହିଭଳି ଲୋକ ବହୁତ ହୃଦୟବାନ ହୋଇଥାନ୍ତି । ଏମାନେ କୌଣସିବି ପରିସ୍ତିତିରେ ଡରନ୍ତି ନାହିଁ ।

ଦାନ୍ତରେ ଫାଙ୍କଥିବା ବ୍ୟକ୍ତି ବହୁତ ବୁଝିବାର ହୋଇଥାନ୍ତି :-

ଯେଉଁ ଲୋକଙ୍କ ଦାନ୍ତ ଭିତରେ ଫାଙ୍କ ଥାଏ, ସେମାନଙ୍କ ବିଷୟରେ କୁହାଯାଏକି ଏହିଲୋକ ନାହୁତ ବୁଝିବାର ହୋଇଥାନ୍ତି, ଏମାନେ ଆର୍ଥିକ ମାମଲକୁ ନିଜ ବୁଦ୍ଧିବଳରେ ସମ୍ଭାଳି ନିଅନ୍ତି ।

ସାମ୍ନା ଦାନ୍ତରେ ଫାଙ୍କଥିବା ମହିଳା :-

ଯଦି କୌଣସି ପୁରୁଷଙ୍କ ବିବାହ ଏହି ମହିଳାଙ୍କ ସହିତ ହୁଏ ସେଇଲୋକ ବହୁତ ସୌଭାଗ୍ୟବାନ ହୋଇଥାନ୍ତି । କାରଣ ଏମିତି ମହିଳା ବହୁତ ଭାଗ୍ୟବତି ହୋଇଥାନ୍ତି ।

Image Courtesy: Google

ଦାନ୍ତ ଭିତରେ ଫାଙ୍କଥିଲେ ହେବେ ଧନବାନ :-

କୁହାଯାଏକି ଯେଉଁ ଲୋକର ଦାନ୍ତରେ ଫାଙ୍କ ଥାଏ । ଏହିଭଳି ଲୋକ ବହୁତ ଧନବାନ ହୋଇଥାନ୍ତି ଓ ଜୀବନକୁ ଭରପୁର ବଞ୍ଚିଥାନ୍ତି । ଏହିଲୋକ ପଇସାବି କମେଇଥାନ୍ତି ଓ ଖର୍ଚବି ବହୁତ ଭଲରେ କରିଥାନ୍ତି ।

ଏହିଲୋକ ବହୁତ କ୍ରିଏଟିଭ ହୋଇଥାନ୍ତି :-

ଏହିଭଳି ଲୋକ ବହୁତ କ୍ରିଏଟିଭ ହୋଇଥାନ୍ତି । ତାଙ୍କର ରଚନାତ୍ମକ କ୍ଷମତା ଭଲ ଥାଏ । ସେମାନେ ପାଇସାକୁ ଏମିତି ନଷ୍ଟ କରନ୍ତି ନହିଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *