ଜାରି ହେଲା ଏସିୟା କପ ୨୦୨୦ର ଟାଇମ ଟେବଲ, ଭରତ ପ୍ରଥମ ମ୍ୟାଚ ଖେଳିବ ଏହି ଦିନ

୨୦୨୦ ରେ ହେବାକୁ ଯାଉଥିବା ଟି ୨୦ ୱାଲ୍ଡ କପ ଏବଂ ଏସିଆ କପ ଟୁର୍ନାମେଣ୍ଟ ର ଟାଇମ ଟେବଲ ଜାରି ହୋଇଯାଇଛି । ସବୁ ମୁଖ୍ୟ ଟିମ ଏହି ପ୍ରତିଯୋଗିତାରେ ଭାଗ ନେବେ । ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ କିଛି ମହତ୍ଵପୂର୍ଣ୍ଣ ସୂଚନା ।

୨୦୨୦ରେ ହେବାକୁ ଯାଉଥିବା ଏସିଆ କପର ଅତିଥି ସତ୍କାର ପାକିସ୍ଥାନ କରିବ । ପୂର୍ବ ଥରକ ଏହା ବିରୁଦ୍ଧରେ ଭାରତୀୟ କ୍ରିକେଟ ଟିମ ଶ୍ରୀଲଙ୍କା କୁ ହରାଇ ଜିତିଥିଲା । ୨୦୨୦ର ଏସିଆ କପରେ ଏହି ୬ଟି ଟିମ ଭାଗ ନେବେ । ଭାରତ ,ଶ୍ରୀଲଙ୍କା ,ଆଫଗାନିସ୍ଥାନ ,ପାକିସ୍ଥାନ ,ବାଂଲାଦେଶ ଏବଂ ଛଟବି ଟିମ ଖେଳିବେ । ଯେଉଁଥିରେ ହଙ୍ଗକାଙ୍ଗ ,ନେପାଳ ,ୟୁଏଇ ,ଓମାନ ,ମାଲେସିୟା ଏବଂ ସିଙ୍ଗାପୁର ସାମିଲ ଅଛନ୍ତି ।

ଏହି ଟୁର୍ନାମେଣ୍ଟ ୨୦୨୦ ରେ ସେପ୍ଟେମ୍ବର ରେ ଖେଳାଯିବ । ଏହାକୁ ୟୁ.ଏ.ଇ ରେ ବି ଖେଳାଯିବାର ସମ୍ଭାବନା ଅଛି ଏହା ଏଥିପାଇଁ ହେଇପାରିବ କାରଣ ପାକକୁ ବେଦେଶୀ ଟିମର ସୁରକ୍ଷାର ଭୟ ରହିବ । ପାକ ସ୍ଥାନରେ ହିଁ ଟୁର୍ନାମେଣ୍ଟ ସଂଯୁକ୍ତ ଆରବ ଏମିରାତ ରେ ଖେଳା ଯାଇ ପାରିବ ।

କାହିଁକି ନା ଶ୍ରୀଲଙ୍କା ଏବଂ ଭାରତର କ୍ରିକେଟ ଟିମ ପାକିସ୍ତାନରେ ଖେଳିବାକୁ ମନାକରି ସାରିଛନ୍ତି ,ଏହି କାରଣରୁ ବି ଏହି ଟୁର୍ନାମେଣ୍ଟ ୟୁ.ଏ.ଇ ରେ ହେଇ ପାରେ ।

Leave a Reply

Your email address will not be published. Required fields are marked *