ଭାବବିହ୍ଵଳ ଦୃଶ୍ୟ, ଯବାନଙ୍କ ପାଦ ଛୁଇଁଲା କୁନି ଝିଅ, ଆଶୀର୍ବାଦ ଦେଇ ଯବାନ କଣ କଲେ ଦେଖନ୍ତୁ ଭାଇରାଲ Video 

ନମସ୍କାର ବନ୍ଧୁଗଣ । ଆଜିକାଲି ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ପ୍ରାୟତ ସବୁ ଦିନ ଦେଖିବାକୁ ମିଳୁଛି । କିଛି ଏମିତି ଘଟଣା ରହିଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଆଉ କେତେକ ଘଟଣା ଏମିତି ରହିଛି ଯାହାକୁ ଦେଖିଲେ ଭାବ ପ୍ରବଣ ହୋଇ ଯାଉଛନ୍ତି ୟୁଜର୍ସ ମାନେ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ହୃଦୟ ସ୍ପର୍ଶୀ ଘଟଣା ସୋସିଆଲ ମିଡିଆରେ ସାମନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ କହିବେ ସତରେ କୁନି ଝିଅ ହେଲେ ମଧ୍ୟ ତାର ସଂସ୍କାର ବହୁତ ଉଚ୍ଚ ରେ ରହିଛି । ଆଜ୍ଞା ହାଁ ବୟସ ସିନା କମ କିନ୍ତୁ ସଂସ୍କାର ଢେର ଅଧିକ ।

ମାତୃଭୂମିର ସ୍ଵାଭିମାନ ପାଇଁ ଲଢୁଥିବା ବୀର ଯବାନ ଙ୍କୁ କୁନି ଝିଅର ସମ୍ମାନ । ରେଳଵେ ଷ୍ଟେସନରେ ଦେଶର ସୁରକ୍ଷା ପାଇଁ ନିଜକୁ ଉଶ୍ଚର୍ଗ କରୁଥିବା ସୁଯୋଗ୍ୟ ପୁତ୍ର ଙ୍କୁ ପାଦ ଛୁଇଁ ପ୍ରଣାମ କରିଲା କୁନି ଝିଅ ଟି । ଏପରି ହୃଦୟକୁ ଛୁଇଁ ଦେଲା ଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସମସ୍ତେ ଭିଡିଓ କୁ ବେଶ ପସନ୍ଦ କରୁଛନ୍ତି ।

ବିଜେପି ସାଂସଦ ପିସି ମୋହନ ଟ୍ବିଟ ରେ କୁନି ଝିଅ ସେହି ଭିଡିଓ ସେୟାର କରିଛନ୍ତି । ଭିଡିଓ ଶେୟର କରି କ୍ୟାପସନ ରେ ଲେଖିଛନ୍ତି ପିଲା ଙ୍କୁ ଏପରି ସଂସ୍କାର ଦେବା ମହାନ ରାଷ୍ଟ୍ର ପ୍ରତେକ ପିତା ମାତାଙ୍କର କର୍ତ୍ତବ୍ୟ ଅଟେ । ଭିଡିଓ ରେ ଦେଖିବାକୁ ମିଳିଛି ମେଟ୍ରୋ ଷ୍ଟେସନ ରେ ୪ ଜଣ ଯବାନ ଛିଡା ହୋଇଛନ୍ତି । ଆଉ ସେତିକି ବେଳେ ଗୋଟେ କୁନି ଝିଅ ସମସ୍ତଙ୍କୁ ଦେଖିବା ପରେ ଜଣେ ଯବାନଙ୍କ ପାଦ ଛୁଇଁ ରଣାମ କରୁଛି ।

ଏହା ଦେଖି ପାଖରେ ଛିଡା ହୋଇଥିବା ଅନ୍ୟ ଯବାନ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ତେବେ ପାଦ ଛୁଇଁବା ପରେ ଯବାନ ଜଣକ ଭାବ ପ୍ରବଣ ହୋଇଯିବା ସହ ଝିଅର ମୁଣ୍ଡରେ ହାତ ଆଖି ଆଶୀର୍ବାଦ କରିଥିଲେ । ଏହି ଭିଡିଓ କେଉଁ ସହରର ତାହା ଏ ଯାଏଁ ଜଣା ପଡି ନାହି । ଲୋକେ ଏହି ଭିଡିଓ କୁ ବହୁଳ ମାତ୍ରା ରେ ସେୟାର କରୁଛନ୍ତି ।

କେନ୍ଦ୍ର ମନ୍ତ୍ରୀ ସ୍ମୂରତି ଇରାନୀ ଏହି ଭିଡିଓ ଦେଖି ନିଜର ମନ୍ତବ୍ୟ ରଖିଛନ୍ତି ଯେ କୁନି ଝିଅକୁ ବହୁତ ବହୁତ ଆଶୀର୍ବାଦ ଓ ଝିଅଙ୍କୁ ଏପରି ସଂସ୍କାର ଦେଇଥିବା ପରିବାର କୁ କୃତଜ୍ଞତା ବୋଲି କହିଛନ୍ତି । ଏହି ଭିଡିଓ କୁ ୯ ଲକ୍ଷ ରୁ ଅଧିକ ଲୋକ ଦେଖିଥିବା ବେଳେ ହଜାର ହଜାର ଓକେ ନିଜର ମନ୍ତବ୍ୟ ରଖିଛନ୍ତି । ଏହି ଭିଡିଓ ରେ ୬ ଲକ୍ଷ ରୁ ଅଧିକ ଲାଇକ ମଧ୍ୟ ଆସି ସାରିଛି ।

ଷ୍ଟାରେ କୁନି ଝିଅର ଏଭଳି ଭାବନା ଆଉ ଚିନ୍ତାଧାରା ସମସ୍ତଙ୍କୁ ମୁଗ୍ଧ କରି ଦେଇଛି । ଏତେ କମ ବୟସରେ ଏତେ ଭଲ ସଂସ୍କାର ପାଇ କୁନି ଝିଅଟି ଆଜି ଚର୍ଚ୍ଚା ର ପାତ୍ର ପାଲଟିଛି । ବନ୍ଧୁଗଣ ଆପଣ ମାନଙ୍କୁ କୁନି ଝିଅର ଏଭଳି ମହାନ କାମ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *