ଯଦି ଆପଣଙ୍କୁ ମିଳୁଛି ଏହି ବଡ ସଂକେତ ତାହେଲେ ବୁଝି ଯାଆନ୍ତୁ ଆପଣଙ୍କ ମୃତ୍ୟୁ ପାଖେଇ ଆସିଲାଣି

ଯମରାଜ ଙ୍କ ନାମ ଶୁଣି ଡରି ଯାଆନ୍ତି । କାରଣ ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଇ ଥାଏ । କିନ୍ତୁ ସତ ତ ଏହା କି ଯମରାଜ ଗୋଟେ ନା ଗୋଟେ ଦିନ ସମସ୍ତଙ୍କୁ ନେବା ପାଇଁ ଆସନ୍ତି କିନ୍ତୁ କଣ ଆପଣ ଏହି କଥାକୁ ଜାଣିଛନ୍ତି କି ଯମରାଜ ମୃତ୍ୟୁ ଆସିବା ପୂର୍ବରୁ ବ୍ୟକ୍ତିକୁ ସୂଚନା ଦେଇଥାନ୍ତି କି ତାଙ୍କର ମୃତ୍ୟୁ ବହୁତ ଜଲ୍ଦି ହେବାକୁ ଯାଉଛି । ଆଶ୍ଚଜ୍ୟ ହେବେ କିନ୍ତୁ ଏହି କଥା ସତ ଅଟେ । ଯମରାଜ ସବୁ ବ୍ୟକ୍ତିଙ୍କୁ ତାଙ୍କ ମୃତ୍ୟୁ ପୂର୍ବରୁ ଚାରୋଟି ସଂକେତ ଦେଇଥାନ୍ତି ତାହେଲେ ଚାଲନ୍ତୁ ଜାଣିବା ଏହି ଚାରୋଟି ସଂକେତ ବିଷୟରେ ।

ମୃତ୍ୟୁ ଆସିବା ପୂର୍ବରୁ ଯମରାଜ ମଣିଷ ଶରୀରର ଖରାପ ହେବା ଦ୍ଵାରା ତାଙ୍କୁ ସଂକେତ ଦେଇଥାନ୍ତି ,କି ଏବେ ତାଙ୍କ ସମୟ ପାଖରେ ଅଛି । ଯମରାଜ ଙ୍କର ପ୍ରଥମ ସଂକେତ ହୋଇଥାଏ ବ୍ୟକ୍ତିଙ୍କ ବାଳ ଧଳା ହେବା ।

ଦିତୀୟ ସଂକେତ ହେଉଛି ଦାନ୍ତ ପଡିବା ,ଯେତବେଳେ ବ୍ୟକ୍ତିଙ୍କ ଦାନ୍ତ ପଡିବା ଆରମ୍ଭ ହୋଇଯାଇଥାଏ ,ତାଙ୍କୁ ବୁଝିଯିବା ଦରକାର କି ତାଙ୍କ ଦିନ ସରି ଆସୁଛି ।

ଯମରାଜ ମୃତ୍ୟୁ ପୂର୍ବରୁ ସଂକେତ ଦେଇଥାନ୍ତି କି ବ୍ୟକ୍ତିର ସ୍ମରଣଶକ୍ତି ,ଯେତବେଳେ ବି କୌଣସି ବ୍ୟକ୍ତିର ସ୍ମରଣଶକ୍ତି କମଜୋର ହେବାକୁ ଲାଗିଥାଏ । ଦେଖିବା ,ଶୁଣିବା ବୁଝିବା ର କ୍ଷମତା କମଜୋର ହେବାକୁ ଲାଗିଥାଏ । ତାହେଲେ ଭାବିନେବେ କି ଆପଣଙ୍କର ଅତି ଶୀଘ୍ର ମୃତ୍ୟୁ ହେବାକୁ ଯାଉଛି ।

ଯମରାଜ ଙ୍କର ଚତୁର୍ଥ ସଂକେତ ହୋଇଥାଏ କି ବ୍ୟକ୍ତିକୁ ଭଗବାନଙ୍କ ସାହାର ନେବା ଦରକାର ଏବଂ ସେହା ହେଉଛି ଯେଉଁ ବ୍ୟକ୍ତିଙ୍କ ର ଅଣ୍ଟା ନାଇଁପଡେ ଏବଂ ଶରୀର ନିଜର ବୋଝ ଉଠାଇ ପାରେ ନାହିଁ । ସେତବେଳେ ଭଗବାନଙ୍କର ସାହାରା ନିଅନ୍ତୁ ଏବଂ ଜୀବନରୁ ମୁକ୍ତି ପାଆନ୍ତୁ ।

Leave a Reply

Your email address will not be published. Required fields are marked *