ଓଜନ କମାଇବା ଠାରୁ ନେଇ ଗଣ୍ଠି ରୋଗ ପର୍ଯ୍ୟନ୍ତ, ସବୁର ଚିକିତ୍ସା କରିବ ଟମାଟର- ଜାଣନ୍ତୁ ଏହାର ଆହୁରି ବି ଉପକାରିତା

ଟମାଟର ରେ ଭିଟାମିନ ସି ,ପୋଟାସିୟମ ଆଦି କେତେକ ପ୍ରକାରର ମିନେରାଲ ବି ମିଳିଥାଏ । ଟମାଟର ର ବ୍ୟବହାର ବହୁତ ରୋଗକୁ କମ କରିବା ପାଇଁ କରାଯାଇ ଥାଏ । ଆସନ୍ତୁ ଜାଣିବା ଟମାଟର ଖାଇବାର କିଛି ଉପକାରିତା ।

୧ -ଟମାଟର ଖାଇବା ଦ୍ଵାରା କେବଳ ମୁହଁ ର ଝାଳ ଦୂର ହୋଇନଥାଏ ବରଂ ପେଟ ସମସ୍ୟା ବି ଦୂର ହୋଇଥାଏ ।

୨ -ଦାନ୍ତରେ ରକ୍ତର ସମସ୍ୟା ଅନୁଭବ ହେଉଥିଲେ ପ୍ରତିଦିନ ଦୁଇ ସହ ଗ୍ରାମ ଟମାଟର ରସ ସକାଳେ ଓ ସନ୍ଧ୍ୟାରେ ପିଇବା ଦ୍ଵାରା ବହୁତ ଲାଭ ହୋଇଥାଏ ।

୩ -ଭୋକ ନ ଲାଗିବା ପରିସ୍ଥିତିରେ ଟମାଟର ର ଶହେ ଗ୍ରାମ ରସ ସହିତ ଅଦା ରସ ଏବଂ ଲେମ୍ବୁ ରସ ମିଶାଇ ପିଇଲେ ଅଧିକ ଭୋକ ଲାଗିଥାଏ ।

୪ -ମୋଟାପଣ ଦୂରେଇବା ପାଇଁ ବି ଟମାଟର ର ବ୍ୟବହାର କରାଯାଇ ପାରିବ । ପ୍ରତିଦିନ ଏକ ରୁ ଦୁଇ ଗ୍ଳାସ ଟମାଟର ର ଜୁସ ପିଇଲେ ଓଜନ କମିଥାଏ ।

୫ -ପ୍ରତିଦିନ ଟମାଟର ର ଜୁସରେ ମଧୁରୀ ମିଶାଇ ଖାଇଲେ ଗଣ୍ଠି ଦରଜ ରୁ ଆରମ ମିଳିଥାଏ ।

Leave a Reply

Your email address will not be published. Required fields are marked *